ଓଃ କି ଡ୍ୟାନ୍ସ ! Road ground ଉପରେ Genda Phool ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ବନ୍ଧୁଗଣ ଏବେ ଦୁଇଜଣ କୁନି ପିଲାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି ଆଉ ପ୍ରଶଂସା ବି କରୁଛି। ତେବେ ଏହି ଭିଡିଓ ହେଉଛି ଦୁଇଟି କୁନି ଝିଅଙ୍କର କ୍ୟୁଟ୍ ଡାନ୍ସ ଭିଡିଓ। ଆପଣ ତ ଜାଣିଛନ୍ତି ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ … Read more