ଦେଖନ୍ତୁ Shocking ଭିଡ଼ିଓ : CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

ବନ୍ଧୁମାନେ ଆଜିକାଲି ଆପଣ ଦେଖୁଥିବେ ଦିନ ଦିପହର ରେ ଲୋକଙ୍କ ସହିତ କଣ କଣ ସବୁ ଦୁର୍ଘଟଣା ଘଟି ଯାଉଛି ।ଆଉ ଯଦି କେହି ଲୋକ ଙ୍କୁ ରାତିରେ କୁଆଡେ ଏକୁଟିଆ ଯିବାକୁ ପଡେ ତାହେଲେ ଦୁର୍ଘଟଣା ଘଟିବା କୋଉ ସାଧାରଣ କଥା ନୁହେଁ ।ତେବେ ଆଜିର ସମୟରେ ଏକିଟିଆ ଅସହାୟ ବ୍ୟକ୍ତି ଙ୍କର ଲୋକମାନେ ଖୁବ ଫାଇଦା ଉଠେଇ ଥାଆନ୍ତି ।ହେଲେ ଆଜି ଏକ ଭିଡ଼ିଓ ରେ ଜଣେ ବ୍ୟକ୍ତି ଙ୍କ ସହିତ ରାସ୍ତା ଉପରେ ଗୋଟିଏ ବହୁତ ବଡ଼ ଦୁର୍ଘଟଣା ଘଟୁଛି ।କିନ୍ତୁ ଘଟଣା ସ୍ଥଳରେ ପୋଲିସ ବାବୁ ପହଁଚି ଯାହା କରୁଛନ୍ତି ତାହା ଦେଖିଲେ ବାଃ ବାଃ ନକରି ରହି ପାରିବେ ନାହିଁ ।

ତେବେ ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ସମୟ ଦିନକୁ ଦିନ କେତେ ଖରାପ ହେବାକୁ ଲାଗିଲାଣି ।ଯଦି କୋଉଠି କେହି ଏକୁଟିଆ ବ୍ୟକ୍ତି ମିଳି ଯାଉଛନ୍ତି ତାହେଲେ ଲୋକମାନେ ସେହି ବ୍ୟକ୍ତି ଙ୍କ ଜୀବନ ଖରାପ କରି ଦେଉଛନ୍ତି ।ତେବେ ବହୁତ ସମୟରେ ଅନେକ ଲୋକମାନେ ପରିସ୍ଥିତି ଆଗରେ ହାର ମାନି ଏକୁଟିଆ କୁଆଡେ ଯିବାକୁ ବାଧ୍ୟ ହେଇଥାନ୍ତି ।ଯେମିତି ଆଜିର ଏହି ବ୍ୟକ୍ତି ଜଣକ, ତେବେ ଏକ ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି କାନ୍ଧରେ ବ୍ୟାଗ ଟାଙ୍ଗି ଏକ ରାସ୍ତା କଡରେ ଛିଡା ହେଇଛନ୍ତି ।ତେବେ ରାତି ସମୟ ହେଇଥିବାରୁ ଖୁବ କମ ଗାଡି ସେହି ରାସ୍ତା ଦେଇ ଯାଉଛି ।

ଏହି ଭିତରେ ଗୋଟିଏ ଟ୍ରକ ଯାଉଛି ଆଉ ଟ୍ରକ ଡ୍ରାଇଭର ହାତ ଠାରି ବ୍ୟକ୍ତି ଙ୍କୁ ଡାକୁଛନ୍ତି କିନ୍ତୁ ସେହି ବ୍ୟକ୍ତି ନିଜ ଜାଗାରୁ କୁଆଡେ ବି ଯାଉ ନାହାଁନ୍ତି ।ଏମିତି କିଛି ସମୟ ପରେ ହଠାତ ଗୋଟିଏ ଧଳା ରଙ୍ଗର କାର ସେହି ବ୍ୟକୟୀ ସାମ୍ନା ଦେଇ ଯାଉଛି ।ହେଲେ କାର ରେ ଥିବା ଲୋକମାନେ ବ୍ୟକ୍ତି ଙ୍କ ଉପରକୁ କିଛି ଫିଙ୍ଗି ଦେଉଛନ୍ତି,ତେବେ ବ୍ୟକ୍ତି ଜଣକ ସତର୍କ ଥିବାରୁ ଦୁରେଇ ଆସୁଛନ୍ତି ଆଉ ତାଙ୍କ ଉପରେ କିଛି ପଡୁ ନାହିଁ ।ତେବେ କଣ ହେବ କାର ଟି ପୁଣି ପଛକୁ ଆସି ବ୍ୟକ୍ତି ଙ୍କ ପାଖରେ ପହଁଚି ଯାଉଛି ଆଉ ତା ଭିତରୁ ତିନି ଜଣ ଯୁବକ ବାହାରି ବ୍ୟକ୍ତି ପାଖରୁ ଫୋନ ଓ ଟଙ୍କା ପଇସା ସବୁ ଛଡେଇ ନେଉଛନ୍ତି ।

ତେବେ ବ୍ୟକ୍ତି ଜଣକ ଯେତେ ନେହୁରା ହେଲେ ବି ସେହି ଯୁବକ ମାନେ କିଛି ନଶୁଣି ବ୍ୟକ୍ତିଙ୍କୁ ମାଡ଼ ମାରୁଛନ୍ତି ।ହେଲେ ଠିକ ସେତିକି ବେଳେ ଅନ୍ୟ ଏକ ଧଳା କାର ଆସୁଛି ଓ ସୌଭାଗ୍ୟ କୁ ସେହି କାର ରେ ଜଣେ ପୋଲିସ ବାହାରି ଆହି ତୁରନ୍ତ ଘଟଣା କଣ ପଚାରି ବୁଝୁଛନ୍ତି ।ଆଉ ସବୁ ଜାଣିବା ପରେ ପୋଲିସ ଯୁବକ ମାନଙ୍କ ପାଖରୁ ବ୍ୟକ୍ତିଙ୍କର ଜିନିଷ ସବୁ ଫେରାଇ ଆଣୁଛନ୍ତି ।ଆଉ ତାପରେ ଯୁବକ ମାନଙ୍କୁ ୱାନିଂ ଦେଇ ବ୍ୟକ୍ତି ଜଙ୍କୁ ତାଙ୍କ ପରିଚୟ ପଚାରି ନିଜ କାର ରେ ନେଇ ଯାଉଛନ୍ତି ।ତେବେ ସତରେ ଏହି ପୋଲିସ ନଥିଲେ ଯୁବକଙ୍କ ଅବସ୍ଥା କଣ ହେଇଥାନ୍ତା ଆପଣ ଚିନ୍ତା କରିପାରୁଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment