ଦେଖନ୍ତୁ ଛାତିଥରା ଭିଡ଼ିଓ : CCTV କ୍ୟାମେରାରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…

ଆମ ସାଇକୋଲଜି ଅନୁସାରେ, ଜଣେ ବ୍ୟକ୍ତି କୁ ବଂଚିବା କୁ ହେଲେ ତଥା ଏହି ସଂସାରରେ ଉନ୍ନତି କରିବାକୁ ହେଲେ ତାକୁ ଦୁଇଟି ଜିନିଷ ସାହାଯ୍ୟ କରିଥାଏ ।ପ୍ରଥମଟି ହେଉଛି ଆମର ପରିବେଶ ଏବଂ ଦ୍ଵିତୀୟ ଟି ହେଉଛି ମଣିଷର ଅନ୍ତର୍ଗତ ଗୁଣ। ତେବେ ପ୍ରକୃତି ବା ଆମ ପରିବେଶ ଆମକୁ ସବୁକିଛି ଦେଇଥାଏ ଆମେ ନିଶ୍ୱାସ ନେବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାହାରି କୋଳରେ ହିଁ ବଢ଼ିଥାଉ ।ମାତ୍ର ଯେତେବେଳେ ସେହି ପ୍ରକୃତି ନିଜର ପ୍ରକପ ଆରମ୍ଭ କରିଥାଏ। ସେତେବେଳେ ମଣିଷ ତା ଆଗରେ ମୁଣ୍ଡ ନଇଁଥାଏ। ଠିକ ଏହିପରି ହୋଇଥିଲା ନେପାଲ ରେ ୨୦୧୫ ମସିହା ରେ ଯେଉଁ ଠାରେ କିଛି ସମୟ ରେ ସବୁକିଛି ଉଲଟ ପାଲଟ ହୋଇଗଲା।

ତେବେ ଆମେ ଆପଣ ଙ୍କୁ କହୁଛୁ ୨୦୧୫ ମସିହା ରେ ନେପାଲ ରେ ହୋଇଥିବା ଭୂକମ୍ପ ଯାହାକି ନେପାଲ ର ଲୋକଙ୍କୁ ପୁରା ଅସ୍ତବ୍ୟସ୍ତ କରି ଦେଇଥିଲା। ଆଉ ଅନେକ ଧନ ସମ୍ପତ୍ତି ତଥା ଜୀବନ ର କ୍ଷୟ ଘଟାଇ ଥିଲା। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ୨୦୧୫ ମସିହା ରେ ନେପାଲ ର ହୋଇଥିବା ଏହି ଭୂକମ୍ପ ର ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବା ରେ ଲାଗିଛି ଯାହାକି ସେହି ସମୟ ରେ ସିସିଟିଭି କ୍ୟାମେରା ରେ ରେକର୍ଡ କରା ଯାଇଥିଲା।ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ଟି ବିଷୟ ରେ।

ତେବେ ବନ୍ଧୁଗଣ ଏହି ଭାଇରାଲ ସିସିଟିଭି ରେକର୍ଡ ଭିଡ଼ିଓ ଟି ପୁଣି ଥରେ ମନେ ପକାଇ ଦେଉଛି ସେହି ସମୟ ର ଛାତି ଥରା ଦୃଶ୍ୟ ।ତେବେ ଭାଇରାଲ ଭିଡ଼ିଓ ରେ ଦେଖା ଯାଇଛି ଯେ , ଲୋକ ମାନେ ସବୁଦିନ ପରି ସେ ଦିନ ବି ରାସ୍ତା ରେ ଯାଉଥିଲେ। କିଏ ପାଦ ରେ ଚାଲି ଯାଉଥିଲା ତ କିଏ ବାଇକ ରେ ଆଉ କିଏ କାର ଓ ଅନ୍ୟ ଗାଡି ରେ। ତେବେ ହଠାତ ଆସିଲା ଭୂକମ୍ପ ଆଉ ସବୁ କିଛି ଥର ଭର କରି ଦେଲା। ଆଉ ଚାଲୁ ଥିବା ଲୋକେ ସବୁ ଏପଟ ସେପଟ ହେବାକୁ ଲାଗିଲେ।

ତେବେ ଗୋଟିଏ ଭାଇରାଲ ଭିଡ଼ିଓ ରେ ଦେଖା ଯାଇଛି ଯେ, ଲୋକ ମାନେ ଭୂକମ୍ପ ର ପ୍ରଭାବ ରେ ବାଇକ ରୁ ତଳେ ପଡି ଯାଉଛନ୍ତି। ପାଦ ରେ ଚାଲି ଯାଉଥିବା ଲୋକେ ମଧ୍ୟ ରାସ୍ତା ରେ ପଡି ଯାଉଛନ୍ତି ।ଆଉ ଭୟ ରେ ଲୋକେ ସବୁ ଅସ୍ତ ବ୍ୟସ୍ତ ହୋଇଯାଇ ଛନ୍ତି।କିଛି କ୍ଷଣ ର ଏହି ଛାତି ଥରା ଦୃଶ୍ୟ ଟି ରେକର୍ଡ ହୋଇଥିଲା ସିସି ଟିଭି କ୍ୟାମେରା ରେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟି କୁ ଦେଖିଲେ ଆପଣ ଅନୁମାନ କରି ପାରିବେ କି ସେହି ସମୟ ରେ ନେପାଲ ର ଲୋକଙ୍କ ଉପରେ ଏହାର କଣ ପ୍ରଭାବ ପଡିଥିବ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment