ଦେଖନ୍ତୁ Shocking ଭିଡିଓ.. CCTV ରେ ରେକର୍ଡ ହୋଇଗଲା ନହେଲେ ବିଶ୍ବାସ କରିନଥାନ୍ତେ ! ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆ ଆମ ପାଇଁ ଅନେକ ନୂଆ ନୂଆ ଭିଡ଼ିଓ ମାନ ପ୍ରତେକ ଦିନ ଆଣି ଦେଇଥାଏ ବୋଲି କୁହାଯାଉଛି | ତେବେ ସେହି ଭିଡ଼ିଓ ଗୁଡିକ ରୁ ଆମେ ମାନେ ଅନେକ କଥା ଶିଖିବାକୁ ପାଇଥାଉ ବୋଲି ମଧ୍ୟ କୁହାଯାଉଛି | ତେବେ କୁହାଯାଉଛି କି ବେଳେ ବେଳେ ଆମ ମାନଙ୍କର ଅସାବଧାନତା ମଧ୍ୟ ଆମର ଜୀବନ ନେବା ର କାରଣ ହୋଇଥାଏ | ଆଉ ଟିକିଏ ଅସତର୍କତା କାରଣରୁ ଆମର ଜୀବନ ଅନେକ ସମୟରେ ବିପଦ ରେ ପଡିଥାଏ ବୋଲି ମଧ୍ୟ କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଅସାବଧାନତା କାରଣରୁ କେଉଁ ଭଳି ଭାବରେ ସ୍କୁଟର ରୁ ବ୍ୟକ୍ତି ଜଣଙ୍କ ପଡ଼ି ଯାଉଛନ୍ତି ତାହା ଏଠାରେ ଦେଖା ଯାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ମୁମ୍ବାଇ ର ସିନ୍ଦୁର ଅଞ୍ଚଳରେ | ଆଉ ସେଠାରେ ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ବ୍ୟକ୍ତି ଜଣଙ୍କର ଟିକିଏ ଅସାବଧାନତା ତାଙ୍କର ଜୀବନ ଉପରେ ବିପଦ ଆଣି ଦେଉଛି ତାହା ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ମାନେ ମାନେ ବେଶ ଭଲ ଭାବରେ ଅନୁମାନ କରି ପାରିବେ ବୋଲି ମଧ୍ୟ କୁହାଯାଉଛି | ତେବେ ଆମେ ଜାଣିଛୁ କି ଆଜି କାଲି ର ମଣିଷ ମାନେ ନିଜର ସୁଖ ଆଉ ସୁବିଧା ପାଇଁକି ଗାଡ଼ି ବ୍ୟବହାର କରିଥାନ୍ତି |

ଆଉ ସେହି ଗାଡ଼ି କେତେବେଳେ ଆମ ମାନଙ୍କୁ ସାହାଯ୍ୟ କରୁଥିବା ବେଳେ କେତେବେଳେ ଏହା ଆମର ଜୀବନ ଉପରେ ବିପଦ ମଧ୍ୟ ସୃଷ୍ଟି କରିଥାଏ ବୋଲି ମଧ୍ୟ କୁହାଯାଉଛି |ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେମିତି କିଛି ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍କୁଟର କୁ ନେଇକି ଜଣେ ବ୍ୟକ୍ତି ଆସିଛନ୍ତି ମହିଳା ଙ୍କ ଘରକୁ ଟଙ୍କା ନେବା ପାଇଁ, ଆଉ ଆଗରେ ଛୋଟ ପିଲା ଟି ମଧ୍ୟ ଛିଡା ହେଇଥିବାର ଦେଖିବାକୁ ମିଳିଥିଲା | ତେବେ ଲୋକ ଜଣ ଙ୍କ ସ୍କୁଟର କୁ ଷ୍ଟାର୍ଟ ରେ ରଖି ମହିଳା ଙ୍କ ପାଖରୁ ଟଙ୍କା ନେଉଥିଲେ ଆଉ ତାହା ପରେ ମୋବାଇଲ ମଧ୍ୟ ଚଳାଉଥିଲେ |

ଆଉ ଠିକ ସେହି ସମୟରେ ପିଲା ଟି ସ୍କୁଟି ରେ ଛିଡା ହୋଇଥିବା ବେଳେ ଏକସିଲେଟର କୁ ମୋଡି ଦେଇଥିଲା | ଆଉ ଯାହା ଫଳରେ ସ୍କୁଟର ଟି ଚାଲିବାକୁ ଲାଗିଥିଲା , ସଙ୍ଗେ ସଙ୍ଗେ ବ୍ୟକ୍ତି ଜଣ ଙ୍କ ପଡ଼ି ଯାଇଥିଲେ ଯାଇଥିଲେ ସ୍କୁଟର ର ତଳକୁ ଆଉ ତାହା ସହିତ ଛୋଟ ପିଲା ଟି ମଧ୍ୟ ପଡ଼ି ଯାଇଥିଲା | ତେବେ ବ୍ୟକ୍ତି ଜନକ ଯଦି ସ୍କୁଟର କୁ ବନ୍ଦ କରି ସମସ୍ତ କାର୍ଯ୍ୟ କରିଥାନ୍ତେ ତାହେଲେ ଏହି ଭଳି କିଛି ଘଟି ଣ ଥାନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment