OMG ! ରାସ୍ତା ଉପରେ ଦୁଇଟି ମାଙ୍କଡ଼ ( monkey ) କଲେ ଏମିତି ଡ୍ୟାନ୍ସ…ଦେଖିଲେ ହେବେ ଆଶ୍ଚର୍ଯ୍ୟ…..

ହଁ ଦର୍ଶକ ବନ୍ଧୁ ସବୁବେଳେ କିଛି ନାଁ କିଛି ଭିଡ଼ିଓ ତ ଭାଇରାଲ ହେବାକୁ ଲାଗିଥାଏ ସୋସିଆଲ ମିଡ଼ିଆରେ |ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ବେଶ ଖୁସି ହୋଇ ଯାଇଥାନ୍ତି ଓ ସେହି ଭଳି ଭିଡ଼ିଓ ମନଛୁଆ ହୋଇଥାଏ ଓ ବାରମ୍ବାର ଦେଖିବାକୁ ମଧ୍ୟ ଇଚ୍ଛା ହୋଇଥାଏ | ଆଉ ବର୍ତ୍ତମାନ ସେହିଭଳି ସମସ୍ତ ଙ୍କର ମନକୁ କିଣିଲା ଭଳି ଭିଡ଼ିଓ ଟି ସାମ୍ନା କୁ ଆସିଛି ଆଉ ଯେଉଁ ଭିଡ଼ିଓ ରେ ମାଙ୍କଡ଼ ଟି ମାଲିକ ର କଥା କୁ ମାନିକି କେଉଁ ଭଳି ଭାବରେ ଡାନ୍ସ କରୁଛି ତାହା ଦେଖୁବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ମଣିଷ କୁ ସବୁଠାରୁ ଶ୍ରେଷ୍ଠ ଯିବ ବୋଲି କୁହାଯାଇଥାଏ କାରଣ ମଣିଷ ପାଖରେ ଜ୍ଞାନ ବୁଦ୍ଧି ଓ ବିବେକ ସବୁକିଛି ରହିଥାଏ | ଆଉ ତାହା ପାଖରେ କଥା କୁ ବୁଝିବାର ମଧ୍ୟ ଶକ୍ତି ରହିଥାଏ | କିନ୍ତୁ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ମାଙ୍କଡ଼ ଟି ମାଲିକ ର କଥା ଶୁଣିକି ଡାନ୍ସ କରିବାକୁ ଲାଗିଛି ଓ ମାଲିକ ଙ୍କର ସବୁ କଥା ଅନୁସାରେ କରିବାକୁ ଲାଗିଛି |

ଆଉ ପ୍ରଥମେ ମାଲିକ ଜଣ ଙ୍କ ମାଙ୍କଡ଼ ଟିକୁ କହିଥିଲେ କି ରାଣୀ ମୁଖାର୍ଜୀ ଯେଉଁ ଭଳି ଭାବରେ ମୁହଁ କରି ଡାନ୍ସ କରିଥାଏ ସେହିଭଳି ଡାନ୍ସ କରିବା ପାଇଁ | ଆଉ ମାଙ୍କଡ଼ ଟି ସୁନ୍ଦର ଭାବରେ ମାଲିକ ର କଥା କୁ ମାନିବ ପାଇଁ ଲାଗିଥିଲା | ଆଉ ସୁନ୍ଦର ଭାବରେ ଡାନ୍ସ ର କମାଲ ମଧ୍ୟ ଦେଖାଇଥିଲେ ଓ ଦର୍ଶକ ମାନଙ୍କର ମନ ମଧ୍ୟ କିଣି ନେଇଥିଲେ | ତେବେ ଖାଲି ଗୋଟିଏ ନୁହଁ ଦୁଇଟି ମାଙ୍କଡ଼ ମିଶିକି ଡାନ୍ସ ର କମାଲ ଦେଖାଇବାକୁ ଲାଗିଥିଲେ ମାଲିକ ଙ୍କର କଥା ଅନୁସାରେ | ଆଉ ଲୋକ ମାନଙ୍କର ମନ ମଧ୍ୟ ଖୁସି ହୋଇ ଯାଇଥିଲେ ମାଙ୍କଡ଼ ର ଏହି ଭଳି ଡାନ୍ସ କୁ ଦେଖିବା ପରେ |

 

ଏହା ସହିତ ଆହୁରି ମଧ୍ୟ ଦେଖିବାକୁ ମିଳୁଥିଲା କି ସଲମାନ ଖାନ ଓ ଅନ୍ୟ ହିରୋ ମାନଙ୍କର ଷ୍ଟାଇଲ କୁ ମଧ୍ୟ ଦେଖାଇବାକୁ କହିଥିଲେ ମାଲିକ ଜଣଙ୍କ ମାଙ୍କଡ଼ ଙ୍କୁ | ଆଉ ମାଙ୍କଡ଼ ମଧ୍ୟ ମାଲିକ ଙ୍କର କଥା ଶୁଣି ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଥିଲେ, ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ସମସ୍ତ ଙ୍କର ପସନ୍ଦ ମଧ୍ୟ ଆସିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment