ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ବେଶ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ନିଜର ଆଖିକୁ ମଧ୍ୟ ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ | ତେବେ ଘଟଣା ଟି ଠିକ ସେହି ଭଳି ଘଟିଛି ଆଉ ଯେଉଁଠି କୁହାଯାଉଛି କି ବ୍ୟକ୍ତି ଜଣଙ୍କ ବେଶ ଖୁସି ରେ ହଳଦୀ ଫାଂକ୍ସନ ରେ ଯୋଗ ଦେବାକୁ ଯାଇଥିବା ସମୟରେ ହଠାତ ତାଙ୍କର ହୃଦ ଘାତ ଆସିଥିଲା ଆଉ ଚାଲି ଯାଇଥିଲା ବ୍ୟକ୍ତି ଜଣଙ୍କର ଜୀବନ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମୃତ୍ୟୁ କାହାକୁ କେତେବେଳେ ଅପେକ୍ଷା କରିଛି ସେ କଥା କିଏ କହି ପାରିବ | ଆଉ କେତେବେଳେ କାହାର ଯିବା ଚାଲିଯିବ ସେ କଥା କାହାକୁ ବି ଜଣା ନ ଥାଏ | ଆଉ ସେହି ପାଇଁ ତୋ କୁହାଯାଇଛି କି ନିଶ୍ୱାସ କୁ କାହାର ଵା ବିଶ୍ୱାସ ଅଛି |ଆଜି ଭଲ ଅଛୁ କାଲି ଆମେ ଏହି ଦୁନିଆରେ ଥିବା କି ନ ଥିବା ସେ କଥା ମଣିଷ ପାଖରେ ସୁଚନା ନ ଥାଏ |
ତେବେ ବର୍ତ୍ତମାନ ଏଭଳି ଏକ ଅଭାବନୀୟ ଘଟଣା ଟି ଘଟି ଯାଇଛି ଯେଉଁ ଘଟଣା ବିଷୟରେ ଆପଣ ମାନେ ଶୁଣିଲେ ଵା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଯାହାକୁ ଆପଣ ମାନେ ସହଜରେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ସୂଚନା ଅନୁସାରେ ହାଇଦ୍ରାବାଦ ର କାଲାକୋଟ ରେ ଦେଖିବାକୁ ମିଳିଛି ଏହି ଭଳି ଏକ ଅଭାବନୀୟ ଘଟଣା | ଆଉ ଯାହା କୁହାଯାଉଛି କି 40 ବର୍ଷୀୟ ଯୁବକ ଜଣଙ୍କ ହେଉଛନ୍ତି ମହମ୍ମଦ ରୋବାନି | ଆଉ ଯେଉଁଠି କୁହାଯାଉଛି କି ବ୍ୟକ୍ତି ଜଣଙ୍କ ଏକ ସମ୍ପର୍କୀୟ ଙ୍କର ହଳଦୀ ଫାଂକ୍ସନ ରେ ଯୋଗ ଦେବା ପାଇଁ ବେଶ ଖୁସି ରେ ଘରୁ ବାହାରି ଥିଲେ |
ଆଉ ସେଠାରେ ଯୋଗ ଦେଇ ଫାଂକ୍ସନ କୁ ବେଶ ଉପଭୋଗ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି |ଆଉ ଯାହା ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଯୁବକ ଜଣଙ୍କ ଦୁଲ୍ହା ଙ୍କୁ ହଳଦୀ ଲଗାଇବା ପାଇଁ ଯାଇଥିଲେ ଆଉ ସେହି ସମୟରେ ତାଙ୍କର ହୃଦ ଘାତ ଆସି ଯାଇଥିଲା | ଆଉ ଯାହା ଫଳରେ ତାଙ୍କୁ ନିକଟସ୍ଥ ଡାକ୍ତର ଖାନା ରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।