Swastik Tv News Odisha

Child ସିଙ୍ଗର Soumyashree ଏବଂ Pratikhya ଗାଇଲେ ” Jhul Re Kaudibala Jhul “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଏପରି ଗୋଟିଏ ଗୀତ ଭାଇରାଲ ହେଉଛି ଯାହାକୁ ଦେଖିଲେ ଵା ଶୁଣିଲେ ଆପଣ ମାନେ ଜାଣି ପାରିବେ କି ଗୀତ ଟି କେତେ ସୁନ୍ଦର ହେଇଛି |ତେବେ ଆପଣ ମାନେ ଜାଣିଥିଲେ କି ଶ୍ରାବଣ ମାସକୁ ଟି ସବୁ ମାସ ମାନଙ୍କ ମଧ୍ୟରୁ ବିଶେଷ ମାସ ହୋଇଥାଏ | କାରଣ ଏହି ଶ୍ରାବଣ ମାସରେ ଦେବ ଦେବ ମହାଦେବ ଙ୍କ ର ଭକ୍ତି ଆଉ ପୂଜା ଅର୍ଚନା ଯଦି ଆମେ ଭକ୍ତି ର ସହିତ କରିବା ତାହେଲେ ମହାଦେବ ଆମ ଉପରେ ତାଙ୍କର ସମସ୍ତ କୃପା ବର୍ଷା କୁ ଢାଳିଦେବେ | ତାହା ଛଡା ଆପଣ ମାନେ ସମସ୍ତେ ଜାଣିଥିବେ କି ଶ୍ରାବଣ ମାସକୁ ଆମେ ବିଶେଷ କରିକି ଧର୍ମ ର ମାସ ବୋଲି ମାନିଥାଉ | ଆଉ ଛୋଟ ପିଲା ମାନଙ୍କ ମୁହଁରେ ଶିବ ଭକ୍ତି ର ଭଜନ ଶୁଣି ସମସ୍ତେ ଶିବ ପ୍ରେମରେ ଭାସି ଯାଇଛନ୍ତି |

ତେବେ ଆମେ ଜାଣିଛୁ କି ଶ୍ରାବଣ ମାସରେ ଲୋକ ମାନେ ବିଭିନ୍ନ ପ୍ରକାରର ବାର ଆଉ ଓଷା କରିଥାନ୍ତି, ଆଉ ଏହି ଶ୍ରାବଣ ମାସକୁ ନେଇକି ସୁନ୍ଦର ଭାବରେ ଗୀତ ଟିକୁ ଗାଇଛନ୍ତି ସ୍ୱର ଓଡିଶା ରେ ପାର୍ଟିସିପେଣ୍ଟ କରିଥିବା ଦୁଇ କୁନି ଝିଅ | ତେବେ କୁନି ପିଲା ମାନଙ୍କର କଣ୍ଠ ରୁ ସାଧାରଣତଃ ଗୀତ ଶୁଣିବାକୁ ସମସ୍ତେ ପସନ୍ଦ କରିଥାନ୍ତି | ସେଥିପାଇଁ ସ୍ୱର ଓଡିଶା ରେ ଭାଗ ନେଇଥିବା ସୌମ୍ୟଶ୍ରୀ ଏବଂ ପ୍ରତୀକ୍ଷା ଷ୍ଟେଜ ଉପରେ ଝୁଲ ରେ କାଉଡିଆ ଝୁଲ” ଗୀତଟିକୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି | ଯୋଉ ଭାଇରାଲ ଗୀତକୁ କୁନି ଝିଅ ଦୁଇ ଜଣ ଏହି ଶ୍ରାବଣ ମାସରେ ଗାଇଛନ୍ତି |ଯାହାର ସ୍ୱର ର ଯାଦୁ ଏତେ ଅଧିକ ଥିଲା କି ଯିଏ ବି ଶୁଣୁଛି ସେହି ଗୀତକୁ ଶିବ ପ୍ରେମରେ ମଜି ଯାଉଛି |

ତେବେ ଏହି ଶ୍ରାବଣ ମାସରେ ଯୋଉ ଭକ୍ତିର ସହିତ ଖାଲି ପାଦରେ ଭକ୍ତ ମାନେ ବିଭିନ୍ନ ପ୍ରକାରର ନଦୀ ପୀଠ ଯାଇକି ପାଣି ଆଣିଥାନ୍ତି ଓ ମହାଦେବ ଙ୍କର ଶୈବ ପୀଠକୁ ଯାଇକି ପାଣି ଆଣି ଭକ୍ତିର ସହିତ ଶିବ ଙ୍କ ମୁଣ୍ଡରେ ପାଣି ଢାଳି ଥାନ୍ତି |ଆଉ ଏହି ଗୀତଟିରେ ଛୋଟ ପିଲା ଦୁଇ ଜଣଙ୍କର ସ୍ୱରର ଯାଦୁ ଏତେ ଥିଲା କି ସମସ୍ତ ଙ୍କ ମନକୁ ଏହି ଗୀତଟି ଛୁଇଁ ଛି ଆଉ ସମସ୍ତେ ଏହି ଗୀତକୁ ବହୁତ ପସନ୍ଦ ମଧ୍ୟ କରିବା ସହିତ ଜର୍ଜ ମାନେ ମଧ୍ୟ ବହୁତ ଭଲ ଭଲ କମେଣ୍ଟସ ଦେଇଛନ୍ତି |ଆଉ ଯୋଉଁଥିପାଇଁ ଲୋକ ମାନେ ଏହି ଗୀତି କୁ ଶୁଣିକି ବହୁତ ପୁଣ୍ୟ ମଧ୍ୟ ଅର୍ଜନ କରିଥାନ୍ତି |

ଆଉ ଯୋଉ ଗୀତକୁଶୁଣିକି ଶିବ ଭକ୍ତ ମାନେ ତାଙ୍କ ଭକ୍ତିରେ ମଜି ଯାଇଛନ୍ତି | ଆଉ ଯୋଉ ଗୀତରେ ତାଳେ ତାଳେ ସବୁ ଦର୍ଶକ ମାନେ ମଧ୍ୟ ଝୁମି ଯାଉଛନ୍ତି | ଆଉ ଭକ୍ତିର ସହିତ ସମସ୍ତଙ୍କ ମୁହଁରେ ସେହି ଶିବ ଭକ୍ତିର ଗୀତ ବର୍ତ୍ତମାନ ଗୁଞ୍ଜରୀର ହେଉଛି | ଆଉ ଏହି ଗୀତ ଟିକୁ ଶୁଣିବା ପରେ ଦର୍ଶକ ମାନେ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି କୁନି ଝିଅ ଦୁଇ ଜଣଙ୍କୁ | ଯାହା ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.