ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଘଟଣା ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ, ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ସୁନ୍ଦର ଘଟଣା ବିଷୟରେ କହିବି ଯାହା ଦେଖିଲେ ଆପଣ ଆଖିପତା ପଡିବ ନାହିଁ |ଆପଣ ଅନେକ ପ୍ରକାର ସୁନ୍ଦର ନାଚ ଗୀତ ଦେଖିଥିଲେ, କାରଣ ଆପଣ ଜାଣିଥିବେ ଯେ ଆମର ଏହି ଓଡ଼ିଶାରେ ଅନେକ କଳାକାର ରହିଛନ୍ତି |ଯେଉଁ ମନେ ତାଙ୍କର ସୁନ୍ଦର ପ୍ରତିଭା ସାହାଯ୍ୟରେ ସୁନ୍ଦର ନାଚିବା ସହିତ ସେମାନେ ବହୁତ ଆଗକୁ ମଧ୍ୟ ଯାଇଛନ୍ତି |ମୁଁ ଆଜି ଆପଣକୁ କେତେକ କୁନି ଝିଅ ମାନଙ୍କ ନାଚର ପ୍ରତିଭା ବିଷୟରେ କହିବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଛୋଟ କଳାକାର ମାନଙ୍କ ସୁନ୍ଦର ପ୍ରତିଭା ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆମ ସାରା ଓଡିଶା ସହିତ ଭାରତରେ ଅନେକ ବଡ଼ ବଡ଼ କଳାକାର ଅଛନ୍ତି, ଯେଉଁ ସୁନ୍ଦର ଡାନ୍ସ କରି ଦର୍ଶକ ମାନଙ୍କ ମନରେ ଘର କରି ରହିଛନ୍ତି |ଡାନ୍ସ ଏମିତି ଏକ ଜିନିଷ ଯାହା ସମସ୍ତ ଦେଖି ନିଜର ମନ ଖୁସି କରିବା ପାଇଁ ଚେଷ୍ଟା କରିଥାନ୍ତି, ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମନେ ସର୍ବଦା ନାଚ ଗୀତ ଦେଖିବାକୁ ପସନ୍ଦ କରନ୍ତି |ସେମାନଙ୍କ ସକାଳ ନାଚ ଦେଖାରୁ ହିଁ ଆରମ୍ଭ ହୋଇଥାଏ, ପରେ ତାଙ୍କର ଦିନ ଭଲରେ କାଟେ ବୋଲି ସେମାନେ ମଧ୍ୟ କହିଥାନ୍ତି |ଆପଣ ଯେତେ ପ୍ରକାର ନାଚ ଦେଖନ୍ତୁ କିନ୍ତୁ ଯଦି କୁନି ପିଲାମାନଙ୍କୁ ନାଚ ଆପଣ ଦେଖିବେ ତେବେ ତାହା ଅପାଙ୍କି ଅଧିକ ଭଲ ଲାଗିଥାଏ |
କୁନି ପିଲା ମନେ ତାଙ୍କର କୁନି ପାଦରେ ସୁନ୍ଦର ଭାବରେ ତାଳ ଦେଇ ଠୁମକା ଲଗାଇ ନାଚିବାର ଦେଖିଲେ ଆପଣ ଆହୁରି ଅଧିକ ଖୁସି ପାଇଥାନ୍ତି |,ମୁଁ ଆଜି ଆପଣକୁ “ନିଉ ସାକ୍ରେଡ଼ ହାର୍ଟ ଇଂଗିଲିଶ ସ୍କୁଲ “ରେ ଛୋଟ ଝିଅ ମନେ ଯେଉଁ ମାନଙ୍କର ବର୍ତମାନ ଖେଳିବା ବୁଲିବା ବୟସ ସେମାନେ ଷ୍ଟେଜ ଉପରେ ନାଚରେ ଭାଗ ନେଇ ନାଚୁଛନ୍ତି |ଏମାନଂକର ସୁନ୍ଦର ମେକପ ସାଙ୍ଗକୁ ସୁନ୍ଦର ଡ୍ରେସ ପିନ୍ଧି ଷ୍ଟେଜ ଉପରେ ଏମିତି ତାଳ ସହକାରେ ନାଚିବା ଦେଖି ସବୁ ଦର୍ଶକ ବହୁତ ଖୁସି ହୋଇଯାଉଛନ୍ତି |ଦର୍ଶକ ଛୋଟ ପିଲାମାନଙ୍କ ନାଚ ଦେଖି ନିଜ ସ୍ଥାନରେ ସ୍ଥିର ଭାବରେ ବସିଛଯାନ୍ତି ଏବଂ ତାଙ୍କ ନାଚକୁ ଏନଜୟ କରୁଛନ୍ତି |
“ଛୋଟିସେ ପ୍ୟାରିସେ ନହ୍ନିସୀ “ଗୀତରେ ଏମାନଙ୍କ ଠୁମକା ଲଗାଇ ନାଚ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ସେମାନେ ଏହି ଗୀତକୁ ବୁଝି ତାଙ୍କର ମୁହଁ ହସ ସାଙ୍ଗକୁ ତାଳ ଦେଇ ନାଚ ଆଜି ସାରା ଓଡ଼ିଶାରେ ବହୁତ ପ୍ରସଙ୍ଗଶା ପାଉଛନ୍ତି |ଏହି ଇଂଗିଲିଶ ସ୍କୁଲ ପିଲା ମାନଙ୍କ ସୁନ୍ଦର ନାଚ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯାହାକି ଦର୍ଶକ ଦେଖିବାକୁ ବହୁତ ଖୁସି ପାଉଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।