ନୂଆ ଓଡ଼ିଆ ଫିଲ୍ମ Coffee Shop ସୁଟିଂ ସେଟର ଭିଡ଼ିଓ ହେଲା Viral… ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି….ଦେଖନ୍ତୁ ଭିଡ଼ିଓ

ବନ୍ଧୁମାନେ ଯେତେବେଳେ ସିନେମା ବା ଚଳଚିତ୍ର କୁ ନେଇ କିଛି କଥା ଆସିଥାଏ ସେତେବେଳେ ସମସ୍ତଙ୍କ ଭିତରେ ଆଗ୍ରହ ବଡିଯାଏ ସେହି କଥା ବିଷୟରେ ଜାଣିବା ପାଇଁ ।ତେବେ ଆମେ ସବୁବେଳେ ସିନେମା ପରଦା ଉପରେ ଦେଖିଥାଉ କିନ୍ତୁ ପରଦା ପଛରେ ଅର୍ଥାତ ସୁଟିଂ ସେଟ ରେ କଣ ହୁଏ କଣ ନାହିଁ ତାହା ଜାଣିପାରୁ ନାହିଁ ।ହେଲେ ବର୍ତ୍ତମାନ ଅନେକ ସୁଟିଂ ସେଟ ର ଭିଡ଼ିଓ ଗୁଡିକ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ।ଆଉ ବର୍ତ୍ତମାନ ଓଡ଼ିଆ ଫିଲ୍ମ କଫି ସପ ର ଏକ ନୂଆ ଗୀତର ସୁଟିଂ ଭିଡ଼ିଓ ଭାଇରଲ ହେଉଛି, ତେବେ ଭିଡ଼ିଓ ରେ କଣ ଚାଲିଛି ଆସନ୍ତୁ ନଜର ଦେବା ।

ତେବେ ଗୋଟିଏ ଫିଲ୍ମ ତିଆରି କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ ଆଉ ତାପରେ ଯାଇ ଆମେ ଗୋଟିଏ ସୁନ୍ଦର ଫିଲ୍ମ ଦେଖିପାରୁ ।ହେଲେ ଏହା ପଛରେ କେତେ କଷ୍ଟ ତାହା ବହୁତ କମ ଲୋକ ବୁଝି ପାରନ୍ତି, ତେବେ ନିକଟରେ ଏକ ସୁଟିଂ ସେଟ ର ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।ଭିଡ଼ିଓରେ ଏକ ଗୀତ ସୁଟିଂ ହେଉଛି ହେଲେ ଖରା ରେ ଯେମିତି କଷ୍ଟରେ ଗୀତ ର ସୁଟିଂ ଚାଲୁଚି ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।ତେବେ କହି ରଖୁଚୁ କି ଏହି ସୁଟିଂ ଓଡ଼ିଆ ଫିଲ୍ମ କଫି ସପ ର ଏକ ଗୀତ ର ହେଉଛି ।

ଭିଡ଼ିଓ ଟିରେ ଦେଖିବାକୁ ମିଳୁଛି କି ହିରୋଇନ ପ୍ରକୃତି ମିଶ୍ର ଓ ଅଭିଷେକ ଏକ ଗୀତ କୁ ସୁଟିଂ କରିବାରେ ଲାଗୁଛନ୍ତି ।କେତେବେଳେ ତାଙ୍କୁ ସର୍ଟ ବାରମ୍ବାର ଦେବାକୁ ପଡୁଛି ତ କେତେବେଳେ ରିଟେକ ନେବାକୁ ହେଉଛି ।ଆଉ ଏହି ଭିତରେ ସୁଟିଂ ଟି ଆଗକୁ ଆଗକୁ ଚାଲୁଛି ।ତେବେ ଏହି ସୁଟିଂ ପ୍ରକୃତି ଙ୍କ ଆଗାମୀ ନୂଆ ଫିଲ୍ମ କଫି ସପ ର ଯେଉଁଠି ଏକ ସୁନ୍ଦର ଗୀତ ର ସୁଟିଂ ଚାଲୁଛି ଆଉ ଗୀତ ଟି ହେଉଛି “ଆଜିକାଲି ଯେତେ ସ୍ୱପ୍ନ ଆସେ ମୋ ମନରେ” ।ଆଉ ଏହି ଗୀତର ନିର୍ଦେଶନା ଭାର ନେଇଛନ୍ତି ଲୁବୁନ ଟୁବୁନ ।

ତେବେ ଲୁବୁନ ଟୁବୁନ ଫିଲ୍ମ ର ଷ୍ଟୋରି ବିଷୟରେ କିଛି ବି କହି ନାହାନ୍ତି କିନ୍ତୁ ଏହି ଫିଲ୍ମ ଟି ସୁଧାଂଶୁ କର ନିର୍ଦେଶକ ଦେଉଥିବା ବେଳେ ତାଙ୍କ ଏହି ଫିଲ୍ମ ର ଗୀତ କୁ ନିର୍ଦେଶନା ଦେବାର ମଉକା ମିଳିଛି ।ଆଉ ଖରା ଭିତରେ ସମସ୍ତେ ଖୁବ କଷ୍ଟରେ ଭିଡ଼ିଓ କୁ ସୁଟିଂ କରିବାରେ ଲାଗିଛନ୍ତି ତା ଛଡା ପ୍ରକୃତି ଓ ଅଭିଷେକ ବି ବହୁତ କଷ୍ଟ କରୁଛନ୍ତି ।ତେବେ ସେ ଆଶା କରିଛନ୍ତି ଆଗକୁ ଏହି ଗୀତ ଟି ଖୁବ ସୁନ୍ଦର ଓ ମନ ଛୁଆଁ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment