ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏପରି ଏକ ଭିଡିଓ ଯାହାକୁ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏହା ଏକ ଅନ୍ଯ କୌଣସି ଭିଡିଓ ନୁହେଁ ବରଂ ଜଣେ ଯୁବକଙ୍କ ଡାନ୍ସ ଭିଡିଓ। ଆପଣ ତ ଅନେକ ଡାନ୍ସ ଭିଡିଓ ସମୟକ୍ରମେ ଦେଖିବାକୁ ପାଉଥିବେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ଏକ ଭିନ୍ନ ଖୁସି ମିଳିଥାଏ। ସେହିପରି ଭିନ୍ନ ଭିନ୍ନ ଷ୍ଟାଇଲ ର ନାଚ ଦେଖିବାକୁ ମଧ୍ଯ ବହୁତ୍ ଖୁସି ଲାଗିଥାଏ। ଆପଣ ତ ଅନୁଭବ କରିଥିବେ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି।
ଆଉ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଏହାଛଡା ନୃତ୍ୟ ଦେଖି ସମସ୍ତଙ୍କୁ ମନୋରଞ୍ଜନର ସୁରାକ ମଧ୍ଯ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇ ଥାନ୍ତି। ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି।
ଅନେକ ଲୋକ ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି। ତେବେ ଆପଣ ତ ଡାନ୍ସ ଦେଖିବାକୁ ଭଲ ପାଉଥିବେ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି।ଯେତେବେଳେ ବି ଆମେ କେହି ନାଚୁଥିବାର ଦେଖିବାକୁ ପାଉ ସେତେବେଳ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ। ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ହୋଇ ନପାରେ କିନ୍ତୁ ପ୍ରାୟତଃ ନାଚ ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ତେଣୁ ଆପଣ ଏହିଭଳି ଭାବରେ ଅନେକ ନାଚ ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।
ସେହିପରି ଏକ ଡାନ୍ସ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବକ କଲେଜ୍ ରେ ଆୟୋଜିତ ଏକ ପ୍ରୋଗ୍ରାମ ରେ ତାଙ୍କର ଜବରଦସ୍ତ ଡାନ୍ସ ଦେଖାଉ ଅଛନ୍ତି।କଲେଜ୍ ର ଅନ୍ଯ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ସେଠାରେ ବସି ଏହି ନାଚକୁ ଆଗ୍ରହର ସହ ଦେଖୁଛନ୍ତି ଏବଂ ତାଳି ମାରି ଯୁବକ ଜଣଙ୍କୁ ଉତ୍ସାହିତ କରୁଛନ୍ତି।ଏହି ଯୁବକ ଜଣଙ୍କ ମିକ୍ସ ହିନ୍ଦି ଗୀତରେ ବ୍ରେକ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି।ଏହା କେଉଁ ସ୍ଥାନର ତାହା ଜଣା ପଡିନାହିଁ କିନ୍ତୁ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।