College ଭିତରେ welcome ceremony ରେ ନୂତନ ବର୍ଷର ଛାତ୍ରୀ ଙ୍କୁ Propose ମାରି କଲେ ଜବରଦସ୍ତ hot ଡ୍ୟାନ୍ସ … 96 Miliion ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଆଜିର ଦୁନିଆରେ ଭଲ ପାଇବା ଓ ପ୍ରପୋଜ କରିବା ଗୋଟିଏ ସାଧାରଣ କଥା ହୋଇଗଲାଣି, ଆଗରୁ ପୁଅ ଝିଅ ମାନେ ସ୍କୁଲ ହେଉ ଵା କଲେଜ ରେ କୋୖଣସି ଉଏଲକମ ଫୋକ୍ସନ ହେଉ ଵା ଫେରୁୱାଲ ସବୁଥିରେ ଭାଷଣ ସହିତ ଭଲ ବକୃତା ଗୀତ ଆଉ ନାଚ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଥିଲା , କିନ୍ତୁ ଏବେ ଯୁଗ ବଦଳୁଛି , ଯୁଗ ବଦଳିବ ସଙ୍ଗେ ସଙ୍ଗେ ଆମ ମାନଙ୍କ ସଭ୍ୟତା ମଧ୍ୟ ବଦଳୁଛି , ପିଲା ମାନେ ଆଉ ପୁରୁଣା ଢଙ୍ଗ ଆଉ ଶୋଇଲି କୁ ମାନୁ ନାହାନ୍ତି,ନୂଆ ଢଙ୍ଗରେ ସବୁ କିଛି କରୁଛନ୍ତି, ତେବେ ଆସନ୍ତୁ ଆଜି ଆମେ ଜାଣିବା କିପରି ପୁଅ ଝିଅ ମାନେ କଲେଜ ରେ କାଣ୍ଡ କାରନାମା କରୁଛନ୍ତି |

ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଥିବା ଏହି ଘଟଣାରୁ ଯାହା ଜଣା ଯାଉଛି କି କଲେଜ ରେ ଉଏଲକମ ର ଫୁଂକ୍ସନ ଚାଲିଛି ଆଉ ଯୋଉଠି ଷ୍ଟେଜ ଉପରେ ଗୋଟିଏ ସାଇଡ ରେ ଝିଅ ମାନେ ଆଉ ଗୋଟିଏ ସାଇଡ ରେ ପୁଅ ମାନେ ଛିଡା ହୋଇଛନ୍ତି | ଆଉ ସେମିତି ଖାଲିରେ ଛିଡା ହେଇନାହାନ୍ତି ଛିଡା ହେବା ବେଳେ ହାତରେ ଧରିଛନ୍ତି ଗୋଟିଏ ଗୋଟିଏ ଲେଖାଏଁ ଗୋଲାପର ଫୁଲ, ଆଉ ଯୋଉ ଫୁଳକୁ ଧରି କୁହାଯାଇଛି କରିବାକୁ କିଛି ଏମିତି ଯାହା ଜାଣିଲେ ଆପଣ ଟିକେ ଆଶ୍ଚର୍ଯ୍ୟ ହେଇଯିବେ ଆଉ ଭାବିବେ ଆରେ ଏଇଟା କଲେଜ ନା ଆଉ କଣ |

ହାତରେ ଧରି ଥିବା ଗୋଲାପ ଫୁଳକୁ ନେଇକି ଆପଣ ମାନଙ୍କୁ ପ୍ରପୋଜ କରିବାକୁ ପଡିବ ପୁଅ ମାନଙ୍କୁ ଗୋଟିଏ ଝିଅକୁ ଆଉ ଝିଅ ମାନେ ଗୋଲାପ ଫୁଲ ଦେଇକି ପ୍ରପୋଜ କରିବେ ଗୋଟିଏ ପୁଅକୁ, ଏହି ପରି ଭାବରେ ପୁଅ ଝିଅ ମାନେ ପରସ୍ପର ପରସ୍ପରଙ୍କୁ ପ୍ରପୋଜ କରିସାରିଲେ , ଶେଷରେ ଯଡି ବୋଛାଯିବ |ତେବେ ଘଟଣା ଟିରେ ଏହି ଭଳି କୁହାଯିବା ପରେ ହଟାତ ଗୋଟିଏ ପୁଅଟେ ଷ୍ଟେଜ ଉପରେ ଗୋଲାପ ଫୁଳକୁ ଧରିକି ହାଙ୍କୁଡ଼େଇ କି ଗୋଟିଏ ତାର ମନ ପସନ୍ଦ ର ଝିଅକୁ ପସନ୍ଦ କରିବା ସହିତ ତାକୁ ଗୋଲାପ ଫୁଲ ମଧ୍ୟ ଦେଇଛି , ଆଉ ଯାହା ଫଳରେ ସେଠି ସେମାନଙ୍କ ର ସାଙ୍ଗ ମାନଙ୍କର କର ତାଳି ମଧ୍ୟ ପୋଡ଼ିବାକୁ ଲାଗିଛି |

ଏହି ପରି ଭାବରେ ଉଏଲକାମ ଫିଷ୍ଟା 2k19 ରେ ପୁଅ ଝିଅ ମାନେ କରିଛନ୍ତି, ଯାହାକୁ ଦେଖି ଆପଣମାନେ ଜାଣିପାରିଥିବେ କି ଆଜିର ଜେନେରେସନ ରେ ପୁଅ ଝିଅ ମାନେ କେଉଁ ଆଡକୁ ବେଶୀ ଆକୃଷ୍ଟ ହେଉଛନ୍ତି, ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment