ବାହାଘର ପାର୍ଟି ରେ କନିଆଁ ଭଉଣୀ ର ” College ki ladkiyon ” ଗୀତରେ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଏକ ଡାନ୍ସ ର ଭିଡ଼ିଓ ଆଉ ଯେଉଁଠି ଝିଅ ମାନେ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ଡାନ୍ସ ତାହା ପୁଣି ଏକ ଫାଂକ୍ସନ ରେ | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଝିଅ ମାନେ ସଜ ବାଜ ହୋଇ ଏନଜୟ କରିବା ସହିତ ଡାନ୍ସ ର କମାଲ ମଧ୍ୟ ଦେଖାଇଥିଲେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଯେତେବେଳେ ସ୍କୁଲ କଲେଜ ହେଉ ଵା କୌଣସି ବାହାଘର ଫାଂକ୍ସନ ରେ ଡାନ୍ସ ନ ଥିଲେ କିଛି ଭଲ ଲାଗି ନ ଥାଏ | ତାହା ସହିତ ଫାଂକ୍ସନ ମାନଙ୍କରେ ବିଶେଷ କରିକି ପୁଅ ଝିଅ ମାନେ ଡାନ୍ସ କକରିଥାନ୍ତି ସାଙ୍ଗ ସାଥି ମାନଙ୍କ ସହିତ ଆଉ ମଜା ମଧ୍ୟ ଉଠାଇଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି ଆଉ ଯେଉଁଠି ଝିଅ ମାନେ ଗ୍ରୁପ ରେ କରିବାକୁ ଲାଗିଛନ୍ତି ଡାନ୍ସ ତାହା ପୁଣି ଏକ ଫାଂକ୍ସନ ରେ |ଆଉ କେବଳ ଝିଅ ମାନେ ନୁହଁୟୀ ସେମାନଙ୍କ ଭିତରେ ପୁଅ ଜଣଙ୍କ ମଧ୍ୟ ସୁନ୍ଦର ଭାବରେ କରିବାକୁ ଲାଗିଥିଲେ ଡାନ୍ସ |

ତେବେ କୁହାଯାଏ କି ଯେତେବେଳେ ଫାଂକ୍ସନ ମାନଙ୍କରେ ଡାନ୍ସ ହୋଇ ନ ଥାଏ ସେତେବେଳେ କିଛି ମଜା ଆସି ନ ଥାଏ | ଆଉ ଯେତେବେଳେ ସମସ୍ତେ ଏନଜୟ କରିଥାନ୍ତି ଆଉ ମିଳିମିଶି ଡାନ୍ସ କରିଥାନ୍ତି ସେତେବେଳେ ସେହି ଭଳି ଫାଂକ୍ସକ ଯିବା ପାଇଁ ଇଚ୍ଛା ଓ ଆଗ୍ରହ ବଢିବାକୁ ଲାଗିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହିଭଳି କିଛି ଦେଖିବାକୁ ମିଳିଛି ଆଉ ଯେଉଁଠି ଝିଅ ମାନେ ସୁନ୍ଦର ଭାବରେ ସଜ ବାଜ ହୋଇଛନ୍ତି ଆଉ ଶାଢ଼ୀ ପିନ୍ଧିକି କରିବାକୁ ଲାଗିଛନ୍ତି ଡାନ୍ସ |

ଆଉ ଏହି ଭଳି ଏକ ଡାନ୍ସ ର ଭିଡ଼ିଓ କୁ କେହି ଜଣେ ତାଙ୍କର କେମେରା ରେ କୋଏଦ କରିଛନ୍ତି ଆଉ ତାହାକୁ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ କରେଇବା କଥା କୁହାଯାଉଛି | ଆଉ ଏହିଭଳି ଭାବରେ ଡାନ୍ସ ର ଭିଡ଼ିଓ କୁ ଦର୍ଶକ ମାନେ ଦେଖିବା ସହିତ ମଜା ମଧ୍ୟ ନେଇଛନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment