ପୁଣି ଓଡ଼ିଶାରେ ଲଜ୍ୟା ! କଲେଜ ଅଫିସ ରୁମ ଭିତରେ କବାଟ ମାରି ଅଧ୍ୟାପକ ଏବଂ ମ୍ୟାଡ଼ାମ କରୁଛନ୍ତି ରାସଲୀଳା… ଦେଖନ୍ତୁ ଭାଇରାଲ ଭିଡ଼ିଓ

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ | ତେବେ ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଏକ ଲଜ୍ୟା ଜନକ କଥା ଅଟେ |ଆଉ ଯେଉଁଠି ଶିକ୍ଷାନୁଷ୍ଠାନ କୁ ମନ୍ଦିର ବୋଲି ଆମେ ମାନିଥାଉ ଆଉ ସେଠାକୁ ପିଲାମାନେ ନିଜର ଭବିଷ୍ୟତ ଗଢିବା ପାଇଁ ଯାଇଥାନ୍ତି |ସେହି କଲେଜ ଭିତରେ ଅଧ୍ୟାପକ ଆଉ ଅଧ୍ୟାପିକା ମାନେ କରିବାକୁ ଲାଗିଛନ୍ତି ରାସ ଲୀଳା |ଆଉ ଯାହା ଭାଇରାଲ ହେବା ପରେ ଲୋକ ମାନଙ୍କ ଭିତରେ ଓ ଛାତ୍ର ଛାତ୍ରୀ ଙ୍କ ଭିତରେ ଦେଖିବାକୁ ମିଳିଛି ପ୍ରତିକ୍ରିୟା |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଏକ ସରକାରୀ କଲେଜ ରେ ଦେଖିବାକୁ ମିଳିଛି ଏକ ଲଜ୍ୟା ଜନକ ଘଟଣା |ଆଉ ଯେଉଁଠି କୁହାଯାଉଛି କି ଏହି କଲେଜ ରେ ପ୍ରିନ୍ସିପାଲ ସାର ଜଣଙ୍କ କଲେଜ ଭିତରେ କରିବାକୁ ଲାଗିଛନ୍ତି ରାସ ଲୀଳା | ଯାହା କୁହାଯାଉଛି କି କଲେଜ କୁ ନିଜର ପୋରସନାଲ ରୁମ ଭଳି ଭାବି କରିବାକୁ ଲାଗିଛନ୍ତି ବିଭିନ୍ନ ପ୍ରକାରର କାମ | ଆଉ ଯାହା ଦେଖିବାକୁ ମିଳିଥିଲା ମିଳିଥିଲା CCTV ର କୋଏଦ ହୋଇଥିବା ରିପୋର୍ଟ ଅନୁସାରେ ଅଧ୍ୟାପକ ଜଣଙ୍କ କଲେଜ ରେ ବସିକି ମଦ ପିଇବାକୁ ଲାଗିଛନ୍ତି |

ତାହା ସହିତ ଅଧ୍ୟାପିକା ମାନଙ୍କ ସହିତ ଖରାପ କାମ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି | ଆଉ ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ଅଭିଭାବକ ଙ୍କ ସହିତ ଛାତ୍ର ଛାତ୍ରୀ ଙ୍କ ମନରେ ସୃଷ୍ଟି ହୋଇଛି ଉତ୍ତେଜନା |ଆଉ ସେହି ଅଧ୍ୟାପକ ଜଣଙ୍କୁ ସ୍କୁଲ ରୁ ବାହାର କରିବା ପାଇଁ ଜୋର ସୋର ରେ ପାଟି ତୁଣ୍ଡ ଚାଲିଥିବା ସମୟରେ ପୋଲିସ ଘଟଣା ସ୍ଥଳରେ ପହଂଚିଛି |ଆଉ ସମ୍ପୂର୍ଣ୍ଣ ଘଟଣା ର ତଦନ୍ତ ମଧ୍ୟ ଆରମ୍ଭ କରିଛି ବୋଲି କୁହାଯାଉଛି | ଆଉ ସେପରେ ପିଲାମାନେ ରାଗିବ ସହିତ କଲେଜ ର ଗେଟ କୁ ବନ୍ଦ କରି ଦେଇଛନ୍ତି |

ତାହା ସହିତ ଅଧ୍ୟାପକ ଜଣଙ୍କୁ କଲେଜ ରୁ ବାହାର କରିବା କଥା କହିବା ସହିତ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଦାବି କରିଛନ୍ତି | ଆଉ ପୋଲିସ ଏହି ଘଟଣା ର ଖବର ପାଇବା ପରେ ତାଙ୍କୁ ନେଇ ଥାନା କୁ ଯାଇଛନ୍ତି | ଆଉ କଲେକ୍ଟର ଘଟଣା ର ତଦନ୍ତ ନ କରିବା ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ ବୋଲି କହିଛନ୍ତି ଅଭିଭାବକ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment