ଆଜିକାଲି ସୋସିଆଲ ମେଡିଆ ରେ ଅନେକ ଭିଡ଼ିଓ ଦେଖିବା କୁ ମିଳୁଛି ଯାହା ଦେଖିବା କୁ ଖୁସି ଲାଗି ଥାଏ ।ତେବେ ଏବେ ଖୁବ ଛୋଟ ଛୋଟ ପିଲା ମାନଙ୍କର ଭିଡ଼ିଓ ସୋସିଆଲ ମେଡିଆ ରେ ଦେଖିବା କୁ ମିଳୁଛି ।ଆଉ ସେହି ଭିଡ଼ିଓ ଗୁଡିକ ବିଭିନ୍ନ ପ୍ରକାର ହେଇଥାଏ,ମହାବିଦ୍ୟାଳୟ ଶିକ୍ଷା ସମ୍ମାନ ବିଭାଗ ତରଫରୁ ଏକ ଦିବସୀୟ ପାଠଚକ୍ର ସହିତ ନବ ଜାତ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରେ ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ ଅନୁଷ୍ଠାନ ଅନୁବନ୍ଧିତ ହୋଇଛି ।ଏହି ଭିଡ଼ିଓ ଟି ରେ ଦେଖିବା କୁ ମିଳିଛି ଯେ କଲେଜ ଛାତ୍ର ଗୋଟିଏ ଗୀତ ରେ ନାଚିବା ପାଇଁ ଷ୍ଟେଜ ଉପର କୁ ଆସିଥିଲେ ଓ ଆସିବା ସମୟ ରେ ସେ ତାଙ୍କ ଶିକ୍ଷୟିତ୍ରୀ ଙ୍କୁ ଗୋଟିଏ ଗୋଲାପ ଫୁଲ ଦେଲେ ଓ ଷ୍ଟେଜ ଉପରକୁ ଆସି ଜବରଦସ୍ତ ଡାନ୍ସ କରିଛନ୍ତି।
ଏହି ସନ୍ଦର୍ଭ ପାଠଚକ୍ର ରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର୍ ଷଢଙ୍ଗୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଡ଼ଃ. ରଞ୍ଜନ କୁମାର ସ୍ବାଇଁ ବାଣିଜ୍ୟ ବିଭାଗ ମୁଖ୍ୟ, ମହାବିଦ୍ୟାଳୟ ଯୋଗଦାନ କରି ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିବା ସହିତ ଏହି ଯୋଜନା ସମ୍ବନ୍ଧରେ କିପରି ସମସ୍ତେ ସାର୍ବଜନୀନ ହୋଇ ପାରିବେ ସେ ସମ୍ବନ୍ଧ ରେ ପରାମର୍ଶ ଦେଇଥିଲେ । ଏହି ଉତ୍ସବ ରେ ବିଭାଗୀୟ ମୁଖ୍ୟ ଗୌତମ ନାୟକ ସନ୍ଦର୍ଭ ସମ୍ପର୍କ ରେ ବିସ୍ତାର ଭାବେ ବୁଝାଇବା ସହ ସଭାର ସଭାପତିତ୍ବ କରିଥିଲେ ।
ଶିକ୍ଷା ବିଭାଗର ଅଧ୍ୟାପିକା ଶିତାନ୍ସୁ ମାଳିନୀ ପରିଡ଼ା ଏହି ସଭାରେ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ମଞ୍ଜ ପରିଚାଳନା କରିଥିଲେ । ଏହି ସଭାରେ ଯୁକ୍ତତିନି ତୃତୀୟ ବର୍ଷର ଛାତ୍ରୀ ଶାଶ୍ୟତି ନାୟକ, ବିଜୟ ଲକ୍ଷ୍ମୀ ସାହୁ ଏବଂ ଦୀପ୍ତି ରାଣୀ ସାହୁ, ସୁପ୍ରିୟା ବେହେରା ନିଜର ସନ୍ଦର୍ଭ ପାଠ କରିଥିଲେ । ଏଥିରେ ସର୍ବମୋଟ ୧୨ ସନ୍ଦର୍ଭ ପାଠ କରାଯାଇଥିଲା । ଏହି ସଭାରେ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ତିତ ରହିଥିଲେ । ଏହି ସଭାରେ ନବା ଗତ ମାନଙ୍କୁ ପେନ୍ ଏବଂ କମ୍ପିଟେଟିଭ ପୁସ୍ତକ ପ୍ରଦାନ କରି ସମ୍ବଦ୍ଧିତ କରା ଯାଇଥିଲା ।
ଏହି ସଭାରେ କଲେଜ୍ ର ସମସ୍ତ ଅଧ୍ୟାପିକ ଓ ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଉପସ୍ତିତ ରହିବା ସହିତ ନବଗତ ମାନ ଙ୍କୁ ସ୍ବାଗତ କରିଥିଲେ । ସଭା ଶେଷ ରେ ବିଭାଗୀୟ ଅଧ୍ୟାପିକା ସବିତା ମୁଦୁଲି ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସଭାରେ ମହା ବିଦ୍ୟାଳୟର ପୂର୍ବତନ ଛାତ୍ର ରବି ରାଜେଶ ଉପସ୍ତିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।ଓ ପିଲା ମାନେ ବହୁତ୍ ଖୁସି ଥିଲେ ସେମାନେ ବିଭିନ୍ନ ପ୍ରକାର କମେଡି ଓ ନାଚ ଓ ସଙ୍ଗୀତ ପରିବେଷଣ କରିଥିଲେ ଓ ଅଧ୍ୟାପିକା ଅଧ୍ୟକ୍ଷଙ୍କ ବହୁତ ଖୁସି ହେଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।