ବନ୍ଧୁଗଣ ଆମ ସମସ୍ତ ଙ୍କୁ ସର୍ବଦା କମେଡି ଓ ମଜଳିଆ ସିନ ଦେଖିବା କୁ ଖୁବ ଭଲ ଲାଗେ। ସେ ସିନେମା ରେ ହେଉ କିମ୍ବା ଯାତ୍ରା ରେ କମେଡି ସିନ ଆମ ସମସ୍ତ ଙ୍କ ର ପ୍ରିୟ ହୋଇଥାଏ। ତେବେ ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଯୁଗରେ ଏହି ସବୁ କମେଡି ବର୍ତ୍ତମାନ ଦେଖିବା କି ଆଉ ଚିନ୍ତା କରିବା କୁ ହେଉ ନାହିଁ କାରଣ ଏହି ସବୁ କମେଡି ଭିଡ଼ିଓ ଖାସ କରି ଯାତ୍ରା ଜଗତ ର କମେଡି ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଉପଲବ୍ଧ ରହିଛି ।ତେବେ ବର୍ତ୍ତମାନ ଏହିପରି ଏକ ଯାତ୍ରା କମେଡି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆମ ହସି ହସି ଗଡି ଯିବେ।
ବନ୍ଧୁଗଣ ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି। ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ରେ ଅନେକ କମେଡି ସାୟରୀ ଭିଡ଼ିଓ ସବୁ ଆସିଥାଏ ଯାହାକୁ ଦେଖିଲେ ଜଣେ ହସିବାକୁ ବାଧ୍ୟ ହୋଇଯାଇଥାନ୍ତି।
ତେବେ ବର୍ତ୍ତମାନ ଏହିଭଳି କେତେକ ଯାତ୍ରା କମେଡି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଆସନ୍ତୁ ଜାଣିବା ତାହା ବିଷୟ ରେ।ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି କି ଜଣେ ବୁଢା ଲୋକ ତାଙ୍କ ଘରେ ଜଣେ ଯୁବକ ଙ୍କୁ ଭଡା ଦେଇଛନ୍ତି ରହିବା ପାଇଁ ମାତ୍ର ସେହି ଯୁବକ ଜଣଙ୍କ ବୁଢା ବା ଘର ମାଲିକ ର ଝିଅ କୁ ଲାଇନ ମାରୁଚି ଆଉ ତାକୁ ହଇରାଣ କରୁଛି।ତେବେ ଝିଅ ଟି ତାର ବାପା କୁ ଆସି ସବୁ କହୁଛି ଆଉ ତା ପରେ ବାପ ଜଣଙ୍କ ତାଙ୍କୁ ଜବରଦସ୍ତ କମେଡି ସହ ପଚାରିଛନ୍ତି ଏ ବିଷୟ ରେ।
ତେବେ ପରେ ଯେତେବେଳେ ଯୁବକ ଜଣଙ୍କ ଜାଣୁଛନ୍ତି କି ସେହି ଝିଅ ତାର ଘର ମାଲିକ ର ବୋଲି ଆଉ ତା ପରେ ବାପ ଝିଅ ମିଶି ସେହି ଯୁବକ ଙ୍କୁ ଧୂମ ମାଡ଼ ମାରିଛନ୍ତି। ତେବେ ଏହା ପରେ ଯୁବକ ଜଣଙ୍କ ବଡ଼ କମେଡି ଆନ୍ଦାଜ ରେ କହୁଛନ୍ତି କି, ମଉସା ମୋତେ ଛାଡି ଦିଅ ମୁଁ ଆଉ ଜମା ଲାଗିବିନି ତୁମ ଭଡା ଘର ବି ଛାଡି ଦେବୀ। ତେବେ ସମ୍ପୂର୍ଣ୍ଣ ଭିଡ଼ିଓ ଟି ଖୁବ କମେଡି ଆନ୍ଦାଜ ରେ ହୋଇଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ତେବେ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।