ଓଃ କି ଡ୍ୟାନ୍ସ ! ଏହି Cute ଝିଅର Most Talented ଡ଼୍ୟାନ୍ସ ଦେଖି Nora Fatehi ମଧ୍ୟ ଫେଲ ମାରିବ…

ବନ୍ଧୁମାନେ ଆଜିକାଲି ସମୟରେ ସୋସିଆଲ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ହେଇଛି ।ଆଉ ଏହାର ଲାଭ ଯିଏ ଚାହିଁଲେ ସିଏ ନେଇ ପାରୁଛନ୍ତି, ତେବେ ବହୁତ ସମୟରେ ଏହି ସୋସିଆଲ ମେଡିଆରେ ଅନେକ ପ୍ରକାର ଭିଡ଼ିଓ ଦେଖିବାକୁ ମିଳିଥାଏ ।ଆଉ ଯଦି ଭିଡ଼ିଓରେ କିଛି ଡ୍ୟାନ୍ସ କି ଗୀତ ଦେଖିବାକୁ ମିଳିଗଲା ତାହେଲେ ଭିଡ଼ିଓ ଟି ଖୁବ ଜୋର ସୋର ରେ ଭାଇରଲ ହେଇଥାଏ ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଗୋଟିଏ ଡ୍ୟାନ୍ସ ଭିଡ଼ିଓ ଭାଇରଲ ହେଉଛି ଆଉ ଇଉ ଭିଡ଼ିଓରେ ଦୁଇଟି ଛୋଟ ପିଲା ଯେମିତି ଡ୍ୟାନ୍ସ କରୁଛନ୍ତି ଦେଖିଲେ ହୋସ ଉଡିଯିବ ।

ତେବେ ବର୍ତ୍ତମାନ ସମୟରେ ସମୟରେ ଛୋଟ ଛୋଟ ପିଲା ମାନଙ୍କ ପାଖରେ ଟେଲେଣ୍ଟ ର ସୀମା ନାହିଁ ।କୁନି ବୟସ ରୁ ସେମାନେ ଏତେ କିଛି କରି ଦେଉଛନ୍ତି କି ଯାହାକୁ ଦେଖିଲେ ବଡ଼ ମାନେ ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି ।ତେବେ କଥା ଆସେ ଡ୍ୟାନ୍ସ ଉପରକୁ ସେତେବେଳେ ସେମାନେ କଠିନ ରୁ କଠିନ ଷ୍ଟେପ କୁ ଖୁବ ସହଜରେ କରିଦିଅନ୍ତି ।ବର୍ତ୍ତମାନ ଏକ ଭିଡ଼ିଓ ରେ ଜଣେ କୁନି ଝିଅ ଓ କୁନି ପୁଅ ଏକ ପୁରୁଣା ଗୀତରେ ଏତେ ସୁନ୍ଦର ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି ।ସବୁଠାରୁ ବଡ଼ କଥା ହେଉଛି କି ଭିଡ଼ିଓ କୁ 4 କୋଟି ରୁ ଅଧିକ ଲୋକମାନେ ଦେଖି ସାରିଲେଣି ।

ଆପଣ ମାନେ ଭିଡ଼ିଓ ଟିରେ ଦେଖି ପାରୁଥିବେ ଜଣେ କୁନି ଝିଅ ନାଲି ଡ୍ରେସ ପିନ୍ଧିଚି ଆଉ ଜଣେ କୁନି ପୁଅ ନୀଳ ସାର୍ଟ ପିନ୍ଧିଚି ।ଆଉ ଉଭୟ ଗୋଟିଏ ପୁରୁଣା ହିନ୍ଦୀ ଗୀତ “ଅହ ଅହ ଜାନେଜାନା” ରେ ଖୁବ ସୁନ୍ଦର ଭାବରେ ତାଳ ମିଳେଇ ଡ୍ୟାନ୍ସ କରିବାରେ ଲାଗିଛନ୍ତି ।ତେବେ ପିଲା ଦୁଇ ଜଣ ଦେଖିବାକୁ ଖୁବ ସୁନ୍ଦର ଲାଗୁଥିବା ବେଳେ ତାଙ୍କ ଡ୍ୟାନ୍ସ ବି ଖୁବ ସୁନ୍ଦର ଚାଲୁଚି ।ମଝିରେ ମଝିରେ କିଛି ଭୁଲ ହେଉଥିଲେ ବି ପିଲା ଦୁହିଁଙ୍କର ଏକ୍ସପ୍ରେସନ ଦର୍ଶକ ଙ୍କ ଦୃଷ୍ଟି ଆକର୍ଷଣ କରି ନେଉଛି ।ଆଉ ଏହି ଦୁଇ ଛୋଟ ପିଲା ଙ୍କର ଏମିତି ଏକ ସୁନ୍ଦର ଡ୍ୟାନ୍ସ ସୋସିଆଲ ମେଡିଆରେ ଭାଇରଲ ହେବା ପରେ ଭିଡ଼ିଓ ର ଭ୍ୟୁୟର ସଂଖ୍ୟା ଲଗାତାର ବଡିବାରେ ଲାଗିଛି ।

ତେବେ ଆପଣ ମାନେ ଯଦି ଏହି ପିଲା ଦୁଇ ଜଣକ ର ଡ୍ୟାନ୍ସ ଏବେ ଯାଏ ତହେଲେ ଜଲଦି ଦେଖନ୍ତୁ ନିହାତି ବହୁତ ଖୁସି ଲାଗିବ ।ତା ଛଡା ଦିନକୁ ଦିନ ଭିଡିଓ ଟି ଖୁବ ଲୋକପ୍ରିୟ ହେବାରେ ଲାଗୁଛି ।ତେବେ ଭିଡ଼ିଓ ଦେଖିଲା ପରେ ଆପଣ ଜାଣିପାରିବେ ଆଜିର ପିଲା ମାନଙ୍କ ଭିତରେ କେତେ କଣ ଗୁଣ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment