ହଁ ବନ୍ଧୁଗଣ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ସବୁବେଳେ ଦେଖିବାକୁ ମିଳିଥାଏ | ତେବେ ବିଶେଷ କରିକି ପିରିୟଡ଼ସ ଜନିତ ସମସ୍ୟା ଯୋଗୁ ମହିଳା ମାନେ ଅଧିକ ଚିନ୍ତିତ ଥାଆନ୍ତି | ଆଉ ଯାହା ଯୋଗୁ ସେମାନେ କଷ୍ଟ ମଧ୍ୟ ପାଇଥାନ୍ତି | ତେବେ ଏହି ପିରିୟଡ଼ସ ମହିଳା ମାନଙ୍କ ପାଖରେ 28 ଦିନକୁ ଥରେ ଆସିବାର ନିୟମ ରହିଛି | ତେବେ ଏହି ସମୟରରୁ ଆଗରୁ ହେବା ଓ ଏହି ସମୟର ପରେ ଅର୍ଥାତ 2 ମାସକୁ ଥରେ ପିରିୟଡ଼ସ ହେବ ମଧ୍ୟ ଏକ ମୁଖ୍ୟ ସମସ୍ୟା ହୋଇଥାଏ ମହିଳା ମାନଙ୍କ ପାଇଁ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଏହି ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇବା ର ସହଜ ଘରେଇ ଉପଚାର ବିଷୟରେ |
ତେବେ ତାହା କୁହାଯାଉଛି କି ଏହି ଏହି ପିରିୟଡ଼ସ ଜନିତ ସମସ୍ୟା ଯଦି ଦେଖା ଯାଉଥାଏ ତାହେଲେ ଅଂଶୁମାଲୱି ମାନେ ଜାଣିବେ କି ମହିଳା ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଠିକ ନାହାନ୍ତି ବୋଲି | ତେବେ ଏହି ସମସ୍ୟା ସାଧାରଣତଃ ମହିଳା ମାନେ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ର ସେବନ କରିବା, ଅଧିକ ଜଙ୍ଗ ଫୁଡ ଖାଇବା, ଓଜନ ର ହ୍ରାସ ଆଉ ବୃଦ୍ଧି ହେବା ସହିତ ଅଧିକ ଷ୍ଟ୍ରେସ ନେବା ଓ ନିଦ୍ରା ଠିକ ଭାବରେ ନ ହେବା ଯୋଗୁ ହୋଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ କେତେକ ସହଜ ଘରେଇ ଉପଚାର ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ଚାହା, ଡାଲଚିନି, କ୍ଷୀର, ହଳଦୀ, ମହୁ, ଅଦା, ଚିନି
ପ୍ରସ୍ତୁତି ପ୍ରଣାଳୀ :-
1-ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଡାଲଚିନି କୁ ନେବାକୁ ପଡିବ ଆଉ ତାହାକୁ ଭଲ ଭାବରେ ପେଷ୍ଟ କରିବା ପାଇଁ ପଡିବ | ଏବେ ଗୋଟିଏ କଢେଇରେ ଦେଢ଼ ଗ୍ଲାସ ପାଣି ନେବେ ଓ ସେଥିରେ ଗୋଟିଏ ଚାମଚ ଚାହା ଓ ଗୋଟିଏ ଚାମଚ ଡାଲଚିନି ଗୁଣ୍ଡ ନେବେ | ତାହା ପରେ ଏହାକୁ 5-7 ମିନିଟ ପର୍ଯ୍ୟନ୍ତ ଫୁଟାଇବେ ଓ ତାହା ପରେ ସ୍ୱାଦ ଅନୁସାରେ ମହୁ କୁ ନେଇ ସେବନ କରିବେ |
2- ଦ୍ଵିତୀୟ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣକୁ ଗୋଟେ ଗ୍ଲାସ କ୍ଷୀର ନେବା ପାଇଁ ପଡିବ ତାହା ପରେ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ କୁ ମିଶାଇବାକୁ ପଡିବ ଓ ତାହାକୁତାହା ପରେ ଏହାକୁ 5-7 ମିନିଟ ପର୍ଯ୍ୟନ୍ତ ଫୁଟାଇବେ ଓ ତାହା ପରେ ସ୍ୱାଦ ଅନୁସାରେ ମହୁ ବା ଗୁଡ଼ କୁ ନେଇ ସେବନ କରିବା ପାଇଁ ପଡିବ |
3- ତୃତୀୟ ଉପଚାର ପାଇଁ ଆପଣଙ୍କୁ ଗୋଟିଏ ଇଞ୍ଚ ର ଅଦା ନେଇ ତାହାକୁ ଛୋଟ ଛୋଟ ଖଣ୍ଡ କରିବା ପାଇଁ ପଡିବ ତାହା ପରେ ଗୋଟିଏ କଢେଇ ରେ କିଛି ପାଣି ନେଇ ଅଦା ଓ ଚିନି କୁ ପକାଇ ଫୁଟାଇବା ପାଇଁ ପଡିବ | ଆଉ ତାହା ପରେ ତାହାକୁ ଛାଣି କି ସେବନ କରିବା ଉଚିତ |
ବ୍ୟବହାର :-
ଏହିଭଳି ଭାବରେ ଘରେଇ ଉପଚାର କୁ ବ୍ୟବହାର କରିବା ପାଇଁ ପଡିବ ପ୍ରତେକ ଦିନ ଯେତେ ପର୍ଯ୍ୟନ୍ତ ପିରିୟଡ଼ସ ଜନିତ ସମସ୍ୟା ଦୂର ନ ହୋଇଛି |
ତେବେ ଏହା ଥିଲା ଦର୍ଶକ ବନ୍ଧୁ ପିରିୟଡ଼ସ ଜନିତ ସମସ୍ୟା କୁ ଦୂର କରିବାର ଅତି ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।