Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ରାସ୍ତା ମଝିରେ ୪ ଫୁଟ ଲମ୍ବର Anaconda ସୋସିଆଲ ମିଡିଆରେ ନିଆଁଭଳି Viral ହେବାରେ ଲାଗିଛି…ନ ଦେଖିଲେ ଆପଣ ବିଶ୍ୱାସ କରି ପାରିବେନି….

0

ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆମର ସୋସିଆଲ ମିଡ଼ିଆ ନିର୍ବାହ କରିଥାଏ । କେବଳ ସୋସିଆଲ ମିଡ଼ିଆ ଦ୍ବାରା ଆମେ ଆମ ଚତୁରପର୍ଶ୍ଵ ରେ କଣ ସବୁ ହେଉଛି କଣ ନାହିଁ ତା ବିଷୟରେ ଜାଣିପାରିଥାଉ। ଏହା ଆମର ଦ୍ୱିନ୍ୟଦିନ ଜୀଵନ କୁ ବଂଚିବା ରେ ବହୁତ ସହଜ କରଦେଇଥାଏ।

ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ତେବେ ଏହିଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଏବଂ ଭୟଭୀତ ମଧ୍ୟ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ମାନେ ସବୁବେଳେ ଇଂରାଜୀ ଫିଲ୍ମ ମାନଙ୍କ ରେ ଆନାକୋଣ୍ଡା ସାପ ବିଷୟରେ ତା ଦେଖିଥିବେ ।କିନ୍ତୁ ଆମେ ଆଜି ଆପଣଂକୁ ଯେଉଁ ଭିଡ଼ିଓ ବିଷୟରେ ଜଣେଇବାକୁ ଯାଉଛୁ ସେଥିରେ ଆପଣଂକୁ ଏକ ୧୨ ଫୁଟ ଲମ୍ବା ର ଆନାକୋଣ୍ଡା କୁ ଆପଣ ରାଜ ରାସ୍ତାରେ ବୁଲୁଥିବା ରେ ଦେଖିପାରିବେ।ତେବେ କଥା ଟି କମେଡି ପରି ଲାଗୁଥିଲେ ମଧ୍ୟ ସତ୍ୟ ଅଟେ।

ଉଲ୍ଲେଖ ଯୋଗ୍ୟ ଯେ, ବ୍ରାଜିଲ ର ଫୋର୍ଟ ସହରର ମୁଖ୍ୟ ରାସ୍ତାରେ ଏକ ବିରାଟ କାୟ ଆନାକୋଣ୍ଡା କୁ ଦେଖିବାକୁ ମିଳିଥିଲା ।ତେବେ ସାପ ଟିର ଲମ୍ବା ପ୍ରାୟ ୪ ମିଟର ଥିବା ବେଳେ ଏହାର ଓଜନ ୩୦ କେଜି ରୁ ଅଧିକ ଥିଲା।ତେବେ ସାପ ଟି ରାସ୍ତା ପାର କରବାକୁ ଚେଷ୍ଟା କରୁଥିଲା।ଏହା ଦେଖି ରାସ୍ତା ରେ ଯାଉଥିବା ସବୁ ଲୋକ ଗାଡ଼ି ଅଟକାଇ ଥିଲେ। ଏବଂ ବହୁତ ଭୟଭୀତ ହୋଇଯାଇ ଥିଲେ। କିନ୍ତୁ ସାପ ଟି ଶାନ୍ତ ଥିବାରୁ ।ସମସ୍ତେ ନିଜ ନିଜ ଗାଡି ମଧ୍ୟରୁ ବାହାରି ଆସିଥିଲେ ଏହାକୁ ଦେଖିବାକୁ।

ତେବେ ପରେ ଲୋକ ମାନେ ବନ ବିଭାଗ କୁ ଏ ବିଷୟ ରେ ଜଣେଇ ଥିଲେ। ତେବେ ଏହି ସାପ ଟି ପ୍ରାୟ ୨୦ ରୁ ୩୦ ମିନିଟ ପର୍ଯ୍ୟନ୍ତ ସେହି ରାସ୍ତା ଉପରେ ରହିଥିଲା। ଯାହାକୁ ଦେଖିବାକୁ ପ୍ରାୟ ହଜାର ହଜାର ଲୋକଙ୍କ ର ଭିଡ଼ ସେଠାରେ ଲାଗିଥିଲା। ତେବେ ପରେ ବନ ବିଭାଗ ର କର୍ମଚାରୀ ଆସି ସେହି ସାପ ଟିକୁ କୌଶଳ କ୍ରମେ ନିଜ ଅକ୍ତିଆର କୁ ଆଣି ଥିଲେ ଏବଂ ତାକୁ ଧରି ଜଙ୍ଗଲ ରେ ଛାଡିବେ ବୋଲି କହିଥିଲେ। ତେବେ ସେହି ବନ ବିଭାଗ କର୍ମଚାରୀ କହିଥିଲେ କି, ଏହା ବହୁତ ଦିନ ଧରି ଦେଖିବାକୁ ମିଳୁନଥିଲା ।

ତେବେ ଏହି ଘଟଣା ଟିକୁ ପ୍ରାୟ ଆଧିକାଂଶ ବ୍ୟକ୍ତି ନିଜ କ୍ୟାମେରା ରେ କଏଦ୍ କରିଥିଲେ ଏବଂ ପରେ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.