Swastik Tv News Odisha

ଦେଖନ୍ତୁ ଭିଡିଓ – ଖେଳୁଥିଲେ ନାଗ ନାଗୁଣୀ – ତେବେ ନାଗୁଣୀ ବାହାର କରିଦେଲା ନାଗମଣୀ ତାପରେ ଜଣେ ଯୁବକ ଯାହା କଲେ…

0

ଆଜି ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହା ଆପଣ ମାନଙ୍କୁ ବହୁତ୍ ଖୁସି ତ ଲାଗିବ ହେଲେ କିଛି ପରିମାଣ ରେ ଆଶ୍ଚର୍ଯ୍ୟ ଭି ଲାଗିପାରେ । ସତ କହିବା ପାଇଁ ଗଲେ ଆମେ ମାନେ ଏହି ପରି କିଛି ଖବର ଦେଖିବା ପାଇଁ ବହୁତ୍ ହିଁ ପସନ୍ଦ କରିଥାଉ ।

ତେବେ କଥା ଟି ହେଉଚି ଆମେ ସଦା ସର୍ବଦା ନାଗ ନାଗୁଣୀ ଫିଲ୍ମ ଓ ସିରିଏଲ ଆଦି ଦେଖିବା ପାଇଁ ବହୁତ୍ ପସନ୍ଦ କରିଥାଉ ସେ ଛୋଟପିଲା ହଉ ଅବା ବୃଦ୍ଧ ସମସ୍ତେ ନାଗ ନାଗୁଣୀ ର ପ୍ରେମ , ପ୍ରତିଶୋଧ ଆଦି ଦେଖିବା ପାଇଁ ବହୁତ୍ ଭଲ ପାଇଥାନ୍ତି ।

ଆପଣ ମାନେ ନାଗ ନାଗୁଣି ଏବଂ ନାଗମଣି କଥା ଫିଲ୍ମ କିମ୍ବା କାହାଣୀ ରେ ନିଶ୍ଚିତ ଭାବରେ ଶୁଣିଥିବେ ,ଜାଣିଥିବେ ନ ହେଲେ ପଢ଼ି ମଧ୍ୟ ଥିବେ । କିନ୍ତୁ ଆମେ ଆଜି ଆପଣ ମାନଙ୍କୁ ନାଗ ନାଗୁଣି ର ଏକ ସତ୍ୟ ଘଟଣା ବିଷୟରେ ଜଣେଇବୁ ଯାହା ଆପଣ ଆଗରୁ କେବେ ଶୁଣିନଥିବା କି ଜାଣି ମଧ୍ୟ ନ ଥିବେ । ଏହା ତ ନିଶ୍ଚିନ୍ତ ଆପଣ ମାନେ ଏହି ପ୍ରଥମେ ପଢ଼ିବା ମାତ୍ରେ କିଛି ପରିମାଣ ରେ ଭୟଭୀତ ହୋଇଯିବେ ଓ ତା ପରେ ପରେ ଆପଣଙ୍କୁ ଏହା ପଢ଼ିବା ପାଇଁ ଆଗ୍ରହ ହେବ ।

ଘଟଣା ଟି ନାଗପୁର ର ଏକ ବୁଦା ମୂଳରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଜଣେ ଯୁବକ ସେହି ବୁଦା ମୂଳ ଦେଇ ଯାଉଥିଲା ଆଉ ହଠାତ ସେହି ବୁଦା ମୂଳରେ ଏକ ଉଜ୍ଜ୍ୱଳ ରଶ୍ମି ଦେଖାଗଲା । ଯୁବକ ଜଣଙ୍କ ଯେତେବେଳେ ପାଖକୁ ଯାଇ ଦେଖିଲା ସେ ଆଶ୍ଚର୍ଯ୍ୟ ଚକିତ ହୋଇଗଲା ।ଯୁବଜ ଜଣଙ୍କ ଯାଇ ଦେଖିଲା କି ଜଣେ ନାଗ ଓ ନାଗୁଣି ଖେଳୁଥିଲେ ।

ତା ପାଖରେ ଏକ ଅତି ଉଜ୍ଜ୍ୱଳ ରଶ୍ମି ଜଳୁଥିଲା ଥିଲା ଯାହା ଆଗରେ ସେହି ଯୁବକ କି ନିଜର ଆଖି କି ସଠିକ୍ ଭାବରେ ହଠାତ୍ କରି ଖୋଲି ପାରୁ ନଥିଲା । ଆଉ ତା ପରେ ପରେ ଯୁବକ ଟି ତାହାର ଏକ ଭିଡ଼ିଓ ବନେଇଥିଲେ । ତେବେ ମୋବାଇଲ ଖୋଲିବା ର ଦେଖି ନାଗ ଓ ନାଗୁଣି ଲୁଚି ଯାଇଥିଲେ । ଆଉ ଯୁବକ ଜଣଙ୍କ ଡର ରେ ଗାଁ ଆଡ଼କୁ ପଳେଇ ଆସିଲା ।

ସେହି ଭିଡ଼ିଓ କୁ ସେ ଗ୍ରାମ ର ସମସ୍ତ ବ୍ୟକ୍ତି ଙ୍କୁ ଦେଖାଇଲା ।ଏହା ଦେଖିବା ପରେ ଗ୍ରାମର ଜଣେ ବରିଷ୍ଠ ଲୋକ କହିଥିଲେ କି ସେମାନେ ଇଚ୍ଛାଧାରୀ ନାଗ ନାଗୁଣି ଥିଲେ ଏବଂ ତାଙ୍କ ପାଖରେ ଥିବା ଏହି ଉଜ୍ଜ୍ୱଳ ରଶ୍ମି ଟି ନାଗମଣି ଥିଲା। ତେବେ କୁହାଯାଏ କି ଯେଉଁ ନାଗ ନାଗୁଣି ଙ୍କ ପାଖରେ ନାଗମଣି ରହିଥାଏ ସେମାନେ ବହୁତ ଶକ୍ତି ଶାଳୀ ହୋଇଥାନ୍ତି ।

କୁହାଯାଏ ଯାଉଛି କି ଏହି ଜାତି ର ନାଗ ନାଗୁଣି ମାନେ ପୂର୍ବରୁ ଦେଖିବାକୁ ମିଳୁଥିଲେ। କିନ୍ତୁ ବର୍ତ୍ତମାନ ଏମାନେ କୁଆଡେ ଉଭେଇ ଗଲେନି । ଏମାନଙ୍କ ର ଜାତି ଶେଷ ହେବାକୁ ଲାଗିଲାଣି । ଆହୁରି ମଧ୍ୟ ନାଗମଣି ଥିବା ନାଗ ଶିବ ଙ୍କ ର ଅଧିକ ପ୍ରିୟ ହୋଇଥାନ୍ତି ବୋଲି ସେ କହିଥିଲେ । ତେଣୁ ସେହି ଯୁବକ ଟି ଏହି ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.