Swastik Tv News Odisha

ଦେଖନ୍ତୁ ଭିଡିଓ – କଲେଜ ଯିବା ରାସ୍ତାରେ କରୁଥିଲେ କିସ୍ ଓ ରୋମାନ୍ସ କିଛି ଲୋକ ଭିଡିଓ କରି ସୋସିଆଲ ମିଡ଼ିଆ ରେ Upload କରିଲେ

0

ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି ।

ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ଏହି ଶିକ୍ଷିତ ଛାତ୍ର ଛାତ୍ରୀ ମାନେ ସବୁ କିଛି ଭୁଲିଯାଇ ନିଜର ବାସନା ଏବଂ କାମନା ର ମନ ଭାବ କୁ ପୂରଣ କରିବାରେ ଲାଗିଛନ୍ତି।

ନା ମନୁଚନ୍ତି ରାସ୍ତା ଘାଟ ନା ବିଦ୍ୟାଳୟ ।ଏମାନେ ସବୁ ଲାଜ ଲଜ୍ୟା ବି ପୋଡି ଖାଇଲେଣି। ତେବେ ଏହିଭଳି ଏକ ଘଟଣା ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣଂକୁ ଏମାନଙ୍କ ଉପରେ ଘୃଣା ଭାବ ଆସିବ।

ତେବେ ଆପଣ ମାନେ ଜାଣିଛନ୍ତି କି ଯେପରି, ଅଗଷ୍ଟ ୧୫ କୁ ଆମେ ସ୍ୱାଧୀନତା ଦିବସ ମନେ କରୁ ଏବଂ ମହାପୁରୁଷ ମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣେଇଥାଉ ।ଠିକ ସେହିପରି ପ୍ରତି ବର୍ଷ ଫେବ୍ରୁଆରୀ ମାସର ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏମାନେ ପ୍ରେମ ଦିବସ ଭାବରେ ପାଳନ କରିଥାନ୍ତି ।ଯାହାକି ରୋଜ ଡେ ଠାରୁ ଆରମ୍ଭ ହୋଇ କିସ ଡେ ଏବଂ ଭଲେଣ୍ଟାଇନ ଡେ ପର୍ଯ୍ୟନ୍ତ ସେଲିବ୍ରେସନ କରିଥାନ୍ତି ଏହି ପ୍ରେମିକ ପ୍ରେମିକା ମାନେ। ତେବେ ଏହି ସବୁ ଡେ ମାନଙ୍କ ରେ ସେମାନେ କେବଳ ନଜ ମନ ରେ ଥିବା ଅଶୀଳ ଭାବକୁ ପୂରଣ କରିଥାନ୍ତି ।

ତେବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୋସିଆଲ ମିଡ଼ିଆ ରେ , ଯେଉଁଥିରେ ତିନି ଟି ପ୍ରେମୀ ଯୁଗଳ ରାସ୍ତା କଡରେ ଛିଡା ହୋଇ ଅଶୀଳ କାର୍ଯ୍ୟ କରୁଥିଲେ ।ତେବେ ଭିଡ଼ିଓ ଟି କୁ ଦେଖିଲେ ଜଣାଯାଏ କି ସେମାନେ କଲେଜ ଛାତ୍ର ଛାତ୍ରୀ ଅଟନ୍ତି କାରଣ ସେମାନେ କଲେଜ ୟୁନିଫର୍ମ ପରିଧାନ କରିଛନ୍ତି ।ମାତ୍ର ଭୁଲି ଯାଇଛନ୍ତି ତାହା ଏକ ଜନସାଧାରଣ ରାସ୍ତା ବୋଲି ।ଏବଂ ପରସ୍ପର କୁ କୁଣ୍ଢେଇ ବା ସହ କିସ କରୁଛନ୍ତି ଓ ଏହି ଭଳି ଅଶୀଳ କାର୍ଯ୍ୟ କରୁଛନ୍ତି ସେହି ଛାତ୍ର ଛାତ୍ରୀ ମାନେ।



ତେବେ ଏହି ଘଟଣା ଟିକୁ କେହି ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡ କରି ପରେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ , ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। କିନ୍ତୁ ଆମେ ଆପଣଂକୁ କହିରଖୁଚୁ ଯେ ଏପରି କରିବା ନିଶ୍ଚିତ ଭାବରେ ଭୁଲ ଅଟେ ଏହା ଆମ ସମାଜ ଉପରେ ବହୁତ ଖରାପ ପ୍ରଭାବ ପକାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.