Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ନଦୀ ରେ ଭାସି ଯାଉଥିବା ଯୁବକ ନିଜର ଜୀବନ ବଞ୍ଚାଇବାକୁ ଗୁହାରୀ କରିବା ପରେ ଶେଷରେ କ’ଣ ଘଟୁଛି ଦେଖନ୍ତୁ….

0

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କ ରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି।

ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗା ରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି। ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କ ର ଆଖି ପିଛୁଳାକେ ହେଇଯାଉଛି।

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।

ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି। ଏହା ଦ୍ୱାରା ଅନେକ ପ୍ରକାର ର ଲାଭ ମଧ୍ୟ ହେଉଛି, ଲୋକ ମାନେ ଯେଉଁ ସବୁ କାମ ପାଇଁ ନିଜର ଅନେକ ସମୟ ବିତାଉ ଥିଲେ ଏବେ କିନ୍ତୁ ତାହା ଆଖି ପିଛୁଳାକେ ହେଇ ଯାଉଛି। ଏହା ଦ୍ୱାରା ଲୋକ ମାନଙ୍କର ପରିଶ୍ରମ, ସମୟ ଏବଂ ଟଙ୍କା ମଧ୍ୟ ବଞ୍ଚୁଛି।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଉ ଏବେ ଯେଉଁ ମହାମାରୀ ଆସିଛି ଏହା ପାଇଁ ତ ସରକାର ଅନେକ ପ୍ରକାର ର ନିୟମ ସବୁ ଲାଗୁ କରୁଛନ୍ତି,ଲୋକ ମାନେ ଘରୁ ମଧ୍ୟ ବାହାରି ପାରୁ ନାହାଁନ୍ତି। ଏହି ସବୁ ମଧ୍ୟରେ ଲୋକ ମାନେ କେତେବି ଖାଲି ଘରେ ବସିବେ, ଅନ୍ଲାଇନ୍ ରେ ବିଭିନ୍ନ ସୋସିଆଲ୍ ସାଇଟ୍ ରେ ଯୋଡିତ ହୋଇ ତାହା ଦ୍ୱାରା ନିଜର ସମୟ ଅତିବାହିତ କରୁଛନ୍ତି ଲୋକ ମାନେ।

ତେବେ ଆମ ମାନଙ୍କ ସମସ୍ତ ଙ୍କ ପାଖରେ ସୋସିଆଲ୍ ସାଇଟ୍ କୁ ନେଇ ଅନେକ ଜ୍ଞାନ ଥିବ, କାହିଁକି ନା ଆଜି କାଲି ସମସ୍ତେ ସୋସିଆଲ୍ ସାଇଟ୍ ସହ ଯୋଡିତ ହେଲେଣି। ତେବେ ଏହା ଦ୍ୱାରା ଆମେ ମାନେ ଦେଶ ବିଦେଶ ର ଖବର ସଙ୍ଗେ ସଙ୍ଗେ ପାଇଯାଇଥାଉ। ଏହି ସୋସିଆଲ ମିଡ଼ିଆ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ଆସିଥାଏ, ଅନେକ ପ୍ରକାର ର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥାଏ।

ସେହି ସବୂ ଫଟୋ ଏବଂ ଭିଡିଓ ମଧ୍ୟରୁ କିଛି ଫଟୋ ଏବଂ ଭିଡିଓ ଏପରି ମଧ୍ୟ ଥାଏ କି ଯାହାକି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଇଥାଏ। ତେବେ ଏବେ ମଧ୍ୟ ସୋସିଆଲ ମିଡ଼ିଆ ରେ ସେହିପରି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକି ବହୁତ ଆଶ୍ଚର୍ଯ୍ୟକର ଅଟେ। ତେବେ ଭିଡିଓ ରେ ଦେଖିବାକୁ ମିଳୁଛି କି କୌଣସି ଏକ ସ୍ଥାନ ରେ ବର୍ଷା ପ୍ରବଳ ହୋଇ ବନ୍ୟା ପରିସ୍ଥିତି ଉପୁଜିଛି ଏବଂ ଏହା ଦ୍ୱାରା ପୋଲ ଉପରେ ମଧ୍ୟ ପାଣି ଚାଲୁଛି।

ଏହି ସମୟ ରେ ପୋଲ ର ଦୁଇ ପାର୍ଶ୍ଵରେ ଲୋକ ମାନେ ଠିଆ ହୋଇଛନ୍ତି ଏବଂ ଏହି ସମୟ ରେ ଜଣେ ବ୍ୟକ୍ତି ସେହି ପୋଲ ଉପରେ ଗାଡି ନେଇ ଯିବାକୁ ପ୍ରୟାସ କରୁଛନ୍ତି ହେଲେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକ ମାନେ ତାଙ୍କୁ ବାରଣ କରୁଛନ୍ତି। ହେଲେ ସେହି ବ୍ୟକ୍ତି ଜଣକ କାହାରି କଥା ନଶୁଣି ଆଗକୁ ମାଡି ଯାଉଛନ୍ତି, ଏବଂ ପାଣି ସୁଅରେ ଭାସିବାକୁ ଲାଗୁଛନ୍ତି। ସେହି ବ୍ୟକ୍ତି ଙ୍କୁ ବଞ୍ଚେଇବା ଆଉ ଜଣେ ବ୍ୟକ୍ତି ମଧ୍ୟ ଯାଉଛନ୍ତି ହେଲେ ଦୁଇ ଯାକ ପାଣି ର ସୁଅ ରେ ଭାସି ଯାଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.