Swastik Tv News Odisha

ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ସିରିଏଲ ର ସୁନ୍ଦରୀ ଅଭିନେତ୍ରୀ ଲିପି ଙ୍କୁ କିଏ ଧୋକା ଦେଲା ?? କାହିଁକି ରାତିରେ ଭୋ ଭୋ ହୋଇ କାନ୍ଦିଲେ ଦେଖନ୍ତୁ…

0

ଆଜି କାଲି ଲୋକେ ଘରେ ରହି ନିଜ କୁ ସୁରକ୍ଷିତ କରୁଛନ୍ତି ।ଆଉ କରନା ଭଳି ମହାମାରୀ ସହିତ ମଧ୍ୟ ଲଢ଼ୁଛନ୍ତି ,ଆଉ ନିଜର ମନୋରଂଜନ ପାଇଁ ଓ ନିଜ କୁ କାମ ରେ ବ୍ୟସ୍ତ ରଖିବା ପାଇଁ ନୂଆ ନୂଆ କାର୍ଯ୍ୟ ମଧ୍ୟ କରୁଛନ୍ତି ।ତେବେ ଅଭିନୟ ଜଗତର କଳାକାର ମାନେ ନିଜ ଦୈନଦିନ ଜୀବନର ବ୍ୟକ୍ତିଗତ କଥାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରକାଶ କରିଥାନ୍ତି।

ଆସନ୍ତୁ ଜାଣିବା ସେମିତି ଜଣେ ଟେଲିଭିଜନ ଜଗତର ଚୁଲବୁଲି ନାୟିକା ଙ୍କ ବିଷୟରେ ଯିଏ କି ଆଜି କାଲି ବହୁତ୍ ଚର୍ଚ୍ଚା ରେ ରହୁଛନ୍ତି।ସେ ଯେମିତି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ସୁନ୍ଦର। ଆସନ୍ତୁ ଜାଣିବା ସେ ଚୁଲବୁଲି ନାୟିକା ଜଣଙ୍କ କିଏ।ସେ ଆଉ କେହି ନୁହେଁ ଦର୍ଶକ ବନ୍ଧୁ ଚଳିତ ଧାରାବାହିକ ତାର ତାରିଣୀ ରେ ସୁନ୍ଦର ଅଭିନୟ କରି ସେ ଲୋକ ଙ୍କ ମନ ରେ ଏକ ବଡ଼ ଜାଗା ବନେଇଚନ୍ତି ।

ଆଉ ତାରିଣୀ ନାମ ରେ ସମଗ୍ର ଓଡ଼ିଶା ରେ ଲୋକୋ ଙ୍କ ଆଖିରେ ନାଚୁଥିବ ତାରକା ଲିପି ଙ୍କ କଥା କହୁଛୁ । ଆସନ୍ତୁ ଜାଣିବା ଲିପି ଙ୍କ ଜୀବନ ର କିଛି ଗୁପ୍ତ କଥା । ଯାହା କି ଶୁଣିବା ପାଇଁ ତାଙ୍କୁ ଭଲ ପାଉଥିବା ଲୋକୋ ସବୁବେଳେ ଆଗ୍ରହ ରେ ଥାଆନ୍ତି ।

ଲିପି ପିଲା ଦିନ ରୁ ନୂର୍ତ୍ୟ ,ସଙ୍ଗୀତ ଓ ଅଭିନୟ ପ୍ରତି ରୁଚି ରଖିଥିଲେ । ତୁଳସୀ ଦୁଇପତ୍ର ରୁ ବସିବା ଭଳି ଲିପି ଙ୍କ କଳା ଛୋଟ ମୁଣୁ ତାଙ୍କ ଭିତରେ ଦେଖା ଯାଇଥିଲା । ଲିପି ଙ୍କ ର ଘରେ ଲିପି ସମସ୍ତଙ୍କର ବହୁତ ଗେହ୍ଲା। ତାଙ୍କ ଘରେ ତାଙ୍କ ବାପା ,ମା, ଭାଇ ,ଭାଉଜ ,ଆଉ ଲିପି ରହନ୍ତି । ଘର ର ସନ ଝିଅ ହୋଇଥିବା ରୁ ଲିପି ସମସ୍ତଙ୍କର ବହୁତ୍ ପ୍ରିୟ । ଲକ୍ ଡାଉନ୍ ପାଏ ଅଟେ ଦିନ ପରେ ପିଲି ତାଙ୍କ ପରିବାର ସହିତ ସମୟ ବିତେଇବାର ସୁଯୋଗ ପାଇଛନ୍ତି ।

ସେଥି ପାଏ ସେ ବହୁତ ଖୁସି ରେ ମା ଭାଉଜ ଙ୍କ ସହିତ ସମୟ କାଟୁଛନ୍ତି କରୁଛନ୍ତି । ଆଜି ତାଙ୍କ ମାଆ ଆଉ ଭାଉଜ ତାଙ୍କୁ ଏକ ଘରେ ଏକ ଛାଡି କୁଆଡେ ଯାଇଛନ୍ତି । ଆଉ ଘରେ କାମ କରୁଥିବା ଲୋକୋ ଜଣ ଙ୍କ ମଧ୍ୟ ଘରେ କାମ କରିବାକୁ ଆସି ନଥିବା ରୁ ଲିପି କୁ ସବୁ କାମ କରିବାକୁ ପଢିଥିଲା । ସେ ସକାଳୁ ଉଠି ବାସନା ସଫା କରିବା ଘର ଆଦି କାମ କରୁଥିଲେ ।

ଆଉ ମିଛ ରେ କାନ୍ଦିବା ର ଅଭିନୟ କରି କହୁଛନ୍ତି । ମୋତେ ଏମାନେ ଅତ୍ୟାଚାର କରୁଛନ୍ତି ।ଏ ନେଇ ତାଙ୍କୁ ଏମାନେ ଧୋକା ଦେଇଛନ୍ତି ବୋଲି ଲିପି ଭିଡିଓ ରେ ପ୍ରକାଶ କରିଛନ୍ତି।ଲିପି ସର୍ବଦା ଚରିତ୍ର ମଧ୍ୟରେ ନିଜକୁ ଲୀନ କରିଦେଇଥାନ୍ତ୍ତି।ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରି ରେ ଲିପି ଚୁଲବୁଲି ନାୟିକା ଭାବେ ବେଶ୍ ପ୍ରସିଦ୍ଧ।ଲିପି ଙ୍କ ଅଭିନୟର ଚମତ୍କାରିତା ଅତ୍ୟନ୍ତ ଉତ୍କୃଷ୍ଟ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.