Swastik Tv News Odisha

ଦେଖନ୍ତୁ ଭିଡିଓ ! ଭାଇରାଲ ହେଲା ଓଡିଆ ଅଭିନେତ୍ରୀଙ୍କର ପାଟିରୁ ବାହାରୁଛି ଅସଭ୍ୟ ଭାଷା,ଏହି ଅଭିନେତ୍ରୀଙ୍କ ର ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି

0

ବର୍ତ ମାନ ସମୟରେ ଯୁବ ପୀଢ଼ି ମାନେ କିଛି ବୁଝୁ ନାହାନ୍ତି । କିଛି ମାନୁ ନାହାନ୍ତି ଘର ଲୋକ ଙ୍କ କଥା କୁ ବୁଝୁନାହାନ୍ତି । ଘର ଲୋକେ କେତେ କଷ୍ଟ କରି ମଣିଷ କରିଥାନ୍ତି ପିଲା ମାନଙ୍କୁ ପିଲା ମାନେ କିଛି ଭାବି ନଥାନ୍ତି । ଆଜି ର ପିଲା ମାନେ ନିଜର ସଉକ ମେଣ୍ଟାଇବା ପାଇଁ ବହୁତ୍ ପ୍ରକାର ଦୂର୍ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ପିଲା ମାନେ ପୁଅ ଙ୍କୁ ଅଥବା ଝିଅ ଙ୍କୁ ଧରି ବିଭିନ୍ନ ଖରାପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି ।

ମଦ ମାଂସ ରେ ନିଜ ଦିନ କୁ ଅତିବାହିତ କରୁଛନ୍ତି ।ଖରାପ କଥା କହିବା ଖରାପ କାର୍ଯ୍ୟ କରିବା ଆଦି ତାଙ୍କର ପେଶା ହୋଇ ଗଲାଣି । ଆଜିର ଶିକ୍ଷିତ ସମାଜ ଅବକ୍ଷୟ ଅବସ୍ଥା ରେ ପହଞ୍ଚିଲାଣି।କେବଳ ଯୁବ ସମାଜ ହିଁ ଏହାର ଉତ୍ତରଦାୟୀ ଅଟେ । ସମାଜ ଧୀରେ ଧୀରେ ବିଶୃଙ୍ଖଳିତ ହେବାର ଲାଗିଛି।

ଏସବୁ ର ମୁଖ୍ୟ କାରଣ ହେଉଛି ଆଜିକାଲି ର ଯୁବ ସମାଜ । ତେବେ ନିକଟରେ ଏକ ଲଜ୍ଜ୍ୟା ଜନକ ଭିଡିଓ ଦେଖିବାକୁ ମିଳିଛି।ଏହି ଘଟଣା ପାଇଁ ପୁରା ଶିକ୍ଷିତ ସମାଜ ନିଜକୁ ଛୋଟ ମନେ କରୁଛି । ଆଜିର ଯୁବ ସମାଜ ଶିକ୍ଷିତ ହେଲେ ମଧ୍ୟ ପ୍ରତି କ୍ଷେତ୍ର ରେ ଅଶିକ୍ଷିତ ପରି କାର୍ଯ୍ୟ କରୁଛନ୍ତି।ସମାଜ ଧୀରେ ଧୀରେ ବିଶୃଙ୍ଖଳିତ ହେବାର ଲାଗିଛି।

ଏହି ଭିଡିଓ ରେ ଜଣେ ଅଭିନେତ୍ରୀ ମଦ୍ୟ ପାନ କରି ନିଶାରେ ମଜଗୁଲ ହୋଇ ଅସଭ୍ୟ ଭାଷାରେ ଗାଲିଗୁଲଜ କରୁଛନ୍ତି ।ତାଙ୍କ ସହିତ ତାଙ୍କ ସହ ସାଙ୍ଗ ମାନେ ମଧ୍ୟ ନିଶା ରେ ମାଦୂର୍ ଅଛନ୍ତି ଓ ତାଙ୍କୁ ସାଥ ଦେଇ ବହୁତ୍ ଗୁଡ଼ିଏ ଅସଭ୍ୟ ଖରାପ କଥା କହୁଛନ୍ତି ଶୁଣିବା ପାଇଁ ମିଳିଛି ସେମାନେ ଗୋଟିଏ ହୋଟେଲ୍ ଭିତରେ ଗୋଟେ ରୁମ୍ କୁ ବୁକ୍ କରି ସେଥି ରହି ଏମିତି ଜଘନ୍ୟ କାଣ୍ଡ କରୁଥିଲେ । ତାଙ୍କର ସେହି ଖରାପ କାର୍ଯ୍ୟ ପାଇଁ ତାଙ୍କୁ ବହୁତ୍ ଲୋକେ ନିନ୍ଦା ଅପନିନ୍ଦ କରୁଛନ୍ତି ।

ଭିଡିଓ ଦେଖିବା ଅନୁଯାୟୀ ଏ ଦୃଶ୍ୟ ଏକ ହୋଟେଲ ମଧ୍ୟରେ ହୋଇଛି।ଆପଣ ମାନେ ମଧ୍ୟ ଏହି ଭିଡିଓ ଟିକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଯେ କିଭଳି ଅସଭ୍ୟ କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେମାନେ । ତେବେ ଏହି ଭିଡିଓ ଟି ଜଣେ ମହିଳା ସୁଟିଂ କରୁଥିବାର ଜଣାପଡ଼ୁଛି ଏବଂ କିଛି ପୁରୁଷ ସାଙ୍ଗ ଅସଭ୍ୟ ଭାଷା କହିବାକୁ ଉଷ୍କାଉଛନ୍ତି । ଯାହାକି ଯୁବ ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା ।
ଏହି ଭିଡିଓ ଅନୁଯାୟୀ ସେଠାରେ ୪/୫ ଜଣ ମହିଳା,ପୁରୁଷ ବନ୍ଧୁ ଉପସ୍ଥିତ ରହି ସେଭଳି ଅପ୍ରୀତିକର କାର୍ଯ୍ୟରେ ନିବୃତ ରହି ଅଭିନେତ୍ରୀ ଜଣକୁ ଅସଭ୍ୟ ଭାଷା କହିବାକୁ ଉସ୍କାଉଛନ୍ତି।ଏହି ଭିଡିଓ ରେ ଜଣେ ଅଭିନେତ୍ରୀ ମଦ୍ୟ ପାନ କରି ନିଶାରେ ମଜଗୁଲ ହୋଇ ଅସଭ୍ୟ ଭାଷାରେ ଗାଳଗୁଲଜ କରୁଛନ୍ତି । ନାୟିକା ଜଣକ ଅତ୍ୟନ୍ତ ଅଶ୍ଳୀଳ ଭାଷା ବ୍ୟବହାର କରି ନିଜ ପୁରୁଷ ବନ୍ଧୁ ମାନଙ୍କ ସହ କଥା ହେଉଛନ୍ତି। ଏପରିକି ନିଶାରେ ଅଭିନେତ୍ରୀ ଜଣକ ଇଂରାଜୀ,ହିନ୍ଦୀ,ଓଡ଼ିଆ ଆଦି ଭାଷାରେ କଥା ହୋଇଥିବାର ଲକ୍ଷ୍ୟ କରାଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.