ନୃତ୍ୟ ଏକ ଏପରି ଆନନ୍ଦପୂର୍ଣ୍ଣ ଜିନିଷ ଯାହାକୁ ଦେଖିଲେ ଏକ ଭିନ୍ନ ଖୁସି ମିଳିଥାଏ। ମନଟା ଖୁସିରେ ପୂରି ଉଠେ ଏବଂ ତାଜା ଅନୁଭବ ମିଳେ। ନାଚ ଦେଖି ନ ନାଚି ରହି ହୁଏନା। ତେବେ ଡାନ୍ସ ର ଅନେକ ଭିଡିଓ ତ ଆପଣ ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଦେଖିଥିବେ। ଯାହାକୁ ଦେଖି ଆପଣ ବହୁତ୍ ଖୁସି ବି ହେଉଥିବେ। ତେବେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ହଟକେ ଏବଂ ଭିନ୍ନ ଧରଣର ହୋଇଥାଏ।
ତେବେ ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଏହା ଏକ ମଜାଦାର ଡାନ୍ସ ଭିଡିଓ।ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ। ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ, ଆମକୁ ବହୁତ୍ ପସନ୍ଦ ମଧ୍ୟ ଆସିଥାଏ।
ସେହିପରି ଏବେ ସାମ୍ନାକୁ ଆସିଛି ଏମିତି ଏକ ଡାନ୍ସ ଭିଡିଓ, ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏଠାରେ ସ୍ବାମୀ ଏବଂ ସ୍ତ୍ରୀ ଭିତରେ ଏକ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ ହେଉଥିବାର ଦେଖିବାକୁ ମିଳିଛି। ସେମାନେ ନିଜ ଢଙ୍ଗରେ ବେଶ୍ ଆନନ୍ଦର ସହିତ ମେରେଜ ପାର୍ଟି ପ୍ୟାଣ୍ଡେଲ ରେ ବିଭିନ୍ନ ଷ୍ଟାଇଲ ରେ ଡାନ୍ସ କରୁଛନ୍ତି। ସ୍ବାମୀ ଜଣଙ୍କ କିନ୍ତୁ ଏଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଛନ୍ତି।ସେ ବହୁତ୍ ସୁନ୍ଦର୍ ଭାବରେ ଅଙ୍ଗଭଙ୍ଗି ଦେଖାଇ ନୃତ୍ୟ କରୁଛନ୍ତି ଗୀତର ଲିରିକ୍ସ ଅନୁସାରେ। ଗୋବିନ୍ଦାଙ୍କ ଏକ ସୁନ୍ଦର୍ ଗୀତ, ଆପ କେ ଆ ଜାନେ ସେ ଗୀତରେ ସେମାନେ ଏହି ନାଚ ଦେଖାଉଛନ୍ତି।
ତେବେ ସେମାନଙ୍କର ଏହି ନାଚକୁ ଉପଭୋଗ କରୁଛନ୍ତି ସେଠାରେ ଉପସ୍ଥିତ ସମସ୍ତ ଲୋକ ଏବଂ ନାଚ ଦେଖି ସେମାନଙ୍କୁ ଉତ୍ସାହିତ ମଧ୍ୟ କରୁଛନ୍ତି। ବୟସ ହୋଇ ଯାଇଥିଲେ ମଧ୍ୟ ସେମାନଙ୍କର ମନୋରଂଜନ କରିବାର ଏହି ଅନ୍ଦାଜ ବାସ୍ତବରେ ବହୁତ୍ ଖୁସି ଲାଗୁଛି।ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହିଭଳି କିଛି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ।ଏହି ଭିଡିଓକୁ ଯିଏବି ଦେଖୁଛନ୍ତି ସେ ପ୍ରଶଂସା କରିବା ସହିତ ପସନ୍ଦ କରୁଛନ୍ତି।