ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଗୁଡିକ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଆପଣ ମାନେ ଦେଖିଲେ ସହଜରେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ କେଉଁଭଳି ଭାବରେ ରିସ୍କ କୁ ଉଠାଇ ସୁନ୍ଦର ଭାବରେ ଖେଳିବାକୁ ଲାଗିଛନ୍ତି ପ୍ଲେୟାର ମାନେ ବିପଦପୂର୍ଣ୍ଣ ରାସ୍ତା ରେ ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ବୋଲି କୁହାଯାଉଛି | ଆଉ ଯାହାକୁ ଆପଣ ମାନେ ଦେଖିଲେ ହସ ମଧ୍ୟ ଲାଗିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |
ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଇଥିବା ର ଦେଖିଥିବେ | ତେବେ ଆପଣ ମାନେ ଅନେକ ସମୟରେ ବିଭିନ୍ନ ଗେମ ଗୁଡିକ ବିଷୟରେ ଭାଇରାଲ ହେଉଥିବା ର ମଧ୍ୟ ଦେଖିବାକୁ ଆଉ ଶୁଣିବା କୁ ପାଉଥିବେ ବୋଲି କୁହାଯାଉଛି ତେବେ ବର୍ତ୍ତମାନ ଯେଉଁ ଗେମ ବିଷୟରେ ଆମେ ମାନେ ଜାଣିବାକୁ ଯାଉଛୁ ଓ ଭାଇରାଲ ହେଉଛି ତାହା ହେଉଛି ଇନ୍ଦର ଗେମ ବିଷୟରେ | ଆଉ ଯାହାକୁ ଖେଳିବା ପାଇଁ ଅନେକ ପ୍ଲେୟାର ମାନେ ଭାଗ ନେଇଥାନ୍ତି ତାହା ସହିତ ଏହି ଗେମ ଖେଳିବା ପାଇଁ ପ୍ଲେୟାର ର ଗାଡ଼ି ର ଆବଶ୍ୟକତା ରହିଛି ବୋଲି କୁହାଯାଉଛି |
ତେବେ ଏହିଁ ଗେମ ପାଇଁକି ପ୍ଲେୟାର ମାନେ ଗାଡି ଧରିକି ବାହାରି ଯିବେ ଆଉ ଖାଲ ଢିପ ସହିତ ବିପଦପୂର୍ଣ୍ଣ ରାସ୍ତା ରେ ଚଳାଇବା ପାଇଁ ଲାଗିବେ ଗାଡି ବୋଲି କୁହାଯାଉଛି | ତାହା ସହିତ ବହୁତ ବିପଦ ପୂର୍ଣ୍ଣ ଟର୍ନିଙ୍ଗ ମଧ୍ୟ ରହିଛି ଏହି ଇନ୍ଦର ଗେମ ରେ | ତାହା ସହିତ ଚିକେନ ୱେ ମଧ୍ୟ ରହିଛି ଯାହା ବିପଦ ପୂର୍ଣ୍ଣ ହୋଇଥାଏ, ଆଉ ଯାହା କୁହାଯାଉଛି କି ଏହି ରାସ୍ତା ରେ ଆପଣ ମାନଙ୍କୁ ଯିବା ପାଇଁ ହେଲେ ସାବଧାନତାର ସହିତ ରାସ୍ତା କୁ ପାରି ହେବାକୁ ପଡିବ ବୋଲି ମଧ୍ୟ କୁହାଯାଉଛି |
ତାହା ସହିତ ଦେଖିବାକୁ ମିଳିଥାଏ କି ଏହି ଗେମ ରେ ଭାଗ ନେଇଥିବା ପ୍ଲେୟାର ମାନେ ଅନେକ ସମୟରେ ରାସ୍ତା ରେ ଯାଉଥିବା ସମୟରେ ପଡ଼ି ଯାଇଥିବାର ମଧ୍ୟ ଦେଖିବାକୁ ମିଳିଥାଏ | ଆଉ ଯାହା କୁ ଦେଖିଲେ ଆପଣ ଙ୍କୁ ହସ ମଧ୍ୟ ଲାଗିଥାଏ ବୋଲି ମଧ୍ୟ କୁହାଯାଉଛି | ଆଉ ଏହି ଭଳି ଏକ ମୋଜାଦାର ଗେମିଙ୍ଗ ବିଷୟରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।