Day3 on Ship ⛴ ଏହି ମହିଳା ଲେଡି କଲେ କମାଲ 😀 going ଆଣ୍ଡାମାନ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ଙ୍କ ମନ ବେଶ ଖୁସି ହୋଇ ଯାଇଥାଏ ଆଉ ସେହି ଭଳି ଭିଡ଼ିଓ ରୁ ଅନେକ କିଛି କଥା ମଧ୍ୟ ଶିଖିବାକୁ ସୁଯୋଗ ମଧ୍ୟ ମିଳିଥାଏ ବୋଲି କୁହାଯାଉଛି |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଜାହାଜରେ ଥିବା ସିଷ୍ଟମ ବିଷୟରେ ଦେଖାଇଛନ୍ତି ଲୋକ ଜଣଙ୍କ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଜାହାଜ ଗୁଡିକ କେତେ ବଡ଼ ହୋଇଥାଏ ଆଉ ତାହା ଅଗଭୀର ସମୁଦ୍ର ଭିତରେ ଥିବା ଜଳ ରାଶି ଭିତରେ ଯିବା କୁ ଲାଗିଥାଏ | ତାହା ବ୍ୟତୀତ ଜାହାଜ ରେ ବିଭିନ୍ନ ପ୍ରକାରର ବ୍ୟବସ୍ତା ଗୁଡିକ ମଧ୍ୟ ରହିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉ ଭଳି ଭାବରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ର ଆଗଭୀର ଜଳ ରାଶି ଭିତରେ ଜାହାଜ ଟି ଆଗକୁ ମାଡ଼ି ଚାଲିଛି |

ଆଉ ଜାହାଜ ଟି ଯାଉଥିବା ସମୟରେ ପାଣି ପୁରାପୁରି କଳା ଦେଖା ଯାଉଛି କାରଣ ସେଠାରେ ପାଣି ର ଗଭୀରତା ଅଧିକ ରହିଥାଏ | ଏହା ବ୍ୟତିତ ଜାହାଜ ଭିତରେ ମଧ୍ୟ ଖାଇବାର ଓ ଶୋଇବାର ସ୍ୱତନ୍ତ୍ର ଭାବରେ ସୁନ୍ଦର ବ୍ୟବସ୍ତା ମାନ ମଧ୍ୟ କରାଯାଇଛି |ଆଉ ଯେଉଁଠି ଦେଖିବାକୁ ମିଳିଛି କି ଜାହାଜ ଭିତରେ ଖାଇବା ପାଇଁ ଯାତ୍ରି ମାନଙ୍କ ପାଇଁ ଖାଇବା ସହିତ ଶୋଇବା ବେଳେ ବାର୍ଥ ରୁମ ର ସିଷ୍ଟମ ମଧ୍ୟ ରହିଛି | ତାହା ପରେ ଦେଖିବାକୁ ମିଳିଥିଲା କି ଜାହାଜ ଭିତରେ କେଉଁ ଭଳି ଭାବରେ ନେଭୀ ମାନେ ଜାହାଜ ଚଲେଇବାକୁ ଲାଗିଛନ୍ତି | ଆଉ ତାହା ସହିତ ଜାହାଜ ଭିତରେ ଚଳେଇବା ପାଇଁ ଅଟୋ ସିଷ୍ଟମ ରହିଛି |

ଏହା ବ୍ୟତୀତ ଜାହାଜ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଛି ତାହାର ସମସ୍ତ ତଥ୍ୟ ନକ୍ସା ରେ ଦେଖିବାକୁ ମିଳୁଛି | ଏହା ବ୍ୟତୀତ ଜାହାଜ ରେ ଅଟୋମେଟିକ ସିଷ୍ଟମ ରହିଛି ଜଣେ ଅନ୍ୟ ଜାହାଜ ଗୁଡିକ ଆଗରେ ଆସୁଥିବ ତାହେଲେ ସେ ବିଷୟରେ ମଧ୍ୟ ଜାଣିହେବ ଆଉ କଣ୍ଟ୍ରୋଲ କରିହେବ ବୋଲି ମଧ୍ୟ କୁହାଯାଉଛି | ଆଉ ଜାହାଜ ଭିତରେ ଥିବା ଏହି ଭଳି ସବୁ ସିଷ୍ଟମ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment