ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ତାହା ଛଡ଼ା ଅନେକ ସମୟରେ ଯାତ୍ରା ଜଗତର କିଛି ସିନ ମଧ୍ୟ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ଜଗତର ଗୋଟିଏ ଜବରଦସ୍ତ କମେଡି ସିନ ର ଭିଡ଼ିଓ ଟି |ଆଉ ଯେଉଁଠି ଯାତ୍ରା ଜଗତର ଜବରଦସ୍ତ କମେଡି ର କମାଲ କୁ ଦେଖିବା ପରେ ଲୋକ ମାନେ ବେଶ ଖୁସି ମଧ୍ୟ ହୋଇ ଯାଇଛନ୍ତି ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ଯାତ୍ରା ହେଉ ଵା ଫ୍ଲିମ ସବୁଥିରେ ଅଭୁନୟ ର ଆବଶ୍ୟକତା ରହିଛି | ଆଉ ସେହି ଅଭିନୟ ହିଁ ମଣିଷ କୁ ପରିଚିତ କରେଇଥାଏ ସମସ୍ତଙ୍କ ସାମ୍ନା ରେ ବୋଲି କୁହାଯାଉଛି | ତାହା ଛଡା କୁହାଯାଉଛି କି ଅଭିନୟ ର ଯାଦୁ ଏମିତି ମଧ୍ୟ ରହିଛି ଯାହା ଦର୍ଶକ ମାନଙ୍କୁ କେତେବେଳେ ହସେଇ ଥାଏ ତ ଆଉ କେତେବେଳେ କନ୍ଦେଇ ଥାଏ ବୋଲି ମଧ୍ୟ କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଯାତ୍ରା ଜଗତ ର ଏକ ଜବରଦସ୍ତ କମେଡି ସିନ ର ଭିଡ଼ିଓ ଟି|
ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କେଉଁ ଭଳି ଭାବରେ ଯାତ୍ରା ର ମଞ୍ଚ ଉପରେ ସୁନ୍ଦର ଭାବରେ କମେଡି ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଯାତ୍ରା ଜଗତର ଜଣାଶୁଣା କମେଡିଆନ ଦୟା |ଆଉ ତାହା ସହିତ ଦେଖିବାକୁ ମିଳିଥିଲା କି ଯାତ୍ରା କମେଡିଆନ ଦୟା ପ୍ରଥମେ ଆମ ଓଡ଼ିଶା ରେ ଥିବା ବିଭିନ୍ନ ଜିଲ୍ଲା ର ଝିଅ ମାନଙ୍କ ବିଷୟରେ କମେଡି ମାଧ୍ୟମରେ କହିଥିଲେ | ଆଉ ଯେଉଁଠି ବାଲେଶ୍ୱର ଝିଅ କୁ ବାଲିଆ ବାଲିଆ କହିବା ସହିତ କଟକ ଝିଅ କୁ ମିଠା, ତାହା ସହିତ ପାରାଦ୍ୱୀପ ଝିଅ ଲୁଣିଆ ବୋଲି କହିବା ସହିତ ବ୍ରହ୍ମପୁର ଝିଅ ମାନଂଙ୍କୁ ଖଟ୍ଟା ବୋଲି କହିଥିଲେ |
ତାହା ବ୍ୟତୀତ କମେଡି ମାଧ୍ୟମରେ ଆମ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦି କେଉଁ ଭଳି ଭାବରେ ବିବାହ ନ କରିକି ରହିଛନ୍ତି ଆଉ ଆମ ଭାରତରେ କଣ ପୁଅ ଝିଅ ମାନେ ବଢୁ ନାହାନ୍ତି ସେ ବିଷୟରେ ମଧ୍ୟ କହିବା ପାଇଁ ଲାଗିଥିଲେ ଦୟା କମେଡିଆନ ଜଣଙ୍କ ଯାତ୍ରା କମେଡି ମାଧ୍ୟମରେ | ଆଉ ଏହି କମେଡି ସିନ ଟି ବର୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।