ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ନୂଆ ନୂଆ ଭିଡିଓ ମାନ ସବୁବେଳେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଚାରିଆଡେ ବେଶ ଚର୍ଚ୍ଚା ରେ ଅଛନ୍ତି ସେ ହେଉଛି ରୁପା ଆଉ ପିଣ୍ଟୁ ଙ୍କର ଯୋଡ଼ି | ଆଉ ଯେଉଁଠି ସୁନ୍ଦର ଭାବରେ ନୂଆ ନୂଆ ମ୍ୟୁଜିକ ଭିଡିଓ ମାନ ଆସିବାକୁ ଲାଗିଛି ଓ ଯାହା ସମସ୍ତଙ୍କୁ ବେସ ଆକୃଷ୍ଟ ମଧ୍ୟ କରେଇଛି | ତେବେ ଯାହା କୁହାଯାଉଛି କି ଖୁସି ଆଉ ପିଣ୍ଟୁ ହେଉଛନ୍ତି ଇୟୁଟୁବ ରେ ଆସୁଥିଲା ଭ୍ଲୋଗର ମାନଙ୍କ ମଧରେ ଉପରେ ଅଛନ୍ତି | ଆଉ ଯାହା କୁହାଯାଉଛି କି ତାଙ୍କର ଏକ ନୂଆ ମ୍ୟୁଜିକ ଭିଡିଓ ବର୍ତ୍ତମାନ ଆସିବାକୁ ଯାଉଛି | ତାହେଲେ ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା |
ଯାହା ଜଣା ପଡିଛି କି ନୂଆ ମ୍ୟୁଜିକ ଭିଡିଓ ବର୍ତ୍ତମାନ ସୁଟ ହେବାକୁ ଯାଉଛି ରୁପା ଆଉ ମଣ୍ଟୁ ଙ୍କୁ ନେଇକି | ଆଉ ଯେଉଁଥିପାଇଁ ସେମାନେ ଘରୁ 300 କିଲୋମିଟର ଦୂରରେ ଥିବା କେନ୍ଦୁଝର ର ଏକ ପ୍ଲେସ କୁ ଯାଉଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କାର ରେ ଯାଉଥିବା ସମୟରେ ରାସ୍ତାରେ ସେମାନେ ତେନ୍ତୁଳି ଗଛ କୁ ଦେଖିଥିଲେ | ଆଉ ସେଠାରୁ ତେନ୍ତୁଳି ଆଣିକି ଲଙ୍କା ଆଉ ଲୁଣ କୁ ମିଶାଉ ତେନ୍ତୁଳି ଖାଇବାକୁ ଲାଗିଛନ୍ତି | ଆଉ ବହୁତ ମଜା କରୁଥିବାର ଜଣା ମଧ୍ୟ ପଡିଛି |ତେବେ ସେମାନେ ତାଙ୍କର ଝିଅ ଖୁସି କୁ ସାଙ୍ଗରେ ନେଇ ନାହାନ୍ତି ବୋଲି କହିଛନ୍ତି |
ତେବେ ସେମାନେ ଘର ପାଖରୁ 260କିଲୋମିଟର ଦୂରରେ ଥିବା କେନ୍ଦୁଝର ର ଏକ ବଡ଼ ହୋଟେଲ ନେଇଛନ୍ତି | ଆଉ ରାତିରେ ସେମାନେ ଉଠି ସେହି ହୋଟେଲ ପାଖରୁ 25 କିଲୋମିଟର ଦୂରରେ ଥିବା ଗୋଟିଏ ସ୍ଥାନକୁ ଯିବେ ସୁଟିଂ ପାଇଁ ବୋଲି କହିଛନ୍ତି | ତାହା ବ୍ୟତୀତ କୁହାଯାଉଛି କି ଶୀତୁଆ ପାଗ ଥିବାରୁ ସକାଳେ ଉଠିକି ଯିବା ବହୁତ କଷ୍ଟ ହେଉଛି ବୋଲି କହିଛନ୍ତି | ତେବେ ରାଜ ନନ୍ଦିନୀ ନାମକ ଏକ ଗୀତ ଖୁବ ଶୀଘ୍ର ଦର୍ଶକ ମାନଙ୍କ ପାଇଁ ସେମାନେ ନେଇ ଆସିବେ ବୋଲି ମଧ୍ୟ କହିଛନ୍ତି |
ଆଉ ଯେଉଁଠି ସୁଟିଂ କରିବା ପାଇଁ ଯାଇଛନ୍ତି ରୁପା ଆଉ ପିଣ୍ଟୁ | ତେବେ ଚାରିଆଡେ ଚର୍ଚ୍ଚା ରେ ଏବେ ତାଙ୍କର ଯୋଡ଼ି ଅଛି ବୋଲି କୁହାଯାଉଛି | ଆଉ ତାହା ସହିତ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଭିଡିଓ ମାନ ଦର୍ଶକ ମାନଙ୍କ ପାଇଁ ଆଣୁଛନ୍ତି ସେମାନେ | ଆଉ ଯାହା ସମସ୍ତଙ୍କ ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି ବୋଲି ମଧ୍ୟ କୁହାଯାଉଛି | ତେବେ ମଜା ଆଉ ମସ୍ତି ଭିତରେ ସେମାନେ କେନ୍ଦୁଝର ରେ ସୁଟିଂ ହେବାକୁ ଥିବା ସ୍ଥାନ ନିକଟରେ ପହଞ୍ଚି ଯାଇଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।