ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇ ଯାଇଥାନ୍ତି | ତାହା ସହିତ କୁହାଯାଉଛି କି ସେଲିବ୍ରିଟି ମାନଙ୍କ ବିଷୟରେ ଯଦି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଭାଇରାଲ ହେଉଥିବାର ତାହେଲେ ସେହି ଭଳି କିଛି ଭିଡ଼ିଓ ବିଷୟରେ ଜାଣିବାର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେବସ୍ମିତା ଆଚାର୍ଯ୍ୟ ଙ୍କ ବିଷୟରେ କୁହାଯାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ କୁହାଯାଇଥାଏ କି ଆଜି କାଲି ସୋସିଆଲ ମିଡ଼ିଆର ଦୁନିଆରେ ଯିଏ ଯାହାର ଟେଲେଣ୍ଟ କୁ ଦେଖାଇବା ପାଇଁ ବ୍ୟସ୍ତ ରହୁଛନ୍ତି | ତାହା ସହିତ କୁହାଯାଉଛି କି ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ପାଖରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି | ତେବେ ଆଜି ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେ ହେଉଛନ୍ତି ଜଣା ବେଶ ଜଣା ଶୁଣା ସିଙ୍ଗର ଦେବସ୍ମିତା ଆଚାର୍ଯ୍ୟ ଙ୍କ ବିଷୟରେ | ଆଉଁ ଯେଉଁଠି କୁହାଯାଉଛି କି ଏହି ସିଙ୍ଗର ଜଣଙ୍କ ସଂଗୀତ ପ୍ରତି ନିଜର ଭଲ ପାଇବା ଦେଖାଇବା କୁ ଲାଗିଥିଲେ ପିଲା ଦିନ ରୁ |
ଆଉ ଯାହା କୁହାଯାଉଛି କି ବିଷ୍ଣୁ ଚରଣ ମହାପାତ୍ର ଥିଲେ ଦେବସ୍ମିତା ଙ୍କର ସଂଗୀତ ଗୁରୁ | ଆଉ ତାହା ସହିତ କୁହାଯାଉଛି କି 5 ବର୍ଷ ତଳେ ପ୍ରଥମେ ଦେବସ୍ମିତା ସିଙ୍ଗିଙ୍ଗ କମ୍ପିଟିସନ ରେ ଭାଗ ନେଇଥିଲେ ଆଉ ତାହା ପରେ କୁହାଯାଉଛି କି ନିଜର ସଂଗୀତ ପ୍ରାକ୍ଟିସ ର ଅଭାବ ଯୋଗୁଁ ନିଜର ସଂଗୀତ ପ୍ରତି ବେଷ୍ଟ ଦେଇ ପାରି ନ ଥିଲେ ଦେବସ୍ମିତା | ତେବେ ଜଣେ ଗୁରୁମା ମଧ୍ୟ ଦେବସ୍ମିତା ଙ୍କୁ କହିଥିଲେ କି ସଂଗୀତ ତାଙ୍କ ଦେଇକି ହବନି ବୋଲି | କିନ୍ତୁ ତଥାପି ହାର ମାନି ନ ଥିଲେ ମଧୁସ୍ମିତା |
ନିଜର ଚେଷ୍ଟା ଫଳରେ ଦେବସ୍ମିତା ନିଜ ପାଇଁ ସଂଗୀତ ଜଗତରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ବୋଲି କୁହାଯାଉଛି | ଆଉ ତାହା ସହିତ କୁହାଯାଉଛି କି ସଂଗୀତ ଜଗତରେ ନିଜର ପରିଚୟ କୁ ସୃଷ୍ଟି କରିବା ପାଇଁ ଦେବସ୍ମିତା ଅନେକ ଚେଷ୍ଟା କରିଥିଲେ ଆଉ ଶେଷରେ ସଫଳତା ମଧ୍ୟ ପାଇଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଓ ଯାହା ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।