ଦେଢ଼ ଲକ୍ଷ ଟାଉଟର ଯୋଉଦିନ ମରିଛନ୍ତି ମୋ ଏକୋଇଶିଆ ସେଇଦିନ.. ପପୁ ପମ ପମ କଣ କହୁଛନ୍ତି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କର ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ମାନଙ୍କୁ ବେଶ ଖୁସି ଲାଗିଥାଏ ଆଉ ଯାହା ଆମ ମନ ରେ ଖୁସି ଭରି ଦେଇଥାଏ ବୋଲି କୁହାଯାଉଛି |ତେବେ ଠିକ ସେହିଭଳି ଏକ ମନୋଛୁଆଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ପପୁ ପମ ପମ ନିଜର କମେଡି ର ଯାଦୁ ରେ ଦର୍ଶକ ମାନଙ୍କର ହୃଦୟ କୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅଲିଉଡ ଜଗତର କମେଡି ଷ୍ଟାର ଯାହାଙ୍କର କମେଡି ର ଯାଦୁ ରେ ଦର୍ଶକ ମାନେ ମୋତୁଆଲା ହେବା ସହିତ , ଦୁଃଖ ରେ ଥିଵା ଲୋକ ଙ୍କ ମୁହଁରେ ହସ ଫୁଟାଇବାର କମାଲ ଯାହାଙ୍କ ପାଖରେ ଠାରେ ସେହି କମେଡି ର ସର୍ଦାର ପପୁ ପମ ପମ ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି କୁ ଆଗକୁ ନେବା ପାଇଁ ଅନେକ ପ୍ରକାରର କମେଡି ର ଝଲକ ଦେଖାଇଛନ୍ତି ଆଉ ତାଙ୍କର ସେହି କମେଡି ର କଥା ରେ ଦର୍ଶକ ମାନ ଙ୍କ ହୃଦୟରେ ଜାଗା ବନାଇ ପାରିଛନ୍ତି ବୋଲି କୁହାଯାଉଛି

ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ କି କି କମେଡି ଷ୍ଟାର ପପୁ ଅନେକ ଷ୍ଟେଜ ମାନଙ୍କରେ ତାଙ୍କର ଅଭିନୟ ର କମାଲ ଦେଖାଇଥାନ୍ତି ଆଉ ଦର୍ଶକ ମାନଙ୍କର ମନ କୁ ମଧ୍ୟ ଆକୃଷ୍ଟ କରେଇଥାନ୍ତି | ତେବେ ସେହି ଭଳି ଏକ କମେଡି ବର୍ତ୍ତମାନ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି | ଆଉ ଏଠାରେ ଦେଖିବାକୁ ମିଳିଛି କି ପପୁ କହୁଛନ୍ତି ଦେଢ଼ ଲକ୍ଷ ଟାଉଟର ଯେବେ ମରିଥିଲେ ସେବେ ତାଙ୍କର ଏକସିଆ ହୋଇଥିଲା ବୋଲି |ତେବେ ପପୁ କହିଛନ୍ତି କି ଆଜି କାଲି ର ସମାଜରେ ଯାହା ଘଟୁଛି ସେହି ବିଷୟରେ ପପୁ ପ୍ରକାଶ କରୁଛନ୍ତି ଆଉ ଯାହାକୁ ଲୋକ ମାନେ କମେଡି ଭାବିକି ହସିବାକୁ ଲାଗୁଛନ୍ତି

କାରଣ ଆମର ଜୀବନ ଟା କମେଡି ବନି ଗଲାଣି ବୋଲି କହିବାକୁ ଲାଗିଛନ୍ତି ପପୁ ପମ ପମ | ତାହା ସହିତ ଶିବ ରାତ୍ରି ରେ ପୁଅ ମାନେ ଜଗର କରିଥାନ୍ତି ଝିଅ ମାନଙ୍କୁ ଦେଖିବା ପାଇଁ ବୋଲି କହିବା ସହିତ ମଞ୍ଚ ଉପରେ ଅନେକ କଥା କହି ସେ ଦର୍ଶକ ମାନଙ୍କର ହୃଦୟ କୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment