ଦର୍ଶକ ବନ୍ଧୁ ଆଜି କାଲି ଛୋଟରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କର ଶରୀର ରେ କିଛି ନା କିଛି ରୋଗ ଦେଖା ଯାଏ | ତାହା ମଧ୍ୟରୁ ଶରୀରରେ ଦେହ ହାତ ଘୋଳା ବିନ୍ଧା ହେବା ଏକ ବଡ ସମସ୍ୟା | ଯାହା ଏବେ ସମସ୍ତଙ୍କ ଠାରେ ଦେଖାଯାଉଛି | ତେବେ ଆଜି କାଲି ଏହି ସମସ୍ୟା ଖାଲି ବଡ ଙ୍କ ଠାରେ ନୁହେଁ ଛୋଟ ବଡ ସମସ୍ତ ଙ୍କ ଠାରେ ଦେଖାଯାଉଛି | ଆପଣ ମାନେ ଜାଣିପାରୁଥିବେ ଯେତେବେଳ ଆପଣ ଶୋଇସାରି ଉଠନ୍ତି ସେତେବେଳେ ଆମ ଶରୀର ଭାରି ଭାରି ଲାଗିଥାଏ | ଏହା ସହିତ ଆମ ଶରୀର ବିଭିନ୍ନ ଗଣ୍ଠି ମାନ ସବୁ ବିନ୍ଧା ବିନ୍ଧା ଲାଗିଥାଏ | ଏହା ସହିତ ଆପଣଙ୍କୁ ଦୁର୍ବଳ ମଧ୍ୟରେ ଲାଗିଥାଏ, ସେଥିପାଇଁ ଆପଣ ଶୋଇକି ଉଠିବା ପାଇଁ ଆପଣ ପସନ୍ଦ କରନ୍ତି ନାହିଁ | ଯଦି ଏହା ଆପଣଙ୍କ ଠାରେ ପ୍ରାଥମିକ ପର୍ଯ୍ୟାୟ ଦେଖା ଯାଉଛି | ମାନେ ପୂର୍ବରୁ ଏହା ଦେଖା ଯାଉ ନଥିଲା ଏବେ ଏହି କିଛି ଦିନ ହେବ ଏହା ଦେଖାଯାଉଛି ସେ କ୍ଷେତ୍ର ଏହାର ଏକ ସହଜ ଘରେଇ ଉପଚାର କରି ଆପଣ ଏହାକୁ ଅତି ସହଜରେ ଦୂର କରି ପାରିବେ | ତାହାଲେ ଆସନ୍ତୁ ବନ୍ଧୁ ଗଣ ସେହି ଘରେଇ ଉପଚାର ବିଷୟରେ ଆଲୋଚନା କରିବା |
ତେବେ କୁହାଯାଉଛି କି ଯଦି ଆପଣଙ୍କ ଠାରେ ଏହିପରି ସମସ୍ୟା ଏହି କିଛି ଦିନ ହେବ ଆପଣ ଫେସ କରୁଛନ୍ତି ତାହାଲେ ଆପଣ ଏହାର ସହଜ ଘରେଇ ଉପଚାର ବିଷୟରେ ଜାଣି ରଖନ୍ତୁ | ତେବେ ଏହି ଘରେଇ ଉପଚାର ର ବିଭିନ୍ନ ଟିପ୍ସ ଗୁଡିକ ରହିଛି ଆସନ୍ତୁ ସେ ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-ଚୂନ,ମେଥି
ଉପଚାର ଗୁଡିକୁ କିପରି ବ୍ୟବହାର କରିବେ :-(1) ଦର୍ଶକ ବନ୍ଧୁ ଏହି ସମସ୍ୟା ନିଜକୁ ଦୁରେଇ ରଖିବା ପାଇଁ ପ୍ରଥମ ଟିପ୍ସ ଟି ହେଉଛି |ଆପଣ ଯେତେବେଳ ବି ପାଣି ପିଇବେ ପାଣି କୁ ଘୁଟ ଘୁଟ କରି ପିଇବେ ନାହିଁ | ମନେ ରଖନ୍ତୁ ବୋତଲ ରେ ଆଦୁ ପାଣି ପିଇବେ ନାହିଁ ଲୋଟା ରେ ପାଣି ପିଇବାକୁ ଚେଷ୍ଟା କରିବେ ବା ଗ୍ଲାସ ରେ ପାଣି ପିଇବାକୁ ଚେଷ୍ଟା କରିବା | ଛିଡା ହେଇ ପାଣି ପିଇବେ ନାହିଁ
(2) ତେବେ ଏହାର ଦ୍ୱିତୀୟ ଉପଚାର ଟି ହେଉଛି ଆପଣ ପ୍ରତ୍ୟେକ ଦିନ ମାତ୍ର 1 ଗ୍ରାମର ଚୁନ ଯାହା ଆପଣ ପାନରେ ଖାଇଥାନ୍ତି ସେହି ଚୁର୍ଣ୍ଣ ଖାଇବା ପାଇଁ ଚେଷ୍ଟା କରନ୍ତୁ | ଏହାକୁ ଆପଣ ଆପଣଙ୍କ ଖାଇବା ରେ ମଧ୍ୟ ମିଶାଇ ଖାଇ ପାରିବେ |
(3) ଏବେ ଜାଣନ୍ତୁ ଏହାର ଶେଷ ଉପଚାର | ଦର୍ଶକ ବନ୍ଧୁ ଯେତେବେଳ ଆପଣ ଶୋଇବାକୁ ଯାଉଛନ୍ତି ସେତେବେଳେ ଆପଣ ଏକ ଚାମଚ ମେଥି ଦାନା ନେଇ ଏହାକୁ ଏକ ଗ୍ଲାସ ପାଣିରେ ବତୁରାଇ ଦେବେ | ଯେତେବେଳ ଆପଣ ସକାଳେ ସକାଳେ ଉଠିବେ ମେଥି ଦାନା ଚୋବାଇ ଚବାଇ ଖାଇବେ ଏହା ପରେ ସେହି ପାଣି କୁ ଆପଣ ପିଇବେ | ଦେଖିବେ ଏମିତି ଆପଣ ନିୟମତି 90 ଦିନ ପର୍ଯ୍ୟନ୍ତ କରନ୍ତୁ ଆପଣଙ୍କର ଏହି ସମସ୍ୟା ଅତି ସହଜରେ ଦୂର ହେଇଯିବ |
ତେବେ ଏହା ଥିଲା ଦେହ ହାତ ଘୋଳା ବିନ୍ଧା ରୁ ମୁକ୍ତି ପାଇବାର ଅତି ସହଜ ଘରେଇ ଉପଚାର ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।