ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଟୁଲ ଗେଟ ନିକଟରେ କେଉଁ ଭଳି ଭାବରେ ମାଲ ବୋହିବା ଟ୍ରକ ଟି ଅଲଟି ପଡିଛି ତାହା ଏଠାରେ ଦେଖିବାକୁ ମିଳିଛି ଆଉ ମହିଳା ଜଣଙ୍କ କେଉଁ ଭଳି ଲୋକଙ୍କର ଜୀବନ ବଞ୍ଚାଇଛି ତାହା ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ପ୍ରତେକ ଦିନ କିଛି ନାଁ କିଛି ଦୁର୍ଘଟଣା ମାନ ଘଟିବାକୁ ଲାଗୁଛି | ତେବେ ସେହି ଦୁର୍ଘଟଣା ଘଟିବ କାରଣରୁ ଅନେକ ଲୋକ ଙ୍କର ଜୀବନ ଯିବା ସହିତ ଅନେକ ସମୟରେ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ ବୋଲି କୁହାଯାଉଛି | ତେବେ କେତେକ ଦୁର୍ଘଟଣା ଆମର ଜାଣତରେ ଆମର ଭୁଲ ପାଇଁ ହେଉଥିବା ବେଳେ କେତେକ ଏଭଳି ଦୁର୍ଘଟଣା ରହିଛି ଯାହା ଆମ ମାନଙ୍କର ଅଜାଣତରେ ହୋଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି କଥା ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ |
ଆଉ ଯେଉଁଠି କୁହାଯାଉଛି କି ଟୁଲ ଗେଟ ନିକଟରେ ଗେଟ ପଡ଼ିଯିବାରୁ ଗେଟ ସାମ୍ନା ରେ କାର ଟି ଅଟକି ଯାଇଥିବାର ଦେଖିବାକୁ ମିଳିଥିଲା | ଆଉ ସେହି କାର ଅଟକି ଥିବା ବେଳେ ଏକ ମାଲବାହୀ ଟ୍ରକ ଟି ଆସିଥିଲା ଘଟଣା ସ୍ଥଳକୁ ଯେଉଁଥିରେ ମାଲ ଭର୍ତ୍ତି ହୋଇକି ରହିଥିଲା | ତେବେ ଗାଡ଼ି ଟିରେ ଏତେ ଲୋଡ଼ ଥିଲା କି ଗାଡ଼ି ଟି ତାହାର ଭାରସାମ୍ୟ କୁ ରକ୍ଷା କରି ପାରୁ ନ ଥିଲା | ଆଉ ଟ୍ରକ ଟି ଅଲଟି ପଡିଥିବାର ମଧ୍ୟ ଦେଖିବାକୁ ମିଳିଥିଲା , ତେବେ ଠିକ ସେହି ସମୟରେ ମହିଳା ଜଣଙ୍କ ତାଙ୍କର ସାହାସିକତା କୁ ଦେଖାଇବାକୁ ଲାଗିଥିଲେ |
ଆଉ ଯେଉଁଠି ମହିଳା ଜଣକ ଟ୍ରକ ଅଲଟି ପଡିବା ସମୟରେ ସେଠାରେ ଛିଡା ହୋଇଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଟାଣି ଆଣି ଥିଲେ | ଆଉ ଯାହା ଫଳରେ ଲୋକ ମାନଙ୍କର ଜୀବନ ମଧ୍ୟ ସୁରକ୍ଷିତ ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା | ଆଉ ଟୁଲ ଗେଟ ନିକଟରେ ମହିଳା ଜଣଙ୍କର ଏହି ଭଳି ସାହାସିକତା ବିଷୟରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଯେଉଁ ଭିଡ଼ିଓ କୁ ଲୋକ ମାନେ ଦେଖି ମହିଳା ଙ୍କର ପ୍ରସଂଶା ମଧ୍ୟ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।