ଦେଖନ୍ତୁ କୁନି ବାଳକ ଜଣଙ୍କ ପାଟିରେ କରୁଛନ୍ତି ଚମତ୍କାର, ନ ଦେଖିଲେ ବିଶ୍ୱାସ କରିବେନି…. 75 କୋଟି ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ଏମିତି ଭାଇରାଲ ହେଉଥିବା ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଯାହା ଆପଣ ଙ୍କର ମନକୁ କିଣି ନେଇଥାଏ | ଆଉ ବେଳେ ବେଳେ ସେହି ଭଳି ଭିଡ଼ିଓ କୁ ଆପଣ ମାନେ ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ | ତେବେ ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କର ପ୍ରତିଭା ଦେଖାଇବାର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ଅଧିକ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଛି ଆଉ ଯେଉଁଠି ନିଜର ଛାତି ଆଉ ପାଟି କୁ ବାଡେଇ ସୁନ୍ଦର ଭାବରେ ସ୍ୱର ବାହାର କରୁଛନ୍ତି ଛୋଟ ପିଲା ଜଣଙ୍କ ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ ଆଜି କାଲି ସୋସିଆଲ ମିଡ଼ିଆ କେତେ ଆଗକୁ ଯିବାକୁ ଲାଗିଲାଣି | ଆଉ ତାହା ସହିତ କୁହାଯାଉଛି କି ସୋସିଆଲ ମିଡ଼ିଆ ଜରିଆରେ ନିଜ ପାଖରେ ଲୁକ୍କାୟିତ ଭାବରେ ଥିବା ଗୁଣ ଆଉ ପ୍ରତିଭା କୁ ଆପଣ ମାନେ ସୋସିଆଲ ମିଡ଼ିଆ ସାମ୍ନା କୁ ଆଣି ପାରିବେ ଆଉ ଦର୍ଶକ ମାନଙ୍କ ସାମ୍ନା ରେ ନିଜର ପ୍ରତିଭା କୁ ଦେଖାଇ ପ୍ରସଂଶା ସାଉଁଟିବା ସହିତ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିବେ ବୋଲି କୁହାଯାଉଛି |

ଆଉ ମିଳିଥିବା ସୁଚନା ଅନୁସାରେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ କି ବୌଦ୍ଧ ଜିଲ୍ଲା ର ବୋଲି କୁହାଯାଉଛି | ଆଉ ସେହି ଜିଲ୍ଲା ର କଣ୍ଟାମାଳ ବ୍ଲଲ ଭଦଭଡ଼ିଆ ସ୍କୁଲ ର ସପ୍ତମ ଶ୍ରେଣୀ ର ଛାତ୍ର ଅଟନ୍ତି ଜଗା | ଆଉ ସେହି ଜଗା ପାଖରେ ରହିଛି କିଛି ଏମିତି ପ୍ରତିଭା ଯାହା ସମସ୍ତଙ୍କର ମନକୁ କିଣି ନେଇଛି ବୋଲି କୁହାଯାଉଛି |ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଜଗା ଦେଖାଇଛି ତାହାର ପ୍ରତିଭା |

ମୃଦଙ୍ଗ ନୁହଁ କି ଡିଜେ ନୁହଁ ନିଜର ଛାତି ଆଉ ପାଟି କୁ ବ୍ୟବହାର କରିକି ହାତ ସାହାଯ୍ୟ ରେ ଛାତି କୁ ବାଡେଇ ସୁନ୍ଦର ଭାବରେ ବାହାର କରିବାକୁ ଲାଗିଛି ସାଉଣ୍ଡ | ଆଉ ଯାହା କୁ ଡିଜେ ସାଉଣ୍ଡ ଠାରୁ ମଧ୍ୟ କିଛି କମ ନୁହଁ ବୋଲି କୁହାଯାଉଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସୁନ୍ଦର ଭାବରେ ଜଗା ନିଜର ପ୍ରତିଭା କୁ ଦେଖାଇଛନ୍ତି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment