ଦେଖନ୍ତୁ Shocking ଭିଡ଼ିଓ : CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

ବନ୍ଧୁଗଣ କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆଉ ଭିଡିଓ ଟିକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଏହା ଏତେ ଭୟଙ୍କର ଅଟେ ବୋଲି।ତେବେ ଆମେ ଆଜି ଆପଣ ଙ୍କୁ ଏହିପରୀ କେତେକ ଭାଇରଲ ତଥା ଅତ୍ୟନ୍ତ ଭୟଙ୍କର ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଦେଖିଲେ ଆପଣ ମଧ୍ୟ କହିବେ କି ଭାଗ୍ୟ ଭଲ ଥିଲା ବୋଲି ବଞ୍ଚିଗଲା

୧.ପ୍ରଥମ ଭିଡ଼ିଓ ଟି ହେଉଛି କେରଳ ରେ ଯେଉଁ ଠାରେ ଦୁଇ ଜଣ ବ୍ୟକ୍ତି ଘର ର ବାଲକୋନୀ ରେ ଛିଡା ହୋଇ କଥା ହେଉଥିଲେ। ତେବେ ଏହି ସମୟ ରେ ଜଣେ ବ୍ୟକ୍ତି ବାଲକୋନି ର ପାଚେରୀ ରେ ବସିଥିଲେ ମାତ୍ର ହଠାତ ଉପରେ ସେ ପାଚେରୀ ରୁ ତଳକୁ ପଡିଗଲେ। ତେବେ କିନ୍ତୁ ତାଙ୍କର ଭାଗ୍ୟ ଭଲ ଥିଲା ଯେ ପାଖରେ ଥିବା ଲୋକ ଜଣଙ୍କ ସଂଗେ ସଂଗେ ତାଙ୍କୁ ଧରି ପକେଇଲେ ଏବଂ ପାଖରେ ଥିବା ଲୋକଙ୍କ ସାହାଯ୍ୟ ରେ ତାଙ୍କୁ ଉପର କୁ ଟାଣି ଆଣିଲେ। ତେବେ ଟିକିଏ ଲେଟ ହୋଇଥିଲେ ବ୍ୟକ୍ତି ଙ୍କ ର ମୃତ୍ୟୁ ନିଶ୍ଚିତ ହୋଇଥାନ୍ତା ।

୨.ସେହିଭଳି ଦ୍ୱିତୀୟ ଭିଡ଼ିଓ ଟିରେ ଦେଖା ଯାଇଛି କି ଜଣେ ବ୍ୟକ୍ତି ଟ୍ରେନ ଲାଇନ ଦେଇ ତାଙ୍କର ସାଇକେଲ କୁ ପାସ କରୁଛନ୍ତି। ତେବେ ସାଇକେଲ ଟିକୁ ବାହାର କରିବା ପରେ ତଳେ ତାଙ୍କର କିଛି ଜିନିଷ ପଡି ଯାଉଛି ଯାହାକୁ ସେ ବାହାର କରିବାକୁ ଚେଷ୍ଟା କରୁଥିଲେ , ମାତ୍ର ତାଙ୍କର ଧ୍ୟାନ ନଥିଲା କି ଏପଟେ ଟ୍ରେନ ଟି ଆସି ତାଙ୍କ ପାଖରେ ପହଁଚିଲାଣି ବୋଲି। ତେବେ କିନ୍ତୁ ସଂଗେ ସଂଗେ ଜଣେ ରେଳ କର୍ମଚାରୀ ଆସି ତାଙ୍କୁ ଟ୍ରାକ ରୁ ଟାଣି ଆଣି ତାଙ୍କର ଜୀବନ ବଞ୍ଚାଇ ଦେଲେ।

୩.ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ , ଜଣେ ବ୍ୟକ୍ତି ମୋବାଇଲ ରେ ଏତେ ବ୍ୟସ୍ତ ରହି ଯାଇଛନ୍ତି ଯେ ସେ ସେହିପରି ଚାଲି ଚାଲି ଏକ କାର ଆଗକୁ ଆସି ଯାଉଥିଲେ। ମାତ୍ର ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଏହି ଦୁର୍ଘଟଣା ରୁ ବଞ୍ଚାଇ ଦେଇଛନ୍ତି ଏବଂ ତାଙ୍କୁ ମୃତ୍ୟୁ ମୁଖ ରୁ ବଞ୍ଚାଇ ଦେଇଛନ୍ତି। ତେବେ ଆପଣ ମାନେ ମୋବାଇଲ ରେ ବ୍ୟସ୍ତ ରହି ଏହିପରି ଭୁଲ କରନ୍ତୁ ନାହିଁ।

୪.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖା ଯାଇଛି କି , ଗୋଟିଏ ପାର୍କ ରେ ପିଲା ଟିଏ ଆସୁଥିଲା ଆଉ ଏହି ସମୟ ରେ ଗୋଟିଏ ଡେଂଜର କୁକୁର ତାକୁ ଗୋଡେଇଛି କାମୁଡିବା ପାଇଁ ।ମାତ୍ର ପିଲା ଟି ଏତେ ସ୍ପୀଡ଼ ଦୌଡ଼ିଚି ଯେ କୁକୁର ବି ଫେଲ ମାରି ଯାଇଛି ଆଉ ତାର ଜୀବନ ବଂଚିଯାଇଛି। ତେବେ ଏହି ସବୁ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment