ସ୍ତ୍ରୀ କଲା ସ୍ବାମୀ ଆଗେ ରୋମାନ୍ସ Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଅଭିନୟ ନିଆରା ମଞ୍ଚ ହେଉଛି ଯାତ୍ରା ମଞ୍ଚ। କାହିଁକି ନା ଯାତ୍ରା ମଞ୍ଚରେ କଳାକାର ମାନଙ୍କ ଜୀବନ୍ତ ଅଭିନୟ ଦେଖିବାର ସୁଯୋଗ ଦର୍ଶକ ମାନେ ପାଇଥାନ୍ତି। ଅନେକ ଦର୍ଶକ ରହିଛନ୍ତି ଯେଉଁମାନେ ଧାରାବାହିକ ଓ ସିନେମା ଅପେକ୍ଷା ଯାତ୍ରା ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି। ତେବେ ଯଦି ଆମେ ଆମ ଓଡ଼ିଶା କଥା ଦେଖିବା ଓଡ଼ିଶାର ଅଗଣିତ ଦର୍ଶକ ଯାତ୍ରା ଦେଖିବା ପାଇଁ ପାଗଳ ପ୍ରାୟ। କାରଣ ଯାତ୍ରା ଜଗତରେ ଏଭଳି କିଛି କଳାକାର ରହିଛନ୍ତି ଯେଉଁମାନେ ତାଙ୍କର ଆକ୍ଟିଂ ଓ ଆକର୍ଷଣୀୟ ଳୁକ୍ସରେ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି।
ତେବେ ବର୍ତ୍ତମାନ ସମୟରେ ଇଷ୍ଟର୍ଣ୍ଣ ଅପେରାର ନାଟକ “କଣ୍ଢେଇ ଦେଇ ଭଣ୍ଡେଇ ଦେଲୁ”ର ଏପରି ଏକ ଯାତ୍ରା କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ଦର୍ଶକ ମାନଙ୍କୁ ବସୁ ମାତ୍ରାରେ ପସନ୍ଦ ଆସିଛି। ତେବେ ଇଷ୍ଟର୍ଣ୍ଣ ଅପେରାର ଏହି ଯାତ୍ରା କ୍ଲିପ୍ ରେ ଦେଖିବାକୁ ମିଳିଛି କି ଟଙ୍କା ଲୋଭରେ ପ୍ରେମିକ ରଘୁବାବୁ ପ୍ରେମିକାଙ୍କୁ ଛାଡ଼ି ନିଜ ମାଲିକର ଝିଅକୁ ବିବାହ କରିଛନ୍ତି। ଆଉ ହଠାତ୍ ତାଙ୍କର ଦିନେ ତାଙ୍କ ଶଳାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ସହିତ ଦେଖା ହେଉଛି ଆଉ ସେ ଯେତେବେଳେ ତାଙ୍କ ଶଳାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ର ମୁଁହ ଦେଖୁଛନ୍ତି ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି କାହିଁକି ନା ସେ ହେଉଛନ୍ତି ତାଙ୍କର ସେହି ପୁରୁଣା ପ୍ରେମିକା ଯାହାକୁ ବିବାହର ପ୍ରତିଶ୍ରୁତି ଦେଇ ଧନ ସମ୍ପତ୍ତି ଲୋଭରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ।

ଏହାପରେ ଉଭୟଙ୍କ ମଧ୍ୟ୍ୟରେ କିଛି ସମୟ ଧଟି ବାର୍ତ୍ତାଳାପ ଚାଲିଛି।ଆଉ ଏହା ମଧ୍ୟରେ ପ୍ରେମିକ ଜଣଙ୍କ ରାଗିଯାଇ ନିଜ ପୁରୁଣା ପ୍ରେମିକା ଉପରେ ହାତ ଉଠାଇଛନ୍ତି ଆଉ ଇତି ମଧ୍ୟରେ ସେଠାରେ ଆସି ପହଁଚିଛନ୍ତି ରଘୁବାବୁଙ୍କ ଶଳା ଓ ତାଙ୍କ ପତ୍ନୀ। ଆଉ ରଘୁବାବୁଙ୍କ ଶଳା ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଉପରକୁ ହାତ ଉଠାଉଥିବାର ଦେଖି ରଘୁବାବୁଙ୍କୁ ଗାଳି ଗୁଲଜ କରୁଛନ୍ତି ଆଉ ଏମିତି ଭୁଲ ସେ ଆଉ ଯେମିତି ନକରନ୍ତି ସେଥିପାଇଁ ସତର୍କ ମଧ୍ୟ କରାଇ ଛନ୍ତି। ଆଉ ଏହାପରେ ରଘୁବାବୁଙ୍କ ସାମ୍ନାରେ ତାଙ୍କ ପ୍ରେମିକା ସହିତ ରୋମାନ୍ସ ମଧ୍ୟ କରିଛନ୍ତି।

ତେବେ ଇଷ୍ଟର୍ଣ୍ଣ ଅପେରାର ଏହି ଯାତ୍ରା କ୍ଲିପଟି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି। ଦର୍ଶକ ମାନେ ଯାତ୍ରା କ୍ଲିପ୍ କୁ ଜମେଇକି ଦେଖୁଛନ୍ତି ଆଉ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକିୟା ଦେଇଛନ୍ତି। ତେବେ ଏହି ଯାତ୍ରା କ୍ଲିପ୍ ଟି ମନୋରଞ୍ଜନରେ ଭରପୁର ରହିଛି।ଯାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।ତେବେ ଆପଣ ମାନେ ଡେରି ନକରି ଏହି ଭିଡିଓଟିକୁ ନିଶ୍ଚିତ ଭାବେ ଦେଖନ୍ତୁ। ଆଶା କରୁଛୁ କି ଏହି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment