Viral Video – ପ୍ରଥମ ଥର ପାଇଁ ଭାଇରଲ ହେଲା ବାବୁସାନ ” Babushan “ଙ୍କ ଘରେ ପ୍ରଥମାଷ୍ଟମୀ ପାଳନ -ଦେଖନ୍ତୁ video …

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବାବୁସାନ ଙ୍କର ଏକ ନୂଆ ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ବାବୁସାନ ତାଙ୍କର ପରିବାରର ଲୋକ ମାନଙ୍କ ସହିତ ଖୁସି ମନାଇବାକୁ ଲାଗିଛନ୍ତି | ଆଉ ଯେହେତୁ ଗତ କାଲି ପ୍ରଥମାଷ୍ଟମୀ ଗଲା ସେଥିପାଇଁ ବାବୁସାନ ଙ୍କୁ ପ୍ରଥମାଷ୍ଟମୀ କରାଯାଉଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି | ଆଉ ଯେଉଁଥିପାଇଁ ସେ ପରିବାର ଲୋକଙ୍କ ସହିତ ବେଶ ଖୁସି ଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି | ଆଉ ବିନଦାସ ରେ ସେ ଫେମିଲି ସହିତ ଏନଜୟ କରିବା ପାଇଁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଆମ ହିନ୍ଦୁ ସଭ୍ୟତା ରେ ଅନେକ ପୂଜା ପର୍ବ ରହିଛି | ଆଉ ଆମେ ସେହି ପାର୍ବପର୍ବାଣି ପୁନେଇଁ ପରବକୁ ମାନିକି ଚଳି ଥାଉ | ତେବେ ସେ ଧନି ହେଉ ବା ଗରିବ ସେଥିରୁ ବାଦ ପଡନ୍ତି ନାହିଁ | ତେବେ ସେହିଭଳି ଗୋଟିଏ ପର୍ବ ଗତ କାଲି ପାଳନ କରାହାଇଥିଲା ଘରେ ଘରେ ତାହା ହେଉଛି ପ୍ରଥମାଷ୍ଟମୀ | ଆଉ ଯେଉଁଥିରେ ଘରର ବଡ଼ ପୁଅ ହେଉ ବା ଝିଅ ହେଉ ସେମାନଙ୍କୁ ପୂଜା କରାଯାଇଥାଏ | ତାହା ସହିତ ପିଠା ପଣା କରି ଘରେ ସମସ୍ତେ ଖାଇଥାନ୍ତି ଆଉ ଖୁସି ମୋନେଇଥାନ୍ତି | ତେବେ ସେହି ଖୁସି ରେ ବାଦ ପଡ଼ି ନାହାନ୍ତି ଅଲିଉଡ ଜଗତରେ ନିଜର ଦମଦାର ଅଭିନୟ ମାଧ୍ୟମରେ ସମସଙ୍କର ମନରେ ଘର କରିଥିବା ସୁପର ହିରୋ ଯାହାକୁ ଆମେ ଚକଲେଟ ହିରୋ କରିଥାଉ ବାବୁସାନ ମହାନ୍ତି |

ଆଉ ଏଠାରେ ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ବାବୁସାନ ଙ୍କୁ ତାଙ୍କର ମା ଅପରାଜିତା ପ୍ରଥମାଷ୍ଟମୀ କରୁଛନ୍ତି | ଆଉ ନୂଆ ଡ୍ରେସ ପିନ୍ଧିବା ସହିତ ଘରର ବଡ଼ ବୋଲି ତାଙ୍କୁ ବନ୍ଦାଉଛନ୍ତି | ଆଉ ତାହା ପରେ ଦେଖିବାକୁ ମିଳିଛି କି ପ୍ରଥମଷ୍ଟମୀ ରେ ଫେମର ହଳଦୀ ପତ୍ର ରେ ତିଆରି ପିଠା ମଧ୍ୟ ପ୍ରସ୍ତୁତ କରିବାକୁ ଲାଗିଛନ୍ତି | ଆଉ ବାବୁସାନ ଙ୍କ ସହିତ ତାଙ୍କର ପରିବାରର ସମସ୍ତେ ଖୁସି ମନେଇବାରେ ଲାଗି ପଡିଛନ୍ତି | ଆଉ ବେଶ ମଜା ମଧ୍ୟ ନେଇଛନ୍ତି |

ଆଉ ସେପରେ ଅପରାଜିତା ମଧ୍ୟ ତାଙ୍କର ନାତି ଙ୍କ ସହିତ ବେଶ ଖୁସିରେ ପ୍ରଥମଷ୍ଟମୀ ଙ୍କୁ ମନାଉଛନ୍ତି | ଆଉ ବେଶ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି ସେମାନେ | ଆଉ ଘରେ ତାଙ୍କର ଖୁସି ଆଉ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି ବୋଲି କୁହାଯାଉଛି |ଆଉ ଏହି ଘଟଣାଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗୁଛି | ଆଉ ଲୋକ ମାନେ ମଧ୍ୟ ବାବୁସାନ ଙ୍କର ଏହି ଭଳି ଫେମିଲି ସହିତ ଖୁସି ମନାଉଥିବାର ଭିଡିଓ କୁ ଦେଖି ପ୍ରସଂଶା କରିବାରେ ଲାଗିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment