ସୁପରହିଟ album – “ଦିନ ରେ ଭାଇଆ ରାତିରେ ସେଇଆ” ଦୀପକ ଓ ମଧୁସ୍ମିତା ଙ୍କ ରୋମାଣ୍ଟିକ hot ଡ୍ୟାନ୍ସ,ଦେଖିଲେ ନିଜକୁ ସମ୍ଭାଳି ପାରିବିନି..

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ବିଷୟରେ ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଆଉ ଗୀତ ଟି ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି ଅଲିଉଡ ର ଜଣେ ବେଶ ଜଣା ଶୁଣା ଅଭିନେତା ଭାବରେ ଚର୍ଚ୍ଚା ରେ ଥିବା ସମସ୍ତଙ୍କର ପ୍ରିୟର ଅଭିନେତା ଦୀପକ ଙ୍କର ଏକ ଫ୍ଲିର ର ଗୀତ | ଆଉ ଯେଉଁଥିରେ ଦୀପକ “ଦିନରେ ଭେଇୟା ରାତିରେ ସେଇୟା ” ଗୀତରେ ତାଙ୍କର ଦମଦାର ଅଭିନୟ ସାଙ୍ଗକୁ ଡାନ୍ସ ର କମାଲ ଦେଖିବାକୁ ମିଳିଛି |ଆଉ ଏହି ମଜାଳିଆ ଗୀତ ସହିତ ଡାନ୍ସ ର ଧମାଲ ସମସ୍ତଙ୍କର ମନକୁ ମଧ୍ୟ ବେଶ ଛୁଇଁଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡ଼ିଓ ଟି ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଦମଦାର ଅଭିନୟ ମଧ୍ୟରେ ଦର୍ଶକ ମାନଙ୍କର ମନକୁ କିଣି ନେଉଥିବା ହ୍ୟାଣ୍ଡସମ ହିରୋ ଦୀପକ ଙ୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ | ତେବେ ଦୀପକ ଅନେକ ପ୍ରକାରର ଫ୍ଲିମ ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ କରି ଆସିଛନ୍ତି କିନ୍ତୁ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଫେମିଲି ନମ୍ବର 1 ର ଫ୍ଲିମ ରେ ଗୋଟିଏ ଆଲବମ ସଙ୍ଗ ଏ ଭିଡ଼ିଓ | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଦୀପକ ଆଉ ତାଙ୍କ ସହିତ ହିରୋଇନ ଜଣଙ୍କର ଡାନ୍ସ ର ଭିଡ଼ିଓ |

ତେବେ ଦୀପକ ଙ୍କର ଅନେକ ସଂଗୀତ ଭିତରୁ ଏହି “ଦିନରେ ଭେଇୟା ରାତିରେ ସେଇୟା ଗୀତ ଟି ସମସ୍ତଙ୍କର ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି | ଆଉ ଏହି ଗୀତ ଟିରେ ଦୀପକ ଓ ମଧୁସ୍ମିତା ଙ୍କର ଯୋଡି କୁ ଲୋକ ମାନେ ବେଶ ପସନ୍ଦ କରିବାରେ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ଏହି ଭିଡ଼ିଓ ଟିରେ ଦୀପକ ହିରୋ ଭୂମିକା ରେ ହିରୋଇନ ଙ୍କ ସହିତ ଡାନ୍ସ କରୁଛନ୍ତି ଓ ତାହା ସହିତ ଭଉଣୀ ଭାବରେ ଅଭିନୟ କରୁଥିବା ଝିଅ ସହିତ ମଧ୍ୟ ଅଭିନୟ କରିଛନ୍ତି |


ତେବେ ଏହି ଗୀତ ଟିରେ ସଂଗୀତ ପ୍ରଦର୍ଶନ କରିଛନ୍ତି ବିଭୁ କିଶୋର ଏବଂ ପ୍ରୀତି ବୋଲି କୁହାଯାଇଛି |ଗୁଡଲି ରଥ ଏହି ଗୀତ ଟିରେ ମୁଖ୍ୟ ଅଂଶ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି | ଆଉ ଦୀପକ ଙ୍କର ସବୁ ଫ୍ଲିମ ଭିତରେ ଏହି ଫ୍ଲିମ ର ଗୀତ ଟି ସମସ୍ତଙ୍କର ବେଶ ପସନ୍ଦ ମଧ୍ୟ ଆସିଥିବାର ଦେଖିବାକୁ ମିଳିଛି | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment