ଷ୍ଟେଜ ଉପରେ କଳିଯୁଗର ଆଧୁନିକ ରାମାୟଣ ,ହନୁମାନ ସହ ଲଙ୍କାକାଳୀ ଯୁଦ୍ଧ ଦେଖିଲେ ହସି ହସି ଗଡ଼ିଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆପଣ ମାନେ ନାଟକ ଦେଖିବା ପାଇଁ ନିଶ୍ଚିତ ଭାବେ ପସନ୍ଦ କରୁଥିବେ। ଆମେ ସାଧାରଣତଃ ଐତିହାସିକ ନାଟକ ଓ ସାମାଜିକ ନାଟକ ଓ ପୌରାଣିକ ନାଟକ ଆଦି ଦେଖିବାକୁ ପାଇଥାଉ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ପୌରଣିକ ନାଟକ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଏହି ନାଟକଟିର ପରିବେଷଣ ଏତେ ସୁନ୍ଦର ରହିଛି ଯାଃ ଦେଖିଲେ ଆପଣଙ୍କ ଆଖି ଲାଖି ହୋଇ ରହିଯିବ।
ତେବେ ଏହି ପୌରଣିକ ନାଟକର କଥାବସ୍ତୁ ରହିଛି “ହନୁମାନଙ୍କ ସହ ଲଙ୍କାକାଳୀର ଯୁଦ୍ଧ”। ଆଉ ଏହି ପୌରଣିକ ନାଟକ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥିବାର ଦେଖିବା ପାଇଁ ମିଳିଛି। ଏହି ନାଟକ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନାଟକ ଦେଖି ଖୁବ ଭାବପ୍ରବଣ ମଧ୍ୟ ହୋଇ ଯାଇଛନ୍ତି ଦର୍ଶକ।

ତେବେ ଭିଡିଓରେ ଦେଖିବାକୁ ମିଳିଛି କି ପବନପୁତ୍ର ହନୁମାନ ମାତା ସୀତାଙ୍କ ସନ୍ଧାନ କରି ଯାଇ ପହଁଚିଛନ୍ତି ରାବଣର ଲଙ୍କାପୁରୀରେ ଆଉ ସେଠାରେ ତାଙ୍କ ସହିତ ମା ଲଙ୍କାକାଳୀଙ୍କର୍ ଭେଟ ହେଉଛି। ଆଉ ମା ଲଙ୍କାକାଳୀ ହନୁମାନଙ୍କ ପଥ ଅବରୋଧ କରୁଛନ୍ତି ଆଉ ଏହାପରେ ହନୁମାନ ପଚାରୁଛନ୍ତି ମୁଁ ତ ତୁମ ଶତ୍ରୁ ନୁହେଁ ତୁମେ ମୋ ପଥ କାହିଁକି ଅବରୋଧ କରୁଛ। ଏହାପରେ ଲଙ୍କାକାଳୀ କହୁଛନ୍ତି ହୁଏତ ତୁମେ ମୋର ଶତ୍ରୁ ନୁହେଁ କିନ୍ତୁ ତୁମେ ରାବଣର ତ ଶତ୍ରୁ ଆଉ ମୁଁ ଥିବା ପର୍ଯ୍ୟନ୍ତ ତୁମକୁ ମୁଁ ସୀତାଙ୍କ ପାଖରେ କଦାପି ପହଁଚିବା ପାଇଁ ଦେବିନାହିଁ।

ଏହା ଶୁଣି ହସି ଉଠୁଛନ୍ତି ହନୁମାନ। ଆଉ କହୁଛନ୍ତି ମୁଁ ମୋ ପ୍ରଭୁଙ୍କୁ ବଚନ ଦେଇ ଆସିଛି ମୁଁ ମାତା ସୀତାଙ୍କ ସନ୍ଧାନ ନ ପାଇବା ପର୍ଯ୍ୟନ୍ତ ଏଠାରୁ ଯିବି ନାହିଁ। ଆଉ ଏହାପରେ ହନୁମାନ ଓ ଲଙ୍କାକାଳୀଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଉଛି। ଆଉ ଏହି ଯୁଦ୍ଧରେ ଲଙ୍କାକାଳୀ ପରାସ୍ତ ହୋଇ ପଳାୟନ କରୁଛନ୍ତି। ଏହାପରେ ଲଙ୍କାକାଳୀ ପୁଣି ଆସୁଛନ୍ତି ଆଉ କହୁଛନ୍ତି ତୁମେ ଏମିତି ମତେ ଲାଞ୍ଛନା ଦିଅନି ରାମଦୂତ। ଏହା ଶୁଣି ହନୁମାନ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ସେ ପାଇଥିବା ଅଭିଶାପ ବାବଦରେ ହନୁମାନଙ୍କୁ ଜଣାଉଛନ୍ତି।ଯାହାକୁ ଖୁବ୍ ସୁନ୍ଦର୍ ଭାବରେ ଷ୍ଟେଜ ଉପରେ ପରିବେଷଣ କରା ଯାଇଛି।

ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଦର୍ଶକ ମାନଙ୍କୁ ଏହି ପୌରଣିକ ନାଟକ ବହୁ ମାତ୍ରାରେ ପସନ୍ଦ ଆସିଛି। ଏହି ଦୃଶ୍ୟ ଏତେ ସୁନ୍ଦର ହୋଇଛି ଯାହା ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ଭିଡ଼ିଓଟି ଦେଖି ଏହାର ମଜା ନିଅନ୍ତୁଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment