ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ସବୁ ବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣଙ୍କ ମନରେ ଖୁସି ଆଉ ଆଗ୍ରହ ମଧ୍ୟ ବଢିଯାଇଥାଏ |ଆଉ କିଛି ଏଭଳି ଘଟଣା ସାମ୍ନାକୁ ଆସିଥାଏ ଯାହା ଆମ ସମାଜ ପାଇ ଯେତିକି ଭଲ ହୋଇଥାଏ ସେତିକି ଖରାପ ମଧ୍ୟ ହୋଇଥାଏ | ତେବେ ସେହିଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି | ଆଉ ଯେଉଁଠି ରାମାୟଣ ର ବାସ୍ତବ ଅଭିନୟ କରିବା ସହିତ ଅଶ୍ଳୀଳ ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବ |
ତେବେ ଆପଣ ମାନେ ଜାଣିଥୁବେ କି ଗାଁ ଗହଳି ମାନଙ୍କରେ ଅନେକ ସମୟରେ ପୌରାଣିକ ବିଷୟ ଵସ୍ତୁ କୁ ନେଇକି ଅନେକ ପ୍ରକାରର ନାଟକ ଆଉ ଅଭିନୟ ଦେଖିବାକୁ ମିଳିଥାଏ | ଆଉ ସେହି ନାଟକ ରେ ସୁନ୍ଦର ଭାବରେ ଅଭିନୟ କରି ଓ ତାହା ସହିତ ସେଥିରେ ନିଜର ଡାନ୍ସ ର କମାଲ କୁ ଦେଖାଇ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ଘର ବନେଇ ପାରିଛନ୍ତି ସେହି କଳାକାର ମାନେ | ତେବେ ସେହିଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ରାମାୟଣ ବିଷୟରେ କିଛି କଥା କୁ ଏହି ଅଭିନୟ ମାଧ୍ୟମରେ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ନାଟକ ଦେଖିବାକୁ ମିଳିଛି ବ୍ରହ୍ମପୁର ଜିଲ୍ଲାର ବଉଳଝରି ଗ୍ରାମରେ |ଶ୍ରୀ ପୂର୍ଣଚନ୍ଦ୍ର ବିଶୋଇ ଏହି ରାମାୟଣ ର ଅଭିନୟ ବିଷୟରେ ନିର୍ଦେଶନା ଦେଇଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି ରାମ ଆଉ ସୀତା ଙ୍କର ଲଭ ସିନ ର କିଛି ଦୃଶ୍ୟ | ଆଉ ଯେଉଁଠି ଦେଖା ଯାଇଛି କି ରାମାୟଣ ର ଅରିଜିନାଲ ଭିଡିଓ ଟି ରାମ ଆଉ ସୀତା ଙ୍କର ଅଶ୍ଳୀଳ ଡାନ୍ସ କୁ ନେଇକି ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ପାଞ୍ଚବଟୀ ବଣରେ ରାମ ଆଉ ସୀତା ଙ୍କର ଫୁଲ ଚି଼ନ୍ହା ର କେତେକ କଥା ଦେଖିବାକୁ ମିଳିଛି |
ଆଉ ଯେଉଁଠି ରାମ ଆଉ ସୀତା ଙ୍କର ରୋମାଣ୍ଟିକ ଡାନ୍ସ ସହୁତ ଶୃପଣ ରେଖା ଭୂମିକା ରେ ଅଭିନୟ କରୁଥିବା ଝିଅ ଜଣଙ୍କ ମଧ୍ୟ ତାଙ୍କର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି, | ଆଉ ଦର୍ଶକ ମାନଙ୍କର ମନକୁ କିଣିବା ପାଇ ମଧ୍ୟ ଚେଷ୍ଟା କରିଛନ୍ତି | କିନ୍ତୁ ହିନ୍ଦୁ ମାନଙ୍କର ପୌରାଣିକ ଧର୍ମ ଗ୍ରନ୍ଥ କୁ ଏହି ଭଳି ଭାବରେ କରିବା ଲଜ୍ୟାକର କଥା ଅଟେ | ଆଉ ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।