2ମାସର ଛୁଆ ଓ କୁକୁର ଭିତରେ ଏଭଳି ପ୍ରେମ କେବେବି ଦେଖିନଥିବେ 1ମିନିଟ୍ ପାଇଁ ବି ଛୋଟଛୁଆକୁ ଏକୁଟିଆ ଛାଡୁନାହିଁ କୁକର..ଦେଖନ୍ତୁ video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗେ | ତେବେ ଆପଣ ମାନେ ଜାଣିଥିଲେ କି ଆଜି କାଲି ଲୋକ ମାନେ ଘର ମାନଙ୍କର କୁକୁର କୁ ରଖୁଛନ୍ତି | ଆଉ କୁକୁର ମଧ୍ୟ ଘରର ଗୋଟିଏ ମେମ୍ବର ଭଳି ରହୁଛି | ସମସ୍ତଙ୍କ ସହିତ ମିଶିବା ପାଖରୁ ଆରମ୍ଭ କରିକି ସବୁ କାମ କରୁଛି ବୋଲି ଦେଖିବାକୁ ମିଳିଛି | ତେବେ ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଛୋଟ ପିଲା ଟିକୁ ସୁରକ୍ଷା ଦେଉଛି କୁକୁର ଟି |
ତେବେ କୁହାଯାଏ କି ସବୁ ଜୀବଙ୍କ ଠୁ କୁକୁର ହେଉଛି ସମସ୍ତଙ୍କର ବିଶ୍ୱାସ ର ପାତ୍ର, ଆଉ କୁକୁର କୁ ବିଶ୍ୱସ୍ତ ସାଥି ବୋଲି କୁହାଯାଇଥାଏ ମଣିଷ ର | ଆଉ ଏଠାରେ ଦେଖିବାକୁ ମିଳିଛି ସେହିଭଳି ଏକ ବିଶ୍ୱସ୍ତ କୁକୁର କୁ | ଆଉ ଯିଏ କି ସୁରକ୍ଷା ଦେଉଛି ଗୋଟିଏ କୁନି ଛୁଆଁ ର | ଆଉ ଯିଏ କି ସେହି ଛୁଆଁ ଟି ପାଖରେ ଶୋଇଛି ଓ ପିଲାଟିର କେହି ଯେମିତି କିଛି ନ କରିବ ସେଥିପାଇଁ ସେହି ପିଲାଟି ପାଖରେ ମା ଭଳି ଜଗିକି ବସିରହିଛି ଆଉ ପିଲାଟିର ସୁରକ୍ଷା ଦେଉଛି | ଆଉ କୁକୁର ଆଉ ପିଲା ଟିକୁ ଦେଖିଲେ ଲାଗୁଛି ଯେମିତି ବହୁତ ଆଗରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ରହି ଆସିଛି ବୋଲି |

ଆଉ ଏଠାରେ କୁହାଯାଉଛି କି ଜେରି ଆଉ ଆରୁ ଦୁଇଜଣ ଦୁଇଜଣଙ୍କ ପାଇଁ ଯେମିତି ଜନ୍ମ ହୋଇଛନ୍ତି ବୋଲି | ଆଉ ଏହି ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଦେଖିବା ପରେ ସତରେ ମନ ଖୁସି ହେଇଯାଉଛି |ତେବେ ଏଠାରେ ଜେରି ଆଉ ଆରୁ ଶୋଇଥିବା ବେଳେ ଆରୁ କୁ ନେଇଯାଇଛି ତାଙ୍କର ଘରର ଜଣେ ପିଲା ଆସିକି, ଆଉ କିଛି ସମୟ ପରେ ଜେରି ଦେଖିବାକୁ ପାଇଛି କି ଆରୁ ନାହିଁ ବୋଲି | ଆଉ ସେ ବ୍ୟସ୍ତ ହୋଇ ପଡିଛି ଆଉ ଖୋଜିବାକୁ ଲାଗିଛି ଆରୁ କୁ |

ତେବେ ଆପଣ ମାନେ ତୋ ଅନେକ ପ୍ରକାରର ଭିଡିଓ ମାନ ଦେଖିଥିଲେ ତେବେ ସୁରକ୍ଷା ପାଇଁ ଅନଲାଇନ ରୁ ପଇସା ଦେଇକି ଅଣା ଯାଇଥିବା କୁକୁର କୁ ଦେଖି ନ ଥିବେ | ତେବେ ଏହି ଭିଡିଓ ରେ କୁକୁର ର ସୁରକ୍ଷା ବିଷୟରେ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ ଆଉ ଏଭଳି କୁକୁର କୁ ପ୍ରସଂଶା କରିବାକୁ ଲାଗିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment