ପ୍ରଥମ ଥର ପାଇଁ ଦେଖନ୍ତୁ ମାଁ ମଙ୍ଗଳାଙ୍କ( Maa Mangala) ଙ୍କ ଆତ୍ମକାହାଣୀ , ହୋସ ଉଡେଇଦେଲା ଭଳି ଘଟଣା…

ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଭାରତୀୟ ସଭ୍ୟତା ରେ ଅନେକ ଏଭଳି କିଛି କଥା ରହିଛି ଯାହା ବିଷୟରେ ଆମେ ମାନେ ଜାଣି ନ ଥାଉ | କିନ୍ତୁ ସେ ସବୁ ବିଷୟରେ ଅନେକ ପ୍ରକାରର ଗୁପ୍ତ ରହସ୍ୟ ମାନ ରହିଛି ଯାହା ବିଷୟରେ ଆମେ ମାନେ ମଧ୍ୟ ଶୁଣିଲେ ଆମକୁ ଅନେକ ସମୟରେ ଆଶ୍ଚର୍ଯ୍ୟ ଲାଗୁଥାଏ ବୋଲି କୁହାଯାଉଛି | ତେବେ ଆମ ହିନ୍ଦୁ ସଭ୍ୟତାରେ ଅନେକ ସ୍ଥାନରେ ଅନେକ ପ୍ରକାରର ପ୍ରସଦ୍ଧ ମନ୍ଦିର ମାନ ଦେଖାଯାଇଥାଏ | ତେବେ ଆଜି ଆମେ ଯେଉଁ ମନ୍ଦିର ବିଷୟରେ ଆଲୋଚନା କରିବା ପାଇଁ ଯାଉଛି ତାହା ହେଉଛି କାକଟ ପୁର ରେ ଥିବା ମା ମଙ୍ଗଳା ଙ୍କର ମନ୍ଦିର ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ମା ” ମଙ୍ଗଳା ଙ୍କ ଉତ୍ପତ୍ତି ବିଷୟରେ ଜାଣିବା |
ତେବେ ଆମେ ଜାଣିଛି କାକଟ ପୁର ରେ ଥିବା ମା ” ମଙ୍ଗଳା ଙ୍କ ମନ୍ଦିର ପୁରୀ ଜିଲ୍ଲାର କାକଟପୁର ଠାରେ ଅବସ୍ଥିତ ଅଛି | ଆଉ ଏହି ମନ୍ଦିର ବିଷୟରେ ଅନେକ ପ୍ରକାରର ପ୍ରାଚୀନ ଗୁପ୍ତ କଥା ମଧ୍ୟ ରହିଛି ଯାହା ବିଷୟରେ ଆମର ଜାଣିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ଜାଗା କୁହାଯାଉଛି ଳି ପ୍ରସିଦ୍ଧ ଏହି ମନ୍ଦିର ଟି ର ଉତ୍ପତ୍ତି ପ୍ରାଚୀ ନଦୀ ରୁ ହୋଇଥିଲା ବୋଲି ମଧ୍ୟ କୁହାଯାଉଛି | ଆଉ ତାହାର ଏହା ରହସ୍ୟ ମଧ୍ୟ ରହୁଛି ବୋଲି ପ୍ରାଚୀନ କଲରେ କୁହାଯାଇ ଅଛି |
ଯାହା କୁହାଯାଉଛି କି ମା ମଙ୍ଗଳା ପ୍ରଥମେ ପ୍ରାଚୀ ନଦୀ ର ଗର୍ଭ ରେ ଥିଲେ | ଆଉ ଯାହା କୁହାଯାଉଛି କି ଦିନେ ଜଣେ ନାଉରିଆ ସେହି ପ୍ରାଚୀ ନଦୀ ରେ ଯାଉଥିଲା ତାହାର ନା କୁ ନେଇକି | ଆଉ ସେହି ସମୟରେ ହଠାତ ବନ୍ୟା ଆସିଯାଇଥିଲା ନଈ ରେ | ଆଉ ଯାହା ଫଳରେ ନାଉରିଆ ଟି ମାଝୀ ନଈ ରେ ଫୋସି ଯାଇଥିଲା | ଆଉ ସେଠାରୁ କେମିତି ମୁକ୍ତି ପାଇବ ସେ ବିଷୟରେ ମଧ୍ୟ କିଛି ବୁଝି ପାରୁ ନ ଥିଲା କି ବନ୍ୟା ଯୋଗୁ ନଦୀ ର କୁଳ କେଉଁଠି ତାହା ସେ ଜାଣି ପାରୁ ନ ଥିଲା | ଆଉ ସେତିକି ବେଳେ ଡ଼ଙ୍ଗା ଟି ଭାସି ନ ଯାଇ ସେମିତି ମାଝି ନଈ ରେ ରହିଥିଲା ବୋଲି କୁହାଯାଉଛି |
ଆଉ କାହାକୁ ମା ମଙ୍ଗଳା ରଖିଥିଲେ ବୋଲି କୁହାଯାଇଛି | ଆଉ ନାଉରିଆ ଟି ଘରକୁ ଫେରି ଶୋଇଥିବା ସମୟରେ ମା ସ୍ବପ୍ନଦେଶ ଦେବା ପରେ ମା ମଙ୍ଗଳା ଙ୍କ କଥା ଗାଁ ଲୋକ ମାନଙ୍କୁ ଜଣାଇ ମା ଙ୍କୁ ଅଣା ଯାଇଥିଲା | ଆଉ ମା ଙ୍କୁ ମଙ୍ଗଳପୁର ରେ ରଖାଯାଇଥିବା ରୁ ମଙ୍ଗଳା ମା ” ବୋଲି ନାଁ ଦିଆଯାଇଛି | ଆଉ ତାହା ବ୍ୟତୀତ ନାଉରି ଯେଉଁ ସ୍ଥାନରେ ଅଟକି ଥିଲା ସେଠାରେ ଗୋଟିଏ କାଉ ସେହିଠାରେ ବସି ସବୁବେଳେ ରାବୁ ଥିବାରୁ କାକଟପୁର ବୋଲି କୁହାଯାଇଛି | ଆଉ କାକଟପୁର ରେ ମା ” ମଙ୍ଗଳା ଙ୍କ ର ଏହି ଭଳି ରହସ୍ୟ ମାନ ରହିଛି, ଯାହା ବର୍ତ୍ତମାନ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment