Mr Kanehiya ନିୟୁ କମେଡି Scene ” ତମ ବିନା ମୋର ବଢିଯାଉଛି ” Papu & Jhilik ଙ୍କ ଜବରଦସ୍ତ Performance

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଏକ ଫ୍ଲିମ ରେ କେଉଁଥିବା କମେଡି ର ଏକ ସିନ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମିଷ୍ଟର କୋହେଁଇଆ ଫ୍ଲିମ ରେ ଝଲକ ଦେଖାଉଥିବା କମେଡିଆନ ପପୁ ପମ ପମ ଓ ଅଭିନେତ୍ରୀ ଝିଲ୍ଲୀକ ଦେଖାଇବାକୁ ଲାଗିଛନ୍ତି ସେମାନଙ୍କର ଅଭିନୟ ର ଯାଦୁ ଆଉ ଯେଉଁଠି କୁହାଯାଉଛି କି ଏହି ଫ୍ଲିମ ର ଏକ ନୂଆ କମେଡି ସିନ ବର୍ତ୍ତମାନ ସମସ୍ତଙ୍କର ମନ କୁ ଛୁଇଁଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିଲେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜ ର ଅଭିନୟ ର ଯାଦୁ ଦେଖାଇ ସମସ୍ତଙ୍କର ମୁହଁ ରେ ହସ ଫୁଟାଇ ପାରୁଥିବା ଜଣେ ବେଶ ଜଣା ଶୁଣା ହାସ୍ୟ ଅଭିନେତା ଭାବରେ ଖ୍ୟାତି ଅର୍ଜନ କରିଥିବା ପପୁ ପମ ପମ ଙ୍କ ବିଷୟରେ | ଆଉ ତାହା ସହିତ ଅଲିଉଡ ର ଜଣେ ବେଶ ଜଣା ଶୁଣା ଚୁଲବୁଲି ନାୟିକା ଭାବରେ ପରିଚିତ ସୁନ୍ଦରୀ ଅଭିନେତ୍ରୀ ଝିଲ୍ଲୀକ ଙ୍କ ବିଷୟରେ | ଆଉ ଯାହା କୁହାଯାଉଛି କି ସେମାନଙ୍କର ଏକ ନୂଆ ଫ୍ଲିମ ବର୍ତ୍ତମାନ ଲୋକଙ୍କ ହୃଦୟକୁ ବେଶ ଛୁଇଁଛି ଆଉ ତାହା ହେଉଛି “ମିଷ୍ଟର କୋହେଁଇଆ ” ଫ୍ଲିମ ରେ ଅଭିନୟ କରୁଥିବା ଏକ କମେଡି ସିନ ର ଏକ ଅଂଶ |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏହି ଫ୍ଲିମ ରେ କଲେଜ ରେ ଏକ ନାଟକ ର ପ୍ରଗ୍ରାମ କରାଯାଇଛି ଆଉ ଯେଉଁଥିଲେ ଅଭିନୟ କରିବା ପାଇଁ ବାହାରି ଛନ୍ତି ଝିଲ୍ଲୀକ ଓ ପପୁ ପମ ପମ | ଆଉ ଯେଉଁ ନାଟକ ଟି ସେମାନେ ମଞ୍ଚ ଉପରେ କରିବାକୁ ଯାଉଥିଲେ ତାହା ହେଉଛି ଦୁଷ୍ମନ୍ତ ଆଉ ଶକୁନ୍ତଳା ଙ୍କର ଚରିତ୍ର କୁ ନେଇକି ଏକ ଦମଦାର ଅଭିନୟ | ଆଉ ଯେଉଁଠି ଝିଲ୍ଲୀକ ଶକୁନ୍ତଳା ଭାବରେ ଅଭିନୟ କରୁଥିବା ବେଳେ ପପୁ ପମ ପମ ଅଭିନୟ କରିଥିଲେ ଦୁଷ୍ମନ୍ତ ଭାବରେ |

ଆଉ ଏହି ଅଭିନୟ ରେ ପପୁ କହୁଥିଲେ କି ତମକୁ ଦେଖିଲା ପରେ ପ୍ରିୟେ ମୋର ବଢ଼ି ଯାଉଛି ଏମିତି କିଛି କଥା | ଆଉ ତାହା ସହିତ ଝିଲ୍ଲୀକ ଆଉ ପପୁ ଙ୍କର ଏହି ଫ୍ଲିମ ରେ ସବୁବେଳେ ଝଗଡା ଲାଗୁଥିବାର ଦେଖିବାକୁ ମିଳିଥିଲା ଓ ତାହା ସହିତ କମେଡି ର ତଡକା ମଧ୍ୟ ଲଗେଇଥିବାର ଦେଖିବାକୁ ମିଳିଥିଲା ମିଷ୍ଟର କୋହେଁଇଆ ଫ୍ଲିମ ରେ | ଆଉ ଯାହା ଦର୍ଶକ ମାନଙ୍କ ମନକୁ ବେଶ ପସନ୍ଦ ଆସିଛି ଓ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment