ଦେଖନ୍ତୁ ଭିଡ଼ିଓ : କୃଷି କେନ୍ଦ୍ର ଷ୍ଟୋର ରୁମରେ ୬ ଫୁଟ୍ ଲମ୍ବର କୋବ୍ରା ଉଦ୍ଧାର,ସୋସିଆଲ ମିଡିଆରେ ନିଆଁଭଳି Viral ହେବାରେ ଲାଗିଛି…ନ ଦେଖିଲେ ଆପଣ ବିଶ୍ୱାସ କରି ପାରିବେନି….

ଆଜିର ଦିନରେ ଲୋକଙ୍କ ପାଇଁ ସୋସିଆଲ ମିଡ଼ିଆ ଖୁବ୍ ଜରୁରୀ ହୋଇ ପଡିଛି। ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ଏମିତି ଏକ ମାଧ୍ୟମ ଯାହା ମାଧ୍ୟମରେ ଆମେ ଦେଶ ବିଦେଶରେ ଯେଉଁ ସବୁ ଘଟଣା ଦୁର୍ଘଟଣା ଘଟି ଚାଲିଛି ତାହା ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜାଣି ପାରୁଛୁ।
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି।ଆଉ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି। ସୋସିଆଲ ମିଡିଆ ଖାଲି ମନୋରଞ୍ଜନର ଖୋରାକ ଯୋଗାଇ ପାରୁଛି ତାହା ନୁହେଁ ସୋସିଆଲ ମିଡିଆକୁ ମାଧ୍ୟମ କରି ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରି ପାରୁଛନ୍ତି। ଖାଲି ସେତିକି ନୁହେଁ ସୋସିଆଲ ମିଡ଼ିଆ ଲୋକଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇ ପାରୁଛି।

ତେବେ ବର୍ତ୍ତମାନ ସମୟରେ ସାପକୁ ରେସ୍କ୍ୟୁ କରାଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଦେଖିଲେ ଆପଣ ଖୁବ୍ ଆଶ୍ଚର୍ଯ୍ୟ ହେବେ।ହୁଏତ ଆପଣ ଏଭଳି ଭିଡିଓ ଆଗରୁ ଅନେକ ଦେଖିବାକୁ ପାଇଥିବେ। ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଏକ ୬ ଫୁଟ ଲମ୍ବର କୋବ୍ରା ସାପକୁ ଉଦ୍ଧାର କରା ଯାଇଥିବା ସମୟର ଭିଡିଓ।

ତେବେ ଆପଣ ମାନେ ଜାଣିଥିବେ ସାପ ଏକ ଭୟଙ୍କର ଓ ବିଷଧର ସରୀସୃପ। କିନ୍ତୁ ସବୁ ସାପ ବିଷଧର ନୁହଁନ୍ତି ବିଶେଷ କରି କୋବ୍ରା ବା ନାଗ ଜାତିର ସାପ ବହୁତ୍ ଭୟଙ୍କର ଓ ବିଷଧର ହୋଇଥାନ୍ତି।ଯେଉଁମାନଙ୍କ ବିଷ ମଣିଷ ଏବଂ ପଶୁ ପକ୍ଷୀ ମାନଙ୍କ ପାଇଁ ବହୁତ୍ ଘାତକ ହୋଇଥାଏ। ଏମାନେ ଯାହାକୁ ଦଂଶନ କରନ୍ତି ସେମାନଙ୍କ ବଞ୍ଚିବାର ସମ୍ଭାବନା ବହୁତ୍ କମ୍ ରହିଥାଏ।ତେବେ କିଛି ସାପ ବିଷଯୁକ୍ତ ହୋଇଥିବା ବେଳେ ଆଉ କେତେକ ସାପ ବିଷ ହିନ ହୋଇଥାନ୍ତି। କିନ୍ତୁ ଏହି ବିଷହିନ ସାପ କାମୁଡ଼ିଲେ ମଧ୍ୟ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥାଏ।

ତେବେ ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅନ୍ତର୍ଗତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସରକାରୀ ଅଫିସ୍ ଭିତରେ ଏହି ୬ ଫୁଟ ଲମ୍ବର କୋବ୍ରା ସାପଟି ଅଫିସ ଭିତରେ ଥିବା ଟେବୁଲ୍ ଉପରେ ବସି ରହିଥିଲା। ଯାହାକୁ ଦେଖି ସେଠା କାର କିଛି କର୍ମଚାରୀ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ଆଉ ହେଲ୍ପ ଲାଇନର ଅଫିସର ଆସି ସାପଟିକୁ ଉଦ୍ଧାର କରି ନିଜ ସାଥିରେ ନେଇ ଯାଇଥିଲେ ତେବେ ଏହି ଅଫିସର ଜଣଙ୍କ କିପରି ସାପଟିକୁ ଉଦ୍ଧାର କରିଛନ୍ତି ତାହା ଜାଣିବା ପାଇଁ ଆପଣ ପୁରା ଭିଡିଓଟିକୁ ନିଶ୍ଚିତ ଭାବେ ଦେଖନ୍ତୁ ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment