ଦେଖନ୍ତୁ ollywood ଭିଡିଓ ! ଦେଖନ୍ତୁ ସ୍ତ୍ରୀ ତୃପ୍ତିଙ୍କ ସହ ବମ୍ବେରେ କେମିତି ଅଛନ୍ତି ବାବୁସାନ୍

ହଁ ଦର୍ଶକ ବନ୍ଧୁ ତେବେ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଇଛି ଯେଉଁଥିରେ ଓଡିଶାରେ ଲୋକ ପ୍ରିୟ ଅଭିନେତା ଓ ତାଙ୍କ ଭଉଣୀ ଓ ତାଙ୍କର ସ୍ତ୍ରୀ ଏକାଠି ନଜରକୁ ଆସିଛନ୍ତି | ଯାହାକୁ ଦେଖି ତାଙ୍କର ପ୍ରଶଂସକ ମାନେ ବେଶ ଖୁସି ଥିବା କୁହାଯାଇଛି | ତାହାଲେ ଦର୍ଶକ ବନ୍ଧୁ ଆମେ କହୁଛି ଓଡିଶାର ଲୋକ ପ୍ରିୟ ଅଭିନେତା ବାବୁସାନ ଙ୍କ ବିଷୟରେ | ତେବେ କିଛି ଦିନ ପୂର୍ବରୁ ବିବାଦ ଥିବା ଅଭିନେତା ବାବୁସାନ ମହାନ୍ତି ସେ ସମସ୍ତ କଥା କୁ ଭୁଲି ଏବେ ନିଜର ପରିବାର ସହିତ ବେଶ ଖୁସିରେ ଥିବା ନଜର ଆସିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ବିଷୟରେ ଜାଣିବା |
ଆପଣମାନେ ତ ଜାଣିଥିବେ ଏହି କିଛି ମାସ ପୂର୍ବରୁ ଦୁଇ ସିନେ ଷ୍ଟାର ପରିବାର ଙ୍କ ମଧ୍ୟରେ କିପରି ବିବାଦ ଲାଗିରହିଥିଲା | ତେଵେ ଏହି ବିବାଦ କୁ ଭୁଲି ନିଜର କ୍ୟାରିୟର ପ୍ରତି ଧ୍ୟାନ ଦେଇଥିଲେ ଅଭିନେତା ବାବୁସାନ ମହାନ୍ତି | ନିଜର ସମସ୍ତ ରାଗ ରୁଷା କୁ ଛାଡି ଏବେ ନିଜ ସ୍ତ୍ରୀ ତୃପ୍ତି ଙ୍କ ସହିତ ମୁମ୍ବାଇ ରେ ସମୟ ବିତାଉଛନ୍ତି ଅଭିନେତା ବାବୁସାନ ମହାନ୍ତି | ଖାଲି ସେତିକି ନୁହେଁ ଦର୍ଶକ ବନ୍ଧୁ ବାବୁସାନ ଙ୍କ ସହିତ ତାଙ୍କର ଭଉଣୀ ତୃପ୍ତି ମଧ୍ୟ ନଜର ଆସିଛନ୍ତି | ତେବେ ବହୁତ ଦିନ ପରେ ସେ ସମସ୍ତ ରାଗ ରୁଷା କୁ ଭୁଲି ଏବେ ବହୁତ ଖୁସିରେ ଥିବା ନଜର ଆସିଛନ୍ତି |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଏହି କିଛି ଦିନ ପୂର୍ବରୁ ବାବୁସାନଙ୍କ ବହୁ ପ୍ରତିକ୍ଷୀତ ଫ୍ଲିମ ‘ଦମନ ‘ ଓଡିଶାର ବେଶ ଚହଳ ସୃଷ୍ଟି କରିଥିବା କୁହାଯାଇଛି | ଯାହା ତାଙ୍କରେ ପ୍ରଶଂସକ ମାନଙ୍କୁ ବେଶ ପସନ୍ଦ ଆସିଥିବା ମଧ୍ୟ ଜଣା ପଡିଛି | ତେବେ ଫ୍ଲିମ “ଦମନ” କୁ ନେଇ ବାବୁସାନ ମହାନ୍ତି ଓ ତାଙ୍କର ସ୍ତ୍ରୀ ତୃପ୍ତି ମୁମ୍ବାଇ ଯାଇଥିବା ଜଣାପଡିଛି | ସୂଚନା ଅନୁଯାୟୀ ବାବୁସାନ ଙ୍କ ଏହି ପ୍ରତିକ୍ଷୀତ ଫ୍ଲିମ ରିଲଜ ହେବା ପରେ ସେ ଏହାକୁ ଦର୍ଶକ ମାନେ ବେଶ ପ୍ରଶଂସା କରିବା ସହିତ ଏହି ଫ୍ଲିମ କୁ ଏବେ ହିନ୍ଦୀ ଭର୍ଜନ ରେ ରିଲିଜ କରିବା ପାଇଁ ଅଭିନେତା ବାବୁସାନ ମହାନ୍ତି ମୁମ୍ବାଇ ଯାଇଛନ୍ତି |

ଆଉ ଯାହା କୁହାଯାଉଛି କି ଖାଲି ବାବୁସାନ ନୁହଁ ତାଙ୍କର ସ୍ତ୍ରୀ ଓ ଭଉଣୀ ଙ୍କ ସହିତ ଡାଇନିଂ ଟେବୁଲ ବସି ଖାଉଥିବା ର ନଜର ଆସିବା ସହିତ ସେ ବହୁତ ଖୁସିରେ ଥିବା ନଜର ଆସିଛନ୍ତି | ଆଉ ସେମାନେ ଫ୍ଲିମ ର ପ୍ରୋମଶନ ସହିତ ମଜା ମଧ୍ୟ କରିଛନ୍ତି ମୁମ୍ବାଇ ରେ | ଆଉ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ ଦେଖିବା ପରେ ଲୋକ ମାନେ ପ୍ରସଂଶା ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment