Swastik Tv News Odisha

ଅଭିନେତା Mihir Dash ଙ୍କୁ ଝୁରି ତାଙ୍କ କୁକୁରର ଅବସ୍ଥା ହେଲା ଖରାପ…ଦେଖିଲେ କାନ୍ଦି ପକାଇବେ… ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ଅଲଗା ଧରଣର ହୋଇଥାଏ। କଳାକାର ମାନଙ୍କର ଖାଇବା ଠାରୁ ଆରମ୍ଭ କରି ଜୀବନ ଶୈଳୀ ପର୍ଯ୍ୟନ୍ତ ଆଦି ଉପରେ ସାଧାରଣ ଲୋକ ମାନେ ଫଲୋ କରି ଥାଆନ୍ତି ଓ ଏଥି ସହିତ ସେ କେଉଁ ଭଳି ଭାବରେ ଜୀବନକୁ ଅତିବାହିତ କରି ଥାଆନ୍ତି, ତାହା ଉପରେ ମଧ୍ୟ ସାଧାରଣ ଲୋକ ମାନେ ନଜର ରଖି ଥାଆନ୍ତି। ଜଣେ ସାଧାରଣ ଲୋକ ହୁଅନ୍ତୁ ବା ଯେତେ ବଡ଼ ତାରକା ହୁଅନ୍ତୁ ସମସ୍ତେ ମୃତ୍ୟୁ ଆଗରେ ହାର ମାନି ଥାଆନ୍ତି। ତେବେ ଅଭିନେତା ମିହିର ଦାସଙ୍କର ମୃତ୍ୟୁ ପରେ ତାଙ୍କ ପୋଷା କୁକୁର ମଧ୍ୟ ତାଙ୍କୁ ଝୁରି ହେଉ ଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଅଭିନେତା ମିହିର ଦାସଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ, ସେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଭର୍ସା ଟାଇଲ ଅଭିନେତା ଭାବରେ ବେଶ ଜଣାଶୁଣା ଅଟନ୍ତି। ସେ ତାଙ୍କ ଜୀବନ ମଧ୍ୟରେ ଅନେକ ଗୁଡିଏ ସିନେମା କରିବା ସହିତ ଅନେକ ଧାରା ବାହିକରେ ମଧ୍ୟ ଅଭିନୟ କରିଛନ୍ତି ଓ ଏଥି ସହିତ ବଙ୍ଗାଳୀ ସିନେମାରେ ମଧ୍ୟ ସେ ନିଛୁକ ଅଭିନୟ କରିଛନ୍ତି। ସେ ଯେକୌଣସି ରୋଲକୁ ଭଲ ଭାବରେ ଅଭିନୟ କରି ପାରନ୍ତି। ସେ ତାଙ୍କ ଅଭିନୟ ଯାଦୁରେ ସମସ୍ତଙ୍କୁ କାବୁ କରି ରଖି ଥାଆନ୍ତି।

ତେବେ ତାଙ୍କର ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସେ ତାଙ୍କ ସୁନ୍ଦର ଅଭିନୟ ପାଇଁ ସାରା ଓଡ଼ିଶାର ଲୋକ ମାନଙ୍କ ମନରେ ଘର କରି ରହିଛନ୍ତି। ସେ ସବୁବେଳ ସୁନ୍ଦର ଅଭିନୟ କରି ଦର୍ଶକ ନିକଟରେ ପରିବେଷଣ କରିବା ପାଇଁ ଚେଷ୍ଟା ଚଳାଇ ଥାଆନ୍ତି। ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ତେବେ ଆପଣ ମାନେ ଜାଣିଥିବେ ଅଭିନେତାଙ୍କର ମୃତ୍ୟୁ ହୋଇ ଯାଇଛି ଓ ତାଙ୍କର ଗତକାଲି ମଧ୍ୟ ଶବ ସତ୍କାର ହୋଇ ଯାଇଛି।

ତେବେ ଅଭିନେତା ଲୋକ ମାନଙ୍କୁ ଯେମିତି ଭଲ ପାଇ ଥାଆନ୍ତି, ସେମିତି ଜୀବ ଜନ୍ତୁ ମାନଙ୍କୁ ମଧ୍ୟ ବହୁତ ଭଲ ପାଇବା ଦେଇ ଥାଆନ୍ତି। ସେଥିପାଇଁ ସେ ତାଙ୍କ ଘରେ ଏକ ପୋଷା କୁକୁର ପାଳି ଥିଲେ ଓ ସେ ତାଙ୍କ କୁକୁରକୁ ମଧ୍ୟ ବହୁତ ଭଲ ପାଇବା ଦେବା ସହିତ ଓ ସ୍ନେହ ଶ୍ରଦ୍ଧା ମଧ୍ୟ କରୁଥିଲେ। ତେବେ ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏଥି ସହିତ ତାଙ୍କ ପୋଷା କୁକୁର ମଧ୍ୟ ଜାଣି ପାରି ବହୁତ ଦୁଃଖ ପ୍ରକାଶ କରିଛି। ପୋଷା କୁକୁର ଅଭିନେତାଙ୍କୁ ମନେ ପକାଇ ଝୁରି ହୋଇ ବହୁତ କାନ୍ଦୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ଏଭଳି ଦୃଶ୍ୟ ଦେଖିଲେ ସମସ୍ତଙ୍କ ଆଖିରୁ ଲୁହ ଝରି ଆସିବ।

 

Leave A Reply

Your email address will not be published.