OMG ! ବୋହୁ ହେବ ତା ଏମିତି ! ଶାଢ଼ୀ ପିନ୍ଧି ଟ୍ରାକ୍ଟର ଚଳାଉଛନ୍ତି ଏହି ମହିଳା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆଜି କାଲି ଯୁଗରେ ଯଦି ଆପଣ ଚେଷ୍ଠା କରିଥାନ୍ତି ତାହେଲେ ଆପଣଙ୍କ ପାଇଁ ସମସ୍ତ କାର୍ଯ୍ୟ ସଫଳ ହେଇଥାଏ | ହଁ ଆଜ୍ଞା କରିବା ର ଇଚ୍ଛା ଶକ୍ତି ରହିଥିଲେ ଏ ଦୁନିଆରେ ସମସ୍ତ ଅସମ୍ଭବ କାର୍ଯ୍ୟ ସମ୍ଭବ ହେଇପାରିବ ବୋଲି ତାହାର ଅନେକ ଉଦାହରଣ ରହିଛି | ଠିକ ସେହିପରି ଏକ ଉଦାହରଣ ର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଲାଗିଛି | ଯାହାକୁ ଦେଖିଲେ ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ | ହଁ ଆଜ୍ଞା ଏବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଭାଇରାଲ ହେବାରେ ଲାଗୁଛି ସତରେ ପ୍ରଶଂସା ଯୋଗ୍ୟ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି |

ତେବେ ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ର ବଣାଇ କୋଶଡା ଗ୍ରାମରେ ଅନିମା ଓରାମ ନାମକ ଜଣେ ଲେଡି ଯିଏକି ସ୍ୱାମୀ ବିଜୟ ଓରାମ ଓ ତାଙ୍କର ଦୁଇ ପୁଅ ଝିଅ ଙ୍କ ସହିତ ମିଶିକି ବେଶ ଖୁସିରେ ଚାଲିଥିଲା ତାଙ୍କର ଜୀବନ | କିନ୍ତୁ ସେହି ଖୁସିର ଜୀବନରେ ମାଡ଼ି ଆସିଲା ଘୋର ଅନ୍ଧକାର | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସ୍ୱାମୀ ବିଜୟ ଲୋକଙ୍କ କ୍ଷେତ ରେ ଟ୍ରାକ୍ଟର ଚଳାଇ ନିଜର ତଥା ନିଜ ପରିବାରର ଭରଣ ପୋଷଣ କରୁଥିଲେ |ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଦୁଇ ମାସ ହେବ ସ୍ୱାମୀ ଙ୍କର ଦେହ ଖରାପ ହୋଇଥିଲା ଆଉ ଯାହା ଫଳରେ ସ୍ୱାମୀ ଜଣଙ୍କ ମୃତ୍ୟୁ ବରଣ କରିଥିଲେ |

ଆଉ ସ୍ୱାମୀ ଙ୍କ ମୃତ୍ୟୁ ପରେ ସ୍ତ୍ରୀ ଅନିମା ପୁରା ପୁରି ଏକା ହୋଇ ଯାଇଥିଲେ |ଆଉ ଯାହା ଫଳରେ ସ୍ୱାମୀ ଜଣଙ୍କ ର ମୃତ୍ୟୁ ପରେ ସ୍ତ୍ରୀ ଏକ ହେଉକି ଘର ଚଳାଇବା ପାଇଁ ଲାଗି ପଡିଥିଲେ |ଆଉ ଯାହା ଜଣା ପଡିଥିଲା କି ଏକା ହେଇଯିବ ପରେ ଅନିମା ନିଜ ଘରକୁ କିଭଳି ଚଳେଇବେ ଭାବିଲେ | ଆଉ ଯାହା ଫଳରେ ତାଙ୍କର ଟ୍ରାକ୍ଟର କୁ ନେଇକି ସେ ରୋଜଗାର କରିବେ ବୋଲି ଭାବିଲେ | ଆଉ ଯାହା ଫଳରେ ଭାଇ ଙ୍କ ସହାୟତାରେ ସେ ନିଜର ଟ୍ରାକ୍ଟର ଚଳାଇବା ଶିଖିଥିଲେ ଆଉ ଚଳାଇଥିଲେ ମଧ୍ୟ |

ଆଉ ଯାହା ଜଣା ପଡିଛି କି ଦୀର୍ଘ 3 ବର୍ଷ ଧରିକି ସୁନ୍ଦରଗଡ଼ ର ଲେଡି ଡ୍ରାଇଭର ଭାବରେ ଟ୍ରାକ୍ଟର ଚଳାଉଛନ୍ତି ଅନିମା | ନିଜ କ୍ଷେତରେ ଟ୍ରାକ୍ଟର ଚଳାଇବା ସହିତ ଅନ୍ୟ ମାନଙ୍କର ଜମିରେ ଟ୍ରାକ୍ଟର ଚଳାଇବାରେ ଲାଗିଛନ୍ତି ଅନିମା | ଆଉ ନିଜ ଜମିରେ ଚାଷ କରିବା ସହିତ ଅନ୍ୟର ଜମି କୁ ନେଇକି ହଳ କରିକି ଚାଷ କରୁଛନ୍ତି ଅନିମା ଆଉ ନିଜ ପିଲା ମାନଙ୍କର ଭବିଷ୍ୟତ ପାଇଁ ମଧ୍ୟ ଲାଗି ପଡିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ମହିଳା ଜଣଙ୍କୁ ସମସ୍ତେ ପ୍ରସଂଶା ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment