ହଁ ଦର୍ଶକ ବନ୍ଧୁ ଆଜି କାଲି ଯୁଗ ବଦଳିବା ସହିତ ମଣିଷ ଅଭ୍ୟାସ ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି | ତେବେ ମଣିଷ ର ଏହିପରି ପରିବର୍ତ୍ତନ ଦିନେ ମଣିଷ ପାଇଁ ସର୍ବନାଶ ଆଣିବ ବୋଲି କୁହାଯାଉଥିଲା ବେଳେ | ଏବେ ଠୁ ତାହାର ସଂକେତ ଧୀରେ ଧୀରେ ଦେଖାଦେଲାଣି| ତେବେ ଆମେ କହୁଛି ଏହି ଉନ୍ନତ ଯୁଗର ମୋବାଇଲ କଥା | ଯାହାର ପ୍ରତିଦିନ ନ ଦେଖିଲେ ଆଜି ଯୁବ ପିଢ଼ି ମାନେ ବଞ୍ଚି ପାରିବେନାହିଁ | ତେବେ କୁହାଯାଉଛି ଆଜିକାଲି ବ୍ୟବହାର ହେଉଥିବା ମୋବଇଲ ଫାଟିବାର ସମ୍ଭାବନା ଅଧିକ ରହୁଛି | ତେବେ ଏହି ମୋବଇଲ ଫାଟିବା ପୂବରୁ କିଛି ସଂକେତ ଆମକୁ ଦେଇଥାଏ | ଯଦି ସେହି ସଂକେତ ବିଷୟରେ ଆପଣ ଅବଗତ ନ ହେବେ ତାହାଲେ ଆପଣ ବିପଦ ରେ ପଡିବେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ମୋବଇଲ ଫାଟିବା ପୂର୍ବରୁ କେଉଁ ସବୁ ସଂକେତ ଦେଇଥାଏ ସେ ବିଷୟରେ ଜାଣିବା |
ମୋବାଇଲ ଫାଟିବାର ପୂର୍ବ ସଂକେତ :-
(1) ଲିଥିୟମ ଆୟନରେ ନିର୍ମିତ ବ୍ୟାଟେରୀ ଚାର୍ଜ କରିବା ସମୟରେ ଅଧିକ ଗରମ ହେଇଯାଇଥାଏ | ଏଥିସହିତ ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ମଧ୍ୟ ଏହା ଅଧିକ ଗରମ ହେଇଥାଏ | ଏଣୁ ଯେତେବେଳେ ମୋବଇଲ ଚାର୍ଜ କରିବା ବା ବ୍ୟବହାର କରିବା ଦ୍ୱାରା ମୋବାଇଲ ଗରମ ହେଇଯାଉଛି ତାହେଲେ ଆପଣ ତାହାକୁ ତରନ୍ତ ବଦଳାନ୍ତୁ | ନହେଲେ ଏହା ଫାଟିବାର ସମ୍ଭାବନା ରହିଥାଏ |
(2) ଯଦି ଆପଣଙ୍କ ମୋବାଇଲ ରେ ବ୍ୟାଟେରୀ ଫୁଲିଯାଇଛି ତାହାଲେ ଏହା କେତେବେଳେ ମଧ୍ୟ ଫାଟିବାର ସମ୍ଭାବନା ରହିଛି | ତେଣୁ ତୁରନ୍ତ ଆପଣ ଆପଣଙ୍କର ବ୍ୟାଟେରୀ ବଦଳାନ୍ତୁ |
(3) ମୋବାଇଲ ଫାଟିବ କି ନାହିଁ ପରୀକ୍ଷା କରିବା ପାଇଁ ଏକ ଟେବୁଲ ଉପରେ ବ୍ୟାଟେରୀ କୁ ରଖି ଘୁରାନ୍ତୁ ଯଦି ଏହା ଘୁରୁଚି ତାହାଲେ ଆପଣଙ୍କର ବ୍ୟାଟେରୀ ଫୁଲି ଯାଇଛି | ଏହି ସମୟରେ ଆପଣ ଏହାକୁ ବଦଳାନ୍ତୁ ନହେଲେ ଏହା ଫାଟିବାର ସମ୍ଭାବନା ରହିଛି |
(4) ବର୍ତ୍ତମାନ ସମସ୍ତ ଙ୍କ ହାତରେ ସ୍ମାର୍ଟ ଫୋନ ରହିଛି | ଯାହାର ବ୍ୟାଟେରୀ ବାହାର କରାଯାଇପାରିବନାହିଁ | ସେ କ୍ଷେତ୍ର ରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ଯେ ଯଦି ମୋବାଇଲ ଚାର୍ଜ କରିବା ସମୟରେ ମୋବାଇଲ ଓ ଚାର୍ଜର ଉଭୟ ତାତୁଛି ତାହାଲେ ତୁରନ୍ତ ତାହାକୁ ଚାର୍ଜ ରୁ ବାହାର କରି ନିୟନ୍ତୁ |
(5) ବେଳେ ସ୍ମାର୍ଟ ଫୋନ ହାତରୁ ପୋଡି ଗଲେ ବା ଫିଙ୍ଗିଦେଲେ ତାହା ଫାଟିବାର ସମ୍ଭାବନା ରହିଛି |
(6) କମ ତାପମାତ୍ରା ରେ ମୋବାଇଲ ଫୋନ ଚାର୍ଜ କଲେ ତାହାର ଫାଟିବାର ସମ୍ଭାବନା ଅଧିକ ରହିଥାଏ | ଲିଥିୟମ ଆୟନ ବ୍ୟାଟେରୀ କୁ ଅଧିକ ଥଣ୍ଡା ଥିବା ସ୍ଥାନରେ ଚାର୍ଜ କରିଲେ ତାହା ଭୟଙ୍କର ହେଇଥାଏ |
(7) ଚାର୍ଜ କିରିବା ସମୟରେ ମୋବଇଲ ଚଳାଉଥିଲେ ଏହାର ଫାଟିବାର ସମ୍ଭାବନା ଅଧିକ ରହିଥାଏ | ଏହା କରିବା ଦ୍ୱାରା ମୋବାଇଲ ର ମଦରବୋର୍ଡ ଉପରେ ଏହାର ପ୍ରଭାବ ପଡିଥାଏ | ଏଣୁ ମୋବଇଲ ଫାଟିବାର ସମ୍ଭାବନା ଅଧିକ ରହିଥାଏ |
କେତେବେଳେ ଫାଟିଥାଏ ବ୍ୟାଟେରୀ ତାହା ଉପରେ ନଜର ପକାଇବା :-
ଯେତେବେଳେ ଇଣ୍ଟେନେସନଲ କୋଲ ବା ମିସକୋଲ ଆସିଥାଏ ସେତବେଳେ ମଧ୍ୟ ମୋବଇଲ ଫାଟିବା ର ସମ୍ଭାବନା ଅଧିକ ରହିଥାଏ |
ତେବେ ଏହିଭଳି ଭାବରେ ଆମେ ମୋବାଇଲ ଫାଟିବା ପୂର୍ବରୁ ସଂକେତ ପାଇପାରିବା ଓ ନିଜ ଜୀବନକୁ ସୁରକ୍ଷିତ ରଖିପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।