ସ୍ୱାମୀ – ସ୍ତ୍ରୀ ( lovely wife ) କଲେ ଜବରଦସ୍ତ ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ଆପଣ ଅନେକ ଭିଡିଓ ସମୟକ୍ରମେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ଯଦି ଏହା ଆପଣଙ୍କୁ ଭଲ ଲାଗେ ତେବେ ବହୁତ୍ ଖୁସି ବି ହେଉଥିବେ ଏହାକୁ ଦେଖି।ସେହିପରି ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି। ଆପଣ ତ ଜାଣିଛନ୍ତି ମଜାଦାର ଆଉ ମନୋରଞ୍ଜନ ପୂର୍ଣ୍ଣ ଘଟଣାର ଭିଡିଓ ସବୁ ଏମିତି ଅଟେ, ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି।

କାରଣ ଏହିଭଳି ଭିଡିଓ ଦେଖି ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଅନେକ ଲୋକ ଏହିଭଳି ମଜାଦାର ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ଆପଣ ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ। ତେବେ ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ହେଉଛି ଜଣେ ଦମ୍ପତ୍ତିଙ୍କ ଡାନ୍ସ ଭିଡିଓ।ଏହି ଭିଡିଓରେ ସେମାନେ ବହୁତ୍ ସୁନ୍ଦର ଭାବରେ ଡାନ୍ସ କରୁ ଥିବାର ଆପଣ ଦେଖିବାକୁ ପାଇବେ। ଯାହାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି।

ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଦମ୍ପତ୍ତି ଙ୍କ ଡାନ୍ସର ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।ତେବେ ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ ନିଶ୍ଚିତ।ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ ଏବଂ ଆମେ ଏହାକୁ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏହି ଡାନ୍ସ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହେବେ।

ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।ଏକ କୌଣସି ଫଙ୍କସନ ରେ ସ୍ବାମୀ ସ୍ତ୍ରୀ ଏକ ସୁନ୍ଦର୍ ରୋମାଣ୍ଟିକ ହିନ୍ଦି ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି। ସେମାନେ ପରସ୍ପର ବେଶ୍ ଖୁସିର ସହିତ ଏକ ଭିନ୍ନ ଅନ୍ଦାଜ ରେ ସ୍ଲୋ ମୋସନ ରେ ତାଙ୍କର ନାଚକୁ ପ୍ରଦର୍ଶନ କରୁଛନ୍ତି। ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଏହାକୁ ଦେଖି ଖୁସି ହେବା ସହିତ ସେମାନଙ୍କୁ ଉତ୍ସାହିତ କରୁଛନ୍ତି। ଏଭଳି ଏକ ଡାନ୍ସ ଦେଖି ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ଆଉ ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ଏହି ଦମ୍ପତ୍ତି ଙ୍କ ଏହି ଡାନ୍ସ କୁ ପସନ୍ଦ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment