ଓଃ କି ଡ୍ୟାନ୍ସ ! Anugulର ନଣନ୍ଦ ଭାଉଜ କଲେ କମାଲ – Audition – ସମ୍ପୂର୍ଣ୍ଣ ଲକ୍ଷ୍ମୀ ରେ କଲେ କମାଲ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହା ଅମର ମନ କୁ ଖୁସି କରେଇ ଦେଇଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଦେଖିବାକୁ ମିଳୁଛି ତାହା ହେଉଛି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ଏକ ଏପିସଡ | ଆଉ ଯେଉଁ ଏପିସଡ଼ ରେ ନଣନ୍ଦ ଓ ଭାଉଜ ମିଶିକି ସୁନ୍ଦର ଭାବରେ ନିଜର ଯାଦୁ ଦେଖାଇଛନ୍ତି ଓ ତାହା ଛଡା ଦର୍ଶକ ମାନଙ୍କ ମନକୁ ମଧ୍ୟ ଆକର୍ଷିତ କରେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭାଇରାଲ ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ଜାଣିଛୁ କି କିଛି ନୂଆ ନୂଆ ପ୍ରତିଭା ଆଉ ଟେଲେଣ୍ଟ କୁ ଖୋଜି ଆଣି ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭା କୁ ସମସ୍ତ ଙ୍କ ସାମ୍ନା ରେ ପ୍ରକାଶ କରିବାର କାମ ହେଉଛି ସିଦ୍ଧାର୍ଥ ଟିଭି ର | ଆଉ ଯେଉଁ ଠି ଗୃହିଣୀ ମାନଙ୍କ ପାଇଁ ଅର୍ଥାର ସମସ୍ତ ମହିଳାଙ୍କ ପାଇଁ ଗୋଟିଏ ବଡ଼ ସୁଯୋଗ | ଯେଉଁଥିରେ ସେମାନେ ଅଂଶ ଗ୍ରହଣ କରି ପାରିବେ, ଆଉ ନିଜ ଭିତରେ ଥିବା ପ୍ରତିଭା କୁ ସମସ୍ତଙ୍କ ସାମ୍ନା କୁ ମଧ୍ୟ ଆଣି ପରିବେ | ତେବେ ସେହିଭଳି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ମହା ମଞ୍ଚରେ ଧୋମାଲ କରିଛନ୍ତି ଅନୁଗୁଳ ରୁ ଆସିଥିବା ନଣନ୍ଦ ଓ ଭାଉଜ ଙ୍କ ଯୋଡ଼ି | ଆଉ ନିଜ ଭିତରେ ଥିବା ପ୍ରତିଭା କୁ ମଧ୍ୟ ପ୍ରକାଶ କରିଛନ୍ତି ସେମାନେ |

ତେବେ ଅନୁଗୁଳ ରୁ ଆସିଥିଲା ପ୍ରୀତି ଓ ତପସ୍ୱିନୀ ଅର୍ଥାତ ନଣନ୍ଦ ଓ ଭାଉଜ ନିଜ ଭିତରେ ଥିବା କଳା କୁ ପ୍ରକାଶ କରିଛନ୍ତି ଓ ସୁନ୍ଦର ଭାବରେ ଯୋଜେସ ମାନଙ୍କର ସମସ୍ତ ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇଛନ୍ତି | ତାହା ବ୍ୟତୀତ ସେମାନେ ଡାନ୍ସ ମଧ୍ୟ ସାଙ୍ଗରେ କରିଥିଲେ | ଆଉ ଏତେ ସୁନ୍ଦର ଭାବରେ ଡାନ୍ସ କରିଥିଲେ କି ଯୋଜେସ ଭାବରେ ଥିବା ଜିନା ମଧ୍ୟ ଉଠି ଯାଇ ସେମାନଙ୍କ ସହିତ ଡାନ୍ସ କରିବାକୁ ଲାଗିଥିଲେ | ତେବେ ଜଗନ୍ନାଥ ଙ୍କର ଏକ ସୁନ୍ଦର ଭଜନରେ ସେମାନେ ଡାନ୍ସ ର କମାଲ ଦେଖାଇଥିଲେ |

ଏହା ବ୍ୟତୀତ ଭାଉଜ ଜଣଙ୍କ ମଧ୍ୟ ଅଭିନୟ କରିଥିଲେ ଓ ନିଜ ଭିତରେ ଥିବା ସମସ୍ତ କଳା ଆଉ ପ୍ରତିଭା କୁ ପ୍ରକାଶ କରିଥିଲେ ଓ ତିନି ଜନ ଯୋଜେସ ଙ୍କ ମନକୁ ମଧ୍ୟ କିଣି ଥିବାର ଦେଖିବାକୁ ମିଳିଛି | ଆଉ ଶେଷରେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ରେ ସିଲେକ୍ଟ ମଧ୍ୟ ହେଇ ଯାଇଛନ୍ତି | ତେବେ ନଣନ୍ଦ ଓ ଭାଉଜ ଙ୍କ ଏହିଭଳି ପୋରଫୋମେନ୍ସ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment