ପ୍ରଥମ ଥର ଆସିଲେ ଭାଇରାଲ ହେଲା… ଯାତ୍ରାରେ ଗୋବିନ୍ଦା କଲେ ବୋବାଲ…

ବନ୍ଧୁଗଣ ବର୍ତ୍ତମାନ ର ଯାହା ସୂଚନା ରହିଛି କି ଆମ ବଲିଉଡ ର ଏଭର ଗ୍ରୀନ ଅଭିନେତା ତଥା ଅଲରାଉଣ୍ଡର ହିରୋ ଗୋବିନ୍ଦା ବର୍ତ୍ତମାନ ଯାତ୍ରା ମଞ୍ଚରେ ଅଭିନୟ କରୁଛନ୍ତି ବୋଲି। ତେବେ ତାଙ୍କୁ ଦେଖିବା ପାଇଁ ଲୋକ ମାନଙ୍କ ର ଭିଡ଼ ଲାଗୁଛି , ତେବେ ଗୋବିନ୍ଦା ନିଜ ଷ୍ଟାଇଲ ଓ ଆନ୍ଦାଜ ର ଡ୍ୟାନ୍ସ ପାଇଁ ଚାରି ଆଡ଼େ ପ୍ରସିଦ୍ଧ ଏହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ମାତ୍ର ଏତେ ବଡ଼ ଅଭିନେତା ଜଣେ ଯେ ଯାତ୍ରା ମଞ୍ଚ ରେ ଆସି ଅଭିନୟ କରୁଛନ୍ତି ତାହା ନିଶ୍ଚିତ ଭାବ ରେ ଆପଣ ଙ୍କୁ ଟିକେ ଭିନ୍ନ ଲାଗୁଥିବ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।

ସୂଚନା ଅନୁସାରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଯାତ୍ରା ର ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି। ଏବଂ ଏହି ଭାଇରାଲ ଭିଡ଼ିଓ ରେ ଆପଣ ଦେଖିବା କୁ ପାଇବେ କି ବଲିଉଡ ର ଷ୍ଟାର ଗୋବିନ୍ଦା ଙ୍କ ଭଳି ଅବିକଳ ଜଣେ ବ୍ୟକ୍ତି ଡ୍ୟାନ୍ସ କରୁଛନ୍ତି ଆଉ ଅଭିନୟ ମଧ୍ୟ କରୁଛନ୍ତି। ତେବେ ଏହାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ମଧ୍ୟ ଲାଗିଛି। ତେବେ ଆପଣ ମାନେ ଆମ ବଲିଉଡ ଏଭର ଗ୍ରୀନ ଷ୍ଟାର ଗୋବିନ୍ଦା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ, ତାଙ୍କର ଅଭିନୟ କମେଡ଼ି ଏବଂ ଡ୍ୟାନ୍ସ ପାଇଁ ସେ ଘରେ ଘରେ ପରିଚିତ ଚେହେରା ଅଟନ୍ତି।

କିନ୍ତୁ ବର୍ତ୍ତମାନ ଯାତ୍ରା ରଙ୍ଗ ମୋହଲ ରେ ଯେଉଁ ଗୋବିନ୍ଦା ଙ୍କୁ ଆପଣ ଦେଖୁଛନ୍ତି ସେ ଅରିଜିନାଲ ବଲିଉଡ ଗୋବିନ୍ଦା ନୁହଁନ୍ତି , ବରଂ ସେ ଜଣେ ଯାତ୍ରା କଳାକାର ଅଟନ୍ତି। କିନ୍ତୁ ସେ ନିଜର ପୋଷାକ ଚାଳି ଚଲନ ଓ ଡ୍ୟାନ୍ସ ରେ ପୁରା ଗୋବିନ୍ଦା ଙ୍କୁ ନକଲ କରିଛନ୍ତି। ଆଉ ଏହି କାରଣ ରୁ ଲୋକମାନେ ତାଙ୍କୁ ଜୁନିୟର ଗୋବିନ୍ଦା ବୋଲି ମଧ୍ୟ କୁହନ୍ତି। ତେବେ ସେ ଗୋବିନ୍ଦା ଙ୍କ ର ଜଣେ ବଡ ଫ୍ୟାନ ଅଟନ୍ତି, ଆଉ ତାଙ୍କ ଆନ୍ଦାଜ ରେ ତାଙ୍କୁ ଡ୍ୟାନ୍ସ କରିବା ତଥା ଲୋକ ଙ୍କୁ ଏଣ୍ଟଟେଣ୍ଟମେଣ୍ଟ କରିବାକୁ ବେଶ ପସନ୍ଦ କରନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ମଧ୍ୟ ଆପଣ ଦେଖି ପାରିବେ କି ସେହି ଯାତ୍ରା ଅଭିନେତା ଜଣଙ୍କ କିପରି ଭାବରେ ଅବିକଳ ଗୋବିନ୍ଦା ଙ୍କ ପରି ଡ୍ୟାନ୍ସ କରୁଛନ୍ତି ଆଉ ଅଭିନୟ କରୁଛନ୍ତି ମଧ୍ୟ। ଷ୍ଟାର ଗୋବିନ୍ଦା ଙ୍କ ର ବହୁତ ଲୋକପ୍ରିୟ ଗୀତ “କିସି ହୋଟେଲ ମେ ଯାଏଁ ” ଗୀତ ରେ ମଧ୍ୟ ସେ ପୁରା ତାଙ୍କ ଭଳି ଡ୍ୟାନ୍ସ କରିଛନ୍ତି ଯାହା ଦେଖିବା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ। ନିଶ୍ଚିତ ଭାବରେ ଆପଣ ମଧ୍ୟ ଦ୍ୱନ୍ଦ ରେ ପଡିଯିବେ କି , ଆପଣ ଗୋବିନ୍ଦା ଙ୍କୁ ଦେଖୁଛନ୍ତି ନା ତାଙ୍କର ଡୁପ୍ଲିକେଟ କୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment